Sign in
Sign in
Recover your password.
A password will be e-mailed to you.
ୟୁଏଆଇଏଲ୍ ବାପହିଲମାଲି ଖଣିରେ ସ୍ୱଚ୍ଛତା ପକ୍ଷ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
ରାୟଗଡା/ଭୁବନେଶ୍ୱର( ସରୋଜ ସାହୁ) : : ଆଦିତ୍ୟ ବିର୍ଲା ଗ୍ରୁପ କଂପାନି ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ) ର ବାପହିଲମାଲି ଖଣିରେ ଗତକାଲି ବଡ଼ ଉତ୍ସାହର ସହିତ ଏକ ଗଣ ସଚେତନତା କାର୍ଯ୍ୟକ୍ରମ ସ୍ୱଚ୍ଛତା ପକ୍ଷ ପାଳନ କରାଯାଇଛି । ଭାରତୀୟ ଖଣି ବ୍ୟୁରୋ ପକ୍ଷରୁ ୨୦୨୦…
ବିଜୁ ଯୁବ ଜନତା ଦଳର ୪ ଟି ସାଙ୍ଗଠନିକ ଜିଲ୍ଲା କମିଟିର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ
ଭୁନନେଶ୍ୱର(ଶାସକ ପ୍ରଶାସକ) : ବିଜୁ ଜନତା ଦଳର ସଙ୍ଗଠନକୁ ଆହୁରି କ୍ରିୟାଶୀଳ ଏବଂ ସୁସଙ୍ଗଠିତ କରିବା ନିମନ୍ତେ ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ଶ୍ରୀ ପ୍ରଣବ…
ମୋଟରସାଇକଲ-ଟାଟା ଏସି ଦୁର୍ଘଟଣା, ୩ ଆହତ
ଗାଇସିଲେଟ/ କେଦାର ନାଥ ସାହୁ: ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଖୁଣ୍ଟପାଲି ଠାରେ ଗାଇସିଲେଟ-ପଦ୍ମପୁର ରାସ୍ତାରେ ଏକ ମର୍ମର୍ନ୍ତୁଦ ଦୁର୍ଘଟଣା ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ଅଇଁଲାଭଟା ରୁ ଗାଇସିଲେଟ-ପଦ୍ମପୁର ରାସ୍ତା କୁ ସଂଯୋଗ କରୁଥିବା ରାସ୍ତା ପଟରୁ ଏକ ନୀଳ ରଙ୍ଗର…
ଖଣିରୁ ୨୫ ଫୁଟ ତଳକୁ ଖସିଲା ଟ୍ରକ : ଚାଳକ ମୃତ
ବଡ଼ବିଲ (ଶାସକ ପ୍ରଶାସକ) ଗତକାଲି ବିଳମ୍ବିତ ରାତିରେ ଆର୍ସେଲର ମିତ୍ତଲଙ୍କ ଠାକୁରଣୀ ଲୌହ ଖଣି ନିକଟରେ ଏକ ୧୨ ଚକିଆ ଟ୍ରକ ୨୫ ଫୁଟ ତଳକୁ ଖସି ପଡି ଦୁର୍ଘଟଣାଗସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରକ ଚାଳକ ପ୍ରକାଶ କୁମାର ଜେନା (୩୩) ପ୍ରାଣ ହରାଇଥିବାର ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ…
ପରୀ ଘଟଣାର ଏସଆଇଟି ତଦନ୍ତ ପାଇଁ ହାଇକୋର୍ଟଙ୍କ ଅନୁରୋଧ କଲେ ସରକାର
ପ୍ରସ୍ତାବିତ ଏସଆଇଟିର ନେତୃତ୍ୱ ନେବେ ବରିଷ୍ଠ ଆଇପିଏସ ଅରୁଣ ବୋଥ୍ରା
ଭୁବନେଶ୍ୱର( ଶାସକ ପ୍ରଶାସକ) ଗତକାଲି ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଆଧାରରେ ଆଜି ସମ୍ପ୍ରତି ରାଜନୈତିକ ଝଡର କେନ୍ଦ୍ରବିନ୍ଦୁ ପାଲଟିଥିବା ପରୀ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ କରାଇବା ପାଇଁ ସରକାର ଘୋଷଣା କରିଛନ୍ତି…
