କଟକଣା ମାନି ପାଳନ କରାଯିବ ମିନାଝୋଲା ଶିବରାତ୍ରି 

ରାୟଗଡ (ସରୋଜ କୁମାର ସାହୁ)-ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକ ଵେଲାମଗୁଡା ରାଜସ୍ବ ମଣ୍ଡଳୀ ଅଧିନସ୍ଥ କିମ୍ବଦନ୍ତୀ ଥିବା ଵହୁ ପୁରାତନ ମିନାଝୋଲା ଶିବରାତ୍ରି ଯାତ୍ରା ଚଳିତ ବର୍ଷ କରୋନା କଟକଣାରେ ଅନୁଷ୍ଠିତ ହେବ ବୋଲି ଆଜି ଚନ୍ଦ୍ରପୁର ବ୍ଲକ ସଭା ଗୃହରେ ଗୁଣୁପୁରୁ ଉପ-ଜିଲ୍ଲାପାଳ ଶ୍ରୀ…

ପ୍ରତିଭା ପ୍ରଦର୍ଶନ ଓ ପ୍ରୋତ୍ସାହନ କାର୍ଯ୍ୟକ୍ରମ – ପ୍ରାଇଡ୍ ଅଫ ଉତ୍କଳ

 ଭୁବନେଶ୍ୱର(ଶାସକ ପ୍ରଶାସକ) ଓଡ଼ିଶାର ଗର୍ବ ଏବଂ ଗୌରବ ତଥା ବିଭିନ୍ନ ବର୍ଗର ବିଭିନ୍ନ କ୍ଷେତ୍ରରେ ଲୁକ୍କାୟିତ ପ୍ରତିଭା ମାନଙ୍କର ପାରଦର୍ଶିତାର ପ୍ରଦର୍ଶନ ନିମନ୍ତେ ଏବଂ ସେମାନଙ୍କୁ ଆହୁରି ଉତ୍ସାହିତ କରିବା ନିମନ୍ତେ, ଆଜି ଭୁବନେଶ୍ୱରର ଅନ୍ୟତମ ସପିଙ୍ଗ ମଲ୍ "ଉତ୍କଳ ଗ୍ୟାଲେରିଆ" ପରିସରରେ…

ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ଗସ୍ତରେ ଉଚ୍ଚସ୍ତରୀୟ ବିଧାନସଭାର ସବ-କମିଟି। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ବିଧାନସଭାର ଏକ ଉଚ୍ଚସ୍ତରୀୟ ସବ-କମିଟି ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆସିଥିଲେ। ଜିଲ୍ଲାଦ୍ବୟର ବିଭିନ୍ନ ସମସ୍ୟାକୁ ନେଇ ଏହି କମିଟି ନିଜର ରିପୋର୍ଟ ଗୃହକୁ ପ୍ରଦାନ କରିବେ । ସୂଚନା…

ଏଲ ଏନ କଲେଜରେ ସାମୂହିକ ବିଦାୟକାଳୀନ ସମ୍ବର୍ଦ୍ଧନା। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଲକ୍ଷ୍ମୀ ନାରାୟଣ କଲେଜରେ ସାମୂହିକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଅଧ୍ୟାପକ ଓ  ଅନ୍ୟାନ୍ୟ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।  ଏହି…

ଚନ୍ଦ୍ରଗିରି ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପକ୍ଷରୁ  ଜିଲ୍ଲାସ୍ତରୀୟ ଦକ୍ଷତା ବିଜ୍ଞାନ ପ୍ରକଳ୍ପ ମେଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ତାଲିମ କେନ୍ଦ୍ର ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଦକ୍ଷତା ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଗଜାନନ ସୁଇଟ୍ସ ଷ୍ଟଲ ସିଲ୍ 

କୋଭିଡ୍ ନିୟମ ଉଂଲଘନ : ପୁଣି ୪ ଦୋକାନ ସିଲ୍ ବାରିପଦା,(ଦିଲ୍ଲୀପ ମହାନ୍ତି): କୋଭିଡ୍ ନିୟମ ଉଂଲଘନ ଅଭିଯୋଗରେ ବାରିପଦା ଟାଉନ୍ ଥାନା ପକ୍ଷରୁ ପୁଣି ୪ ଦୋକାନକୁ ସିଲ୍ କରାଯାଇଛ। ମେନ୍ ମାର୍କେଟ୍ରେ ଥିବା କାଶ୍ୟପ ବାରିକଙ୍କ ଖାଦିମ୍ ସୋରୁମ୍, ପ୍ରିୟବ୍ରତ ପୃଷ୍ଟିଙ୍କ ବାସନ ଦୋକାନ,…

