ଚଉଦ ଶହ ବିଦ୍ୟାଳୟ ବନ୍ଦ କରିବା ଅଗଣତାନ୍ତ୍ରିକ – ପ୍ରସାଦ ହରିଚନ୍ଦନ

" ଘରୋଇ ବିଦ୍ୟାଳୟ ସଂଖ୍ୟା ବୃଦ୍ଧି ସରକାରୀ ବିଦ୍ୟାଳୟ ପାଇଁ ଏକ ବୃହତ ଆହ୍ବାନ ପାଲଟିଛି। ଯଦି ସରକାରୀ ବିଦ୍ୟାଳୟ ଗୁଡ଼ିକର ଶିକ୍ଷା ବ୍ୟବସ୍ଥା ଓ ଢାଞ୍ଚା ରେ ଉନ୍ନତି ନଆଣନ୍ତି ଅଚିରେ ସରକାରୀ ବିଦ୍ୟାଳୟ ଗୁଡ଼ିକ ତାର ସତ୍ତା ହରାଇବ। କିଭଳି ଓ କେଉଁ କେଉଁ ବିଦ୍ୟାଳୟକୁ ବନ୍ଦ କରାଯିବ…

“ଘୁମୁସର ର ସ୍ୱର” ର ୯୩ ତମ ଅଧିବେଶନ

ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେର୍ସ) ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦରରେ ପ୍ରତିଷ୍ଠିତ ଓଡ଼ିଆ ଭାଷା, ସାହିତ୍ୟ, କଳା,ଓ ସଂସ୍କୃତିର ଗବେଷଣା ପ୍ରତିଷ୍ଠାନ "ଘୁମୁସର ର ସ୍ୱର" ପକ୍ଷରୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ସୋରଡ଼ା ସହରରେ ୯୩ ତମ ଅଧିବେଶନ ଅନୁଷ୍ଠିତ…

ପରୀଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ମହିଳା ମୋର୍ଚ୍ଚ ତରଫରୁ ବିକ୍ଷୋଭ       

   ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି ନୂଆପଡ଼ା,(ଅମିତ ପୁରୋହିତ) : ସ୍ଥାନୀୟ ଏକତା ଛକ ଠାରେ ମହିଳା ମୋର୍ଚ୍ଚ ତରଫରୁ ପରୀଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ନେତ୍ରୀ ତଥା ସଦର ବ୍ଲକ ଅଧ୍ୟକ୍ଷା ତରେଶ୍ୱରୀ ସାହୁଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ…

ବିଜେପିର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବର

ନୂଆପଡ଼ା,(ଅମିତ ପୁରୋହିତ) :: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁରୁମପୁରୀ ନିକଟ ସିନାପାଲି ଠାରେ ବିଜେପି ବଂଜାରୀ ମଣ୍ଡଳ ତରଫରୁ ବିଜେପିର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବର ଅନୁଷ୍ଠିତ  ହୋଇ ଯାଇଛି । ବିଜେପି ବରିଷ୍ଠ  ନେତା ପ୍ରଶନ୍ନ ପାଢିଙ୍କ ଅଧ୍ୟକ୍ଷାରେ ଆୟୋଜିତ ଉଦଘାଟନୀ ଉତ୍ସବରେ…

ବାଇକ ଦୁର୍ଘଟଣାରେ ଜଣେ ଗୁରୁତର

ନୂଆପଡ଼ା,(ଅମିତ ପୁରୋହିତ) :: ସ୍ଥାନୀୟ ଏସବିଆଇ ବ୍ରାଞ୍ଚ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଜଣକ ହେଲେ ସିନାପାଲି ଥାନା ଗୋଡାଲ ଗାଁର ଅକ୍ଷୟ ପଟେଲ(୨୪) । ତାଙ୍କ ଅବସ୍ଥା ସଂକଟ୍ଟାପନ୍ନ ହେବାରୁ ରାୟପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆଜି…

ଧାନ ଅମଳ ମେସିନ ଓଲଟି ପଡ଼ି ଜଣେ ମୃତ ଓ ଜଣେ ଆହତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ଗାନ୍ଧୀ ଛକ ଫାଣ୍ଡି ଅନ୍ତର୍ଗତ ଚିଚିଣ୍ଡା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି।ଧାନ ଅମଳ ମେସିନ ଓଲଟି ଯାଇ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି।  ସୂଚନା ଅନୁଯାୟୀ, ଚିଚିଣ୍ଡା ଗ୍ରାମରେ ଧାନ ଅମଳ…

ଡାକ୍ତରଖାନାର ଅବହେଳା ଯୋଗୁଁ ପ୍ରାଣ ହରାଇଲେ କିଡନି ରୋଗୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲାର କୋଭିଡ ଡାକ୍ତରଖାନାରେ ଜଣେ ମହିଳା ରୋଗୀ ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରାଣ ହରାଇଥିବା ଅଭିଯୋଗ ଆସିଛି। ଝାରସୁଗୁଡ଼ା ଚିକିତ୍ସା ବିଭାଗ ଦ୍ବାରା ବାରମ୍ବାର ଅବହେଳା ଯୋଗୁଁ ଏପରି ଘଟୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଖେଳିଯାଇଛି।  ସୂଚନା…

ଦାଦାବଟି ଆଦାୟ ଅଭିଯୋଗରେ ଗିରଫ ହେଲେ ପାଞ୍ଚଜଣ ଯୁବକ। 

ଝାରସୁଗୁଡ଼ା:(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର ସରବାହାଲର ପାଞ୍ଚଜଣ ଯୁବକଙ୍କୁ ଏକ ଘରୋଇ କମ୍ପାନୀ ଗୁରୁନାନକ ଇଞ୍ଜିନିୟରିଂଠାରୁ ଦାଦାବଟି ଅସୁଲ ଅଭିଯୋଗରେ  ଝାରସୁଗୁଡ଼ା ପୋଲିସ ଗିରଫ କରିଛି। ଏହି ପାଞ୍ଚଜଣ ଯୁବକ ଆଜି ସକାଳେ ବେଦାନ୍ତ ଅଧିନରେ ଥିବା ଏହି ଗୁରୁ ନାନକ ଇଞ୍ଜିନିୟରିଂକୁ…

ବେଦାନ୍ତ ଦ୍ୱାରା ଝାରସୁଗୁଡ଼ାରେ ସପ୍ତାହବ୍ୟାପୀ ମଧୁମେହ ସବେତନତା ଅଭିଯାନ।

ଝାରସୁଗୁଡା:(ସୁଭାଷ ସହାରେ)  ଆଲୁମିନିୟମ ଏବଂ ମୂଲ୍ୟଯୁକ୍ତ ଉତ୍ପାଦର ଭାରତର ବୃହତ୍ତମ ଉତ୍ପାଦକ ବେଦାନ୍ତ ତରଫରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ସହଭାଗିତାରେ ଝାରସୁଗୁଡ଼ାରେ ଏକ ସପ୍ତାହ ବ୍ୟାପୀ ମଧୁମେହ ସଚେତନତା ଅଭିଯାନ କରାଯାଇଥିଲା। ବିଶ୍ୱ ମଧୁମେହ ଦିବସ ଠାରୁ ଆରମ୍ଭ କରି ଏହି ଅଭିଯାନ…

ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ପ୍ରଭାରୀ ଭାବରେ ରାଜକିଶୋର ଷଡ଼ଙ୍ଗୀ ନିଯୁକ୍ତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର ପ୍ରଭାରୀ ଭାବରେ ରାଜକିଶୋର ଷଡ଼ଙ୍ଗୀଙ୍କୁ ନିଯୁକ୍ତ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଷଡ଼ଙ୍ଗୀ ଏହା ପୂର୍ବରୁ ବିଭିନ୍ନ ଦାୟୀତ୍ବରେ ରହି ଦଳର ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଭୂମିକା ନିର୍ବାହ…