ସମ୍ବଲପୁର ଭିଜିଲାନ୍ସ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ସାରା ଶର୍ମା l
ସମ୍ବଲପୁର(ରମାକାନ୍ତବିଶ୍ବାଳ): ସମ୍ବଲପୁରର ଝିଅ ଆଇପିଏସ ଅଧିକାରୀ ସାରା ଶର୍ମା ଇତି ମଧ୍ୟରେ ସମ୍ବଲପୁର ଭିଜିଲାନ୍ସ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି l ଜଣେ ଲୋକାଭିମୁଖୀ ତଥା ଲୋକଙ୍କ ଅଫିସର ଭାବେ ଜଣାଶୁଣା ସାରା ଗଜପତି ଜିଲ୍ଲାରେ ତାଙ୍କର କାର୍ଯ୍ୟକାଳ ଭିତରେ ପୋଲିସକୁ ଲୋକଙ୍କ…
କଥା ରଖିଲେ ଜିଲ୍ଲାପାଲ ଚଞ୍ଚଳ ରାଣା
ବଲାଙ୍ଗୀର ( ନିରୋଜ ମିଶ୍ର) : ଜବାବ ରଖିଲେ ଜିଲ୍ଲାପାଳ | ଦେଓଗାଁ ଗାଁରେ ମନରେଗା କାମରେ ମାଟି ବୋହୁଥିବା ସିଭିଲ ଇଂଜିନିୟରଙ୍କୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ କଥା ରଖିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା।
ଦେଓଗାଁ ବ୍ଲକ୍ ଗାଈବାହଲ ପଞ୍ଚାୟତ ଜୁର୍ଲାକାନି ଗାଁର ଅନନ୍ତ…
ଜୁଆ ଆଡ୍ଡା ଉପରେ ମେଲଛାମୁଣ୍ତା ପୋଲିସର ଚଢାଉ ,୬ ଗିରଫ
ମେଲଛାମୁଣ୍ତା (ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସାରଙ୍ଗପୁର ଗ୍ରାମ ନିକଟରେ ଶୁକ୍ରବାର ରାତ୍ରରେ ଘୁଡୁଘୁଡି ପଟି ମାଧ୍ୟମରେ ଜୁଆ ଖେଳ ଚାଲିଥିବା ମେଲଛାମୁଣ୍ଡା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଥାନା ଦାୟୀତ୍ୱରେ ଥିବା ସବଇନ୍ସପେକ୍ଟର ପ୍ରମୋଦ କୁମାର ସାହୁଙ୍କ ନେତୃତ୍ୱରେ ଏକ…
ବାଲିପଦରରେ ଇଫ୍-କୋ କୃଷକ ଶିବିର
ବୁଗୁଡା:: (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଲିପଦର ସେବା ସମବାୟ ସମିତିଠାରେ ଇଫ୍-କୋ ଆନୁକୂଲ୍ୟରେ ଚାଷୀମାନଙ୍କ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଇଫ୍-କୋ କ୍ଷେତ୍ର ଅଧିକାରୀ ପ୍ରତ୍ୟୁଷ ବେହେରା ଯୋଗ ଦେଇ ଚାଷୀଙ୍କୁ ୟୁରିଆ ସାର ପରିବର୍ତ୍ତେ ଅଣୁସାର ତଥା…
ଯୁବ ସଚେତନ ନାଗରିକ ସଂଘ ପକ୍ଷରୁ ମା’ ଛେଉଣ୍ଡ କନ୍ୟାଙ୍କୁ ସହାୟତା ପ୍ରଦାନ l
ସମ୍ବଲପୁର (ରମାକାନ୍ତ ବିଶ୍ବାଳ) : ଯୁବ ସଚେତନ ନାଗରିକ ସଂଘ ଜମନକିରା ତରଫରୁ ଗୁରୁବାର ଫାଶୀମାଲ ପଞ୍ଚାୟତ ପୁକୁୁଡା ଗ୍ରାମ ର ୨ ଶିଶୁ କନ୍ୟା କୁ ଶୀତ ବସ୍ତ୍ର , କପଡା, ଓ ଶିଶୁ ଖାଦ୍ୟ ପ୍ରଦାନ କରାଯାଇଛି l ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଶିଶୁ କନ୍ୟା ଦ୍ୱୟ ଙ୍କ ବୟସ ୮ ମାସ ହୋଇଥିବା…