ବୟସ୍କ ଏବଂ ଦୀର୍ଘକାଳୀନ ରୋଗ ଗ୍ରସ୍ତ ବ୍ୟକ୍ତିଙ୍କୁ  ଜିଲ୍ଲାସ୍ତରୀୟ କୋଭିଡ୍ ଟୀକାଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସୋମବାର ଦିନ ଜିଲ୍ଲାସ୍ତରୀୟ ଦ୍ଵିତୀୟ ପର୍ଯ୍ୟାୟ କୋଭିଡ୍ ଟିକାଦାନ କାର୍ଯ୍ୟକ୍ରମରେ  ବୟସ୍କ ଏବଂ ଦୀର୍ଘକାଳୀନ ରୋଗଗ୍ରସ୍ତ ବ୍ୟକ୍ତିଙ୍କୁ ଟିକାକରଣ…

୨୦୧୫ ବ୍ୟାଚ କନିଷ୍ଠ  ଶିକ୍ଷକ ସଂଘର ବୈଠକ

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ସହରର ଲାଲବଜାରସ୍ଥିତ ଶିକ୍ଷକ ଭବନ ପରିସରରେ ୨୦୧୫ ବ୍ୟାଚ କନିଷ୍ଠ  ଶିକ୍ଷକ ସଂଘ ପକ୍ଷରୁ ୨୦୧୫ ବ୍ୟାଚରେ ନିଯୁକ୍ତି ପାଇଥିବା କନିଷ୍ଠ  ଶିକ୍ଷକମାନଙ୍କର ନିୟମିତ ପ୍ରକ୍ରିୟା ତୁରନ୍ତ ଶେଷ କରାଯିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ  ବୈଠକ ଅନୁଷ୍ଠିତ …

ମୟୂରଭଞ୍ଜ ବାର ଆସୋସିଏସନ ନିର୍ବାଚନ ମାର୍ଚ୍ଚ ୨୭ରେ 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦାସ୍ଥିତ ମୟୂରଭଞ୍ଜ ବାର ଆସୋସିଏସନର ନିର୍ବାଚନ ଚଳିତ ମାର୍ଚ୍ଚ ୨୭ରେ ଅନୁଷ୍ଠିତ  ହେବ ବୋଲି ନିର୍ବାଚନ ଅଧିକାରୀ ତଥା ବରିଷ୍ଠ  ଆଇନଜୀବୀ ବିଜନ ଦାସ ପ୍ରେସ ବିବୃତ୍ତିରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଉକ୍ତ ନିର୍ବାଚନ ଓଡ଼ିଶା ଆଇନଜୀବୀ ପରିଷଦ, କଟକ…

ଓଡ଼ିଶା ଏକ ଭୂଗୋଳ ନୁହେଁ, ଏକ ମହାଭାବ– ରାଜ୍ୟପାଳ

ରାଜ୍ୟପାଳଙ୍କ ପୁସ୍ତକର ହିନ୍ଦୀ ସଂସ୍କରଣ ‘ଅସୁସ୍ଥ ପୃଥ୍ୱୀ କି ପ୍ରାର୍ଥନା’ ଲୋକାର୍ପିତ  ଭୁବନେଶ୍ୱର(ଶାସକ ପ୍ରଶାସକ) :ଓଡ଼ିଶା ଏକ ଭୂଗୋଳ ନୁହେଁ, ଏକ ମହାଭାବ । ଏହି ମାଟିର ଦିବ୍ୟତା ରହିଛି ଏବଂ ଓଡ଼ିଆ ଭାଷା ହେଉଛି ମଂତ୍ରମୟ ଭାଷା । ଓଡ଼ିଶାର ସେବାର ସୁଯୋଗ ପାଇ ମୁଁ ନିଜକୁ ଧନ୍ୟ…