ନୂତନ ବିଗ୍ରହ ପାଇଁ ଦାରୁଛେଦନ କର୍ମ ସମ୍ପନ୍ନ

କୋମଣ୍ଡ ଡଙ୍କନାସନଜୀଉଙ୍କ ପୋଡି ଘଟଣା ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଏକ ସ୍ୱତନ୍ତ୍ର ଆଧ୍ୟତ୍ମିକ ଭାବାବେଗ ମଧ୍ୟରେ ଓଡ଼ଗାଁ ସନ୍ନିକଟ କୋମଣ୍ଡ ଗ୍ରାମ ମଧ୍ୟଭାଗରେ ଅଧିଷ୍ଠିତ  ପ୍ରଭୁ ଡଙ୍କନାସନ ଜୀଉଙ୍କ ନୂତନ ବିଗ୍ରହ ନିର୍ମାଣ ପାଇଁ ଆଜି ଦାରୁ ଛେଛନ କାର୍ଯ୍ୟ ବିଧିବିଧାନ  ପୂର୍ବକ…

କଳାହାଣ୍ଡି କାରାଟେ ସ୍କୁଲ ତରଫରୁ ବେଲଟ ଗ୍ରେଡିଙ୍ଗ ପରୀକ୍ଷା ଉଦଯାପିତ

କଳାହାଣ୍ଡି/ତୁଳମଣି ନାଗ (ଶାସକ ପ୍ରଶାସକ):  କଳାହାଣ୍ଡି ଅଫିସର କ୍ଳବ୍ ଭବାନୀପାଟଣା ଠାରେ  କଳାହାଣ୍ଡି କାରାଟେ  ସ୍କୁଲ ତରଫରୁ  ବେଲେଟ୍ ଗ୍ରେଡିଙ୍ଗ ପରୀକ୍ଷା ଉଦଯାପିତ ହୋଇଥିଲା।  ଗିନିଷ ବୁକ ଅଫ ୱାର୍ଲଡରେକର୍ଡ  ଦୁଇଥର  କରିଥିବା ସତ୍ୟପ୍ରିୟ ପଧାନ ଏବଂ ଗୁରୁକୃପା ମାର୍ଶଲାଡ ଏକାଡେମୀକ୍…

ଜୟ ମା ଭବାନୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଘାଟିତ

ଝାରବନ୍ଧ-ମନୋହର ଦାଶ :ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦରହା ଗ୍ରାମ ଠାରେ ୧୪ତମ j.m.b ସ୍ମାରକୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଘାଟିତ ହୋଇ