Sign in
Sign in
Recover your password.
A password will be e-mailed to you.
ରାଜ୍ୟ ସରକାରଙ୍କର ଆଦେଶକୁ ମାନୁନାହାଁନ୍ତି ଜିଲ୍ଲାପାଳ, ଅଭିଯୋଗ କଲେ ହୀରାକୁଦ ବିସ୍ଥାପିତ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ରାଜ୍ୟ ସରକାର ଙ୍କର ଆଦେଶ କୁ ମାନୁନାହାଁନ୍ତି ଜିଲ୍ଲାପାଳ।ଅଭିଯୋଗ କଲେ ହୀରାକୁଦ ବିସ୍ଥାପିତ।ଦୀର୍ଘ 65 ବର୍ଷ ହେବ ହୀରାକୁଦ ନଦୀବନ୍ଧ ରୁ ବିସ୍ଥାପିତ ହୋଇଥିଲେ ଶହ ଶହ ପରିବାର।ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ନା ଦେଇଛନ୍ତି କ୍ଷତି ପୂରଣ, ନା ଦେଇଛନ୍ତି…
ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା : କାର୍ତ୍ତିକ ପୂର୍ଣ୍ଣମୀରେ ଭକ୍ତଙ୍କୁ ମନ୍ଦିର ଯିବା ମନା, ବୋଇତ ବନ୍ଦାଣରେ କଟକଣା…
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- କରୋନା କଟକଣା ଯୋଗୁଁ ଚଳିତ ବର୍ଷର ସବୁ ପର୍ବପର୍ବାଣି ଫିକା ପଡିଯାଇଛି । ଦଶହରା ପରେ ଏବେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମି ଦିନ ବି କଟକଣା ପାଇଁ ସଂପୂର୍ଣ୍ଣ ଭାବରେ ଫିକା ପଡିଯାଇଛି । ସମ୍ବଲପୁର ସହରରେ କୋଭିଡ କଟକଣା ପାଇଁ ମନ୍ଦିର ପ୍ରବେଶ ଉପରେ ରୋକ…
ଜିଲ୍ଲାସ୍ତରରେ ଥିବା ଦୁର୍ନୀତିଖୋର ଅଭୟକାନ୍ତ ଏବେ ଛାନିଆଁ।
ବଲାଙ୍ଗୀର/ ନିରୋଜ ମିଶ୍ର : ଆଇଏଫ୍ଏସ୍ ଅଭୟକାନ୍ତ ଧରାପଡ଼ିଲେ। ବାପ-ପୁଅ ଜେଲ ଗଲେ। ମୁହଁ ଫୁଟାଣି କମିନି। ବଡ଼ବଡ଼ ପାଟିରେ କହୁଛନ୍ତି ପୁଅର ମାସିକିଆ ଦରମା ଥିଲା କୋଟିଏ। ଏବେ ଜିଲ୍ଲାସ୍ତରରେ ଥିବା ଅଭୟକାନ୍ତମାନଙ୍କୁ ଘାରିଲାଣି ଭିଜିଲାନ୍ସର ଭୟ। ନିଜ ସମ୍ପତ୍ତି ଲୁଚାଇବା ବି କିଛିକାଂଶରେ…
ବଡ଼ମାଲରେ ସମ୍ବାଦ-‘ଆମ ଓଡ଼ିଶା’ ପକ୍ଷରୁ ୩୨ ୟୁନିଟ ରକ୍ତ ସଂଗ୍ରହ
କୁଚିଣ୍ଡା/ଜମନକିରା -ଉପଖଣ୍ଡ ପ୍ରତିନିଧି -(ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ମାଲ ଗ୍ରାମ ପଞ୍ଚାୟତଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ୩୨ ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ l 'ସମ୍ବାଦ-ଆମ ଓଡ଼ିଶା' ପକ୍ଷରୁ ଆୟୋଜିତ ଏହି…
ଛାତ୍ର ବିଜେଡ଼ିର କର୍ମକର୍ତ୍ତାଙ୍କୁ ହୀରାକୁଦ ବିଜେଡ଼ି ପକ୍ଷରୁ ସ୍ବମ୍ବର୍ଦ୍ଧନା
ସମ୍ବଲପୁର(ରମାକାନ୍ତ ବିଶ୍ବାଳ)- ନବନିୟୁକ୍ତ ସମ୍ବଲପୁର ଜିଲ୍ଲା ବିଜୁ ଛାତ୍ର ଜନତାଦଲର କର୍ମକର୍ତ୍ତା ଙ୍କୁ ଆଜି ହୀରାକୁଦ ବିଜେଡି ପକ୍ଷରୁ ସ୍ଥାନୀୟ ବରିଷ୍ଠ ନାଗରିକ କମ୍ୟୁନିଟି ସେଣ୍ଟର ଠାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି !
ଏହି ସଭାରେ ସମ୍ମାନୀତ ଅତିଥିମାନେ ପୂର୍ବତନ…
ଏଲ୍ଏଣ୍ଡ୍ଏସ୍ କ୍ଲବର ଉନ୍ନତି ପାଇଁ ୫୦ଲକ୍ଷ ଟଙ୍କା ମଞ୍ଜୁର
କ୍ଲବର ଐତିହ୍ୟ ଓ ପରଂପରାର ସୁରକ୍ଷା ପାଇଁ ଖର୍ଚ୍ଚ ହେବ ଅନୁଦାନ- ନରସିଂହ
ବଲାଙ୍ଗୀର/ନିରୋଜ ମିଶ୍ର : ବଲାଙ୍ଗିର ସହରର ସର୍ବ ପୁରାତନ କ୍ଲବ ଘର, ଯାହାକି ଲିଟେରେରୀ ଏଣ୍ଡ୍ ସୋସିଏଲ କ୍ଲବ ନାମରେ ପରିଚିତ । ତାର ଐତିହ୍ୟ, ପରଂପରା ଓ ସଂସ୍କୃତି ସୁରକ୍ଷିତ ରଖି ଆଗାମୀ ପିଢି ପାଇଁ ଯେପରି ଏହିି…
ଷ୍ଟ୍ରିଟ ଲାଇଟ ଅଚଳ। ବ୍ରଜରାଜନଗର ପୌରାଞ୍ଚଳର ୬ ଟି ୱାର୍ଡ଼ ଅନ୍ଧାରରେ।
ଝାରସୁଗୁଡ଼ା :(ସୁଭାଷ ସହାରେ) : ବ୍ରଜରାଜନଗର ପୌରାଞ୍ଚଳର ଅନେକ ୱାର୍ଡ଼ର ରାସ୍ତା ଅନ୍ଧାରରେ। ଗତ ୨୦୧୭ ମସିହାରେ ବିଦ୍ୟୁତ ଖର୍ଚ୍ଚ କମ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୩୪୮୭ଟି ଏଲଇଡି ବଲବ ଲଗାଯାଇଥିଲା। ବଲବ ଲଗାଇବା ଦାୟୀତ୍ୱ ଇଇସିଏଲ ନାମକ ଏକ କମ୍ପାନୀ ନେଇଥିବା…
କୋଭିଡ କଟକଣାକୁ କୋହଳ କରିବାକୁ ଦାବିପତ୍ର।
ଝାରସୁଗୁଡ଼ା :(ସୁଭାଷ ସହାରେ) :କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଜିଲ୍ଲା ପ୍ରଶାସନ ତରଫରୁ ଲଗାଯାଇଥିବା କଟକଣା କୋହଳ କରିବାକୁ ଅନୁରୋଧ କରି କୋଭିଡ ମାଜିଷ୍ଟ୍ରେଟ ତଥା ଉପ ଜିଲ୍ଲାପାଳ ଶ୍ରୀ ଶିବ ଟପ୍ପୋଙ୍କୁ ଭେଟି ଦାଵୀ ଜଣାଇଥିଲେ ଝାରସୁଗୁଡ଼ା ସହରର ମାନ୍ୟଗଣ୍ୟ ବ୍ୟକ୍ତି। ହିନ୍ଦୁ ଧର୍ମ…
ଏନଟିପିସି ତାପଜ ବିଦ୍ୟୁତ କେନ୍ଦ୍ରର ପାଉଁଶ ଓ ମହାନଦୀ ପ୍ରସଙ୍ଗ, ଉଦବେଗ ପ୍ରକାଶ କଲେ ବିଧାୟକ।
ଝାରସୁଗୁଡ଼ା :(ସୁଭାଷ ସହାରେ ): ଝାରସୁଗୁଡ଼ା ଜିଲ୍ଲାର ସୀମାନ୍ତରେ ଥିବା ଛତିଶଗଡ଼ର ଲରାଠାରେ ସ୍ଥାପିତ ହୋଇଥିବା ତାପଜ ବିଦ୍ୟୁତ କେନ୍ଦ୍ରରୁ ନିର୍ଗତ ହୋଇଥିବା ପାଉଁଶ ମହାନଦୀ ପାଣିରେ ମିଶିବା ଘଟଣାକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଥିଲେ ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର କୁମାର ମହାନ୍ତି।…
ପରୀ ହତ୍ୟାକାଣ୍ଡ ଘଟଣା କୁ ନେଇ ତାତିଲେ ବିଜେପି ସମ୍ବଲପୁର ମହିଳା ମୋର୍ଚ୍ଚା
ସମ୍ବଲପୁର/ରମାକାନ୍ତ ବିଶ୍ବାଳ - ନୟାଗଡ ପରୀ ହତ୍ୟାକାଣ୍ଡ କୁ ନେଇ ଗର୍ଜିଲା ବିଜେପି ସମ୍ବଲପୁର ମହିଳା ମୋର୍ଚ୍ଚା । ପରୀ ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଅରୁଣ ସାହୁ ଙ୍କ ସମ୍ପୄକ୍ତି ଘଟଣା ଲୋକଲୋଚନକୁ ଆସିବା ପରେ
ମନ୍ତ୍ରୀ ଅରୁଣ ସାହୁ ଙ୍କ କୁଶପୁତ୍ତଳିକା ଦାହ କରିଛି ବିଜେପି ମହିଳା…