Sign in
Sign in
Recover your password.
A password will be e-mailed to you.
ଓଏଏସ ସ୍ତରରେ ସାମାନ୍ୟ ଅଦଳ ବଦଳ
ଭୁବନେଶ୍ୱର :- ଆଜି ଓଏଏସ ସ୍ତରରେ ସାମାନ୍ୟ ଅଦଳ ବଦଳ କରାଯାଇଛି । ଏହି ଅଦଳ ବଦଳରେ ଭୁବନେଶ୍ୱର ତହସିଲ ଅଫିସରେ କାର୍ଯରତ ଅତିରିକ୍ତ ତହସିଲଦାର ଶ୍ରୀ ମହେନ୍ଦ୍ର ବଢ଼େଇଙ୍କୁ ପୁରୀ ଜିଲ୍ଲାର ଡେଲାଙ୍ଗ ତହସିଲଦାର ଭାବରେ ବଦଳି କରାଯାଇଛି । ସେହିଭଳି କାହ୍ନୁଚରଣ ଘଡେଇଙ୍କୁ ବ୍ରହ୍ମଗିରି ତହସିଲଦାର…
ପୁରୀର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ୧୭୫ କୋଟି ଦେଇଛନ୍ତି – ଧର୍ମେନ୍ଦ୍ର
ପୁରୀରେ କମ୍ୟୁନିଟି ସେଂଟର ଓ କଲ୍ୟାଣ ମଣ୍ଡପର ଲୋକାର୍ପଣ ଓ ଶିଳାନ୍ୟାସ କେଲେ କେନ୍ଦ୍ରମନ୍ତ୍ରୀ
ପୁରୀ, – ଶ୍ରୀକ୍ଷେତ୍ର ପୁରୀର ସର୍ବାଙ୍ଗୀନ ବିକାଶ ତଥା ଲୋକଙ୍କ ଜୀବନଜୀବିକାରେ ପରିବର୍ତନ ଓ ରୋଜଗାର ବଢ଼ାଇବା ପାଇଁ ମୋଦି ସରକାର ପୁରୀ ପାଇଁ ୧୭୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ବୋଲି…
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାସ୍କୃତିକ କମିଟି ଦ୍ବାରା କବି ସନାତନ ମହାକୁଡ଼ ସମ୍ମାନିତ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାସ୍କୃତିକ କମିଟି ଦ୍ୱାରା ଅନଲାଇନ ମାଧ୍ୟମରେ ମାତୃଭାଷା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ବବିଦ୍ୟାଳୟର ଉପ-କୁଳପତି ପ୍ରଫେସର ନିରଜ ଗୁପ୍ତା ସଭାପତିତ୍ୱ କରିଥିଲେ । ଡଃ ଶୁଭାଶିଷ ଭଦ୍ର…
ଓଡଗାଁ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଅରୁଣ
ବାଘୁଆ ଡ୍ୟାମ, କୁରାଳ ବାଗ୍ଦେବୀ, ଦୁତୀକେଶ୍ୱର ପୀଠରେ ନିର୍ମାଣ ହେବ ମିନି ପାର୍କ
ଆଦର୍ଶ ପୁଷ୍କରିଣୀ ନିର୍ମାଣ ସହିତ ଉଦ୍ୟାନ କୃଷି ଓ ବନିକରଣ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ
ଓଡ଼ଗାଁ,(ଶ୍ରୀକାନ୍ତ କୁାମାର ମିଶ୍ର) : ଓଡ଼ଗାଁ ବ୍ଲକ ଗସ୍ତରେ ଆସି ନୟାଗଡ଼ ବିଧାୟକ ତଥା କୃଷି,…
ଶ୍ରୀମନ୍ଦିର ବିକାଶ ପାଇଁ ଲକ୍ଷେ ଟଙ୍କା ସହଯୋଗ ରାଶି ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ଶ୍ରୀମନ୍ଦିରର ଉକ୍ରୃଷ୍ଟ ବିକାଶ ପାଇଁ ସମଗ୍ର ହିନ୍ଦୁ ସମାଜ ସହଯୋଗର ହାତ ବଢାନ୍ତୁ
ପୁରୀ(ଶାସକ ପ୍ରଶାସକ) - ଶ୍ରୀମନ୍ଦିରର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଶ୍ରୀମନ୍ଦିର ପ୍ରଶାସନକୁ ବ୍ୟକ୍ତିଗତ ଭାବରେ ନିଜ ଦରମାରୁ ୧ ଲକ୍ଷ ଟଙ୍କା ସହଯୋଗ ରାଶି ପ୍ରଦାନ…
“ସାହିତ୍ୟ ହେଉଛି ଆନନ୍ଦମୟ କୋଷର କଥା, ସାହିତ୍ୟିକ ମାନେ ହେଉଛନ୍ତି ଆନନ୍ଦମୟ କୋଷର ମାଲିକ |”
ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର ବାର୍ଷିକ ସାରସ୍ୱତ ସମାଗମ
ସାହିତ୍ୟ ହେଉଛି ସମାଜର ଉତ୍ତରଣରେ ପ୍ରମୁଖ ସାରଥି , ସାହିତ୍ୟିକ ହେଉଛି ବାସ୍ତବରେ ନିଷ୍କାମ କର୍ମଯୋଗୀ-ରାଜ୍ୟପାଳ
ଭୁବନେଶ୍ୱର, (ଶାସକ ପ୍ରଶାସକ) -ମାନବୀୟ ବେଦନାକୁ ସମ୍ବେଦନାରେ ପରିଣତ କରେ ସାହିତ୍ୟ | କ୍ରନ୍ଦନକୁ…
ବାମ୍ ସେଫ ସଂସ୍ଥାପକ ସଦସ୍ୟ ଦିନାଭାନାଜୀଙ୍କ ୯୨ ତମ ଜୟନ୍ତୀ ପାଳିତ।
କଳାହାଣ୍ଡି/ତୁଳମଣି ନାଗ (ଶାସକ ପ୍ରଶାସକ) : ରବିବାର ଦିନ ବାମସେଫ ସଂସ୍ଥାପକ ସଦସ୍ୟ ଦିନାଭାନା ଜୀଙ୍କ ୯୨ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ବାମସେଫ ଏବଂ ଭାରତ ମୁକ୍ତି ମୋର୍ଚ୍ଚା କଳାହାଣ୍ଡି ଶାଖା ତରଫରୁ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ବାମସେଫ…
ବାମ୍ ସେଫ ସଂସ୍ଥାପକ ସଦସ୍ୟ ଦିନାଭାନାଜୀଙ୍କ ୯୨ ତମ ଜୟନ୍ତୀ ପାଳିତ।
କଳାହାଣ୍ଡି/ତୁଳମଣି ନାଗ (ଶାସକ ପ୍ରଶାସକ) : ରବିବାର ଦିନ ବାମସେଫ ସଂସ୍ଥାପକ ସଦସ୍ୟ ଦିନାଭାନା ଜୀଙ୍କ ୯୨ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ବାମସେଫ ଏବଂ ଭାରତ ମୁକ୍ତି ମୋର୍ଚ୍ଚା କଳାହାଣ୍ଡି ଶାଖା ତରଫରୁ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ବାମସେଫ…
ଏନ ଏଚ ୨୬ ମିନି ଷ୍ଟାଡିଅମ ଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ।
କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ଏନଏଚ ୨୬ ମିନି ଷ୍ଟାଡିଅମ ଠାରେ କୁସୁମଖୁଣ୍ଟି ଯୁବଅନୁଷ୍ଠାନ ଆନୁକୂଲ୍ୟରେ ପଞ୍ଚଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନ ର ଖେଳରେ ନାଇକେନ୍ ଗୁଡା ଓ ବଲାଙ୍ଗୀର ମଧ୍ୟରେ ରୋମାଞ୍ଚକ ର ଖେଳ ପଦର୍ଶନ…
ପ୍ରବିଣ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଉଦଯାପନୀ ଉତ୍ସବରେ ଯୋଗଦେଲେ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ
ପୁରୀ/ବ୍ରହ୍ମଗିରି(ଶାସକ ପ୍ରଶାସକ) : ବ୍ରହ୍ମଗିରି ବ୍ଲକର ତଳମାଳ ଗ୍ରାମ ପଂଚାୟତର ୯ମ ପ୍ରବିଣ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି | ଆଜି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା ଉଦଯାପନୀ ଉତ୍ସବରେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ…