ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଏକ୍ସପାରୀ ମେଡିସିନ, ସତର୍କତା ଯୋଗୁ ବର୍ତିଲେ ସାମ୍ବାଦିକ।

ସମ୍ବଲପୁର, (ରମାକାନ୍ତ ବିଶ୍ୱାଳ):  ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଏକ୍ସପାରୀ ଔଷଧ ଦିଆଯାଉଥିବା ଏକ ନଗ୍ନ ନମୁନା ଦେଖିବାକୁ ମିଲିଛି। ରୋଗୀଙ୍କ ଜୀବନ ସହିତ ଖେଲ ଖେଳୁଛନ୍ତି ଡାକ୍ତର ଓ କର୍ମଚାରୀ ଘଟଣାରୁ ଜଣାଯାଇଛି ଯେ ଉତ୍କଳ ସମାଚାରର ଜିଲ୍ଲା ପ୍ରତିନିଧି ସରୋଜ…

 ଭିସୁଟରେ କରୋନା ସଂକ୍ରମଣ:ରାଜ୍ୟ ସରକାରଙ୍କ ତତ୍ପରତା।

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-ବୁର୍ଲା  ଭିସୁଟରେ କରୋନା ସଂକ୍ରମଣ ବୁଦ୍ଧି  ପାଇଁ ରାଜ୍ୟ ସରକାର ତତ୍ପରତା ହୋଇଛନ୍ତି । ଆଗକୁ ସଂକ୍ରମଣ ବୁଦ୍ଧି ଯେଭଲି ନ ହେବ ସେଇନେଇ ବ୍ୟବସ୍ଥା କରାଯାଉଛି । ୫ ରାଜ୍ୟରେ କରୋନା ସଂକ୍ରମଣ ହେବା ପରେ ରାଜ୍ୟସରକାର ଓ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ରହିଛି…

ବୋଲେରୋ ଚାଳକଙ୍କୁ ଲୁଟ୍ ମାମଲା : ୩ ଜଣ ଗିରଫ I

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ):  ଅଇଁଠାପାଲି ଥାନା ଅର୍ନ୍ତଗତ ଅନଗୁଳିଆପଡା ନିକଟରେ ଗତ ୧୩ ତାରିଖ ବିଳମ୍ବିତ ରାତ୍ରିରେ ଜଣେ ବୋଲେରୋ ଗାଡି ଚାଳକଙ୍କୁ ଲୁଟ୍ ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, କୁଚିଣ୍ଡା ଥାନା ଅର୍ନ୍ତଗତ ଲେପେଇକାନି ନିବାସୀ ଭୁବନେଶ୍ୱର କିଶାନ…

ମୁଖ୍ୟମନ୍ତ୍ରୀ ନେଲେ ଫାଷ୍ଟ ଡୋଜ

ଭୁବନେଶ୍ୱର/ ଶାସକ ପ୍ରଶାସକ : କୋଭିଡ ଟୀକାକୁ ନେଇ ଲୋକଙ୍କ ମନରେ ଆସ୍ଥା ଓ ଭରସାକୁ ଅଧିକ ମଜଭୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜେ ନେଇଛନ୍ତି କୋଭିଡ ଟୀକା | ଆଜି ମୁଖ୍ୟମନ୍ତ୍ରୀ କୋଭିଡ-ଟୀକାର ପ୍ରଥମ ଡୋଜ ନେଇଛନ୍ତି । ଵିଧାନସଭା ଡିସ୍ପେନସରିରେ ମୁଖ୍ୟମନ୍ତ୍ରୀ ଟିକାର…

ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଅଧିବେଶନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଗୁଣ୍ଡିଚା ବାଡ଼ି ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଛି। ଉକ୍ତ ସଭାରେ ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀ ନୃସିଂହ ପ୍ରାସାଦ ଦାସଙ୍କ ସଭାପତିତ୍ୱରେ ସମ୍ପାଦକ ଶ୍ରୀ ହରି ମୋହନ ପଟ୍ଟନାୟକ ,…

ଲଖାରି ଜଙ୍ଗଲର ହରିଣକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କଲେ ଗୁବୁରିଗୁଡ଼ା ଗ୍ରାମବାସୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳ ନିକଟସ୍ଥ ଲଖାରି ଜଙ୍ଗଲରୁ ଏକ ଅଣ୍ଡିରା ହରିଣ କୌଣସି କାରଣରୁ ଆଘାତ ପାଇ ରକ୍ତାକ୍ତ ଅବସ୍ଥାରେ ନିଜ ଜୀବନକୁ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଦୌଡ଼ି ଆସି ଗୁକୁରିଗୁଡ଼ା ଗ୍ରାମର ଜଣକ…

ପ୍ରଧାନମନ୍ତ୍ରୀ ନେଲେ କୋଭିଡ ଟୀକାର ପ୍ରଥମ ଡୋଜ

ନୂଆଦିଲ୍ଲୀ : ଆଜି ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ-୧୯ ଭ୍ୟାକ୍ସିଂନ ର ପ୍ରଥମ ଡୋଜ ନେଇଛନ୍ତି। ନୂଆଦିଲ୍ଲୀର ଏମ୍ସ ରେ ଭ୍ୟାକ୍ସିଂନ ର ପ୍ରଥମ ଡୋଜ ନେବା ପରେ ଦେଶର ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ କୋଭିଡ-୧୯ ଭ୍ୟାକ୍ସିଂନ ନେଇ ଦେଶକୁ କୋରନା ମୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି।

ପ୍ରଶାସନ ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଚାଷୀ

୨୩ ତାରିଖଠାରୁ  ରାଜପଥ ଅବରୋଧ କରିବା ସହ ହଜାର ହଜାର ଧାନ ବସ୍ତା ରାସ୍ତା ଉପରେ ରଖିଥିଲେ । ଝାରସୁଗୁଡ଼ା :(ସୁଭାଷ ସହାରେ) - ଝାରସୁଗୁଡା ଜିଲ୍ଲାର ସୀମାନ୍ତବର୍ତ୍ତି ଚାଷୀ ଚଳିତ ବର୍ଷ ଧାନମଣ୍ଡିର ଅବ୍ୟବସ୍ଥା ସହ ଧାନ କିଣାକୁ ନେଇ ଲାଗି ରହିଥିବା ଅନିଶ୍ଚିତତା କୁ ନେଇ ଛତିଶଗଡ଼ ସୀମାନ୍ତ…

ବାରିପଦା ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କଲେ ଓଏଲଆଇସି  ଅଧ୍ୟକ୍ଷ ଅମରେଶ ପତ୍ରୀ

ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର କଲେ ସମୀକ୍ଷା,  ୫-ଟି ଆଧାରରେ ଧାର୍ଯ୍ୟ ଲକ୍ଷ୍ୟ ଶୀଘ୍ର ସାରିବାକୁ ଦେଲେ ନିର୍ଦ୍ଦେଶ  ଭୁବନେଶ୍ୱର :  ଓଡିଶା ଉଠା ଜଳସେଚନ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ମୟୂରଭଞ୍ଜ ଜିଲ୍ଲା ଓ.ଏଲ୍.ଆଇ.ସି. ବାରିପଦା ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ସେଠାରେ ସେ…

ସୀମାନ୍ତରେ ବରଗଡ଼ ଜିଲ୍ଲାପାଳ

 ବରଗଡ :- ଗତ କିଛିଦିନ ହେଲା ପଦ୍ମପୁର ଉପଖଣ୍ଡରେ ଛତିଶଗଡ଼ ସୀମାନ୍ତ ବର୍ତୀ ଅଞ୍ଚଳକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି । ଇତି ମଧ୍ୟରେ ପଦ୍ମପୁର ଉପଜିଲ୍ଲାପାଳ ଙ୍କର ସହିତ ସ୍ଥାନୀୟ ଅଧିକାରୀ ମାନେ ସୀମାନ୍ତ ଅଞ୍ଚଳ ପରିଦର୍ଶନ କରି ସିଧାସଳଖ ଲୋକଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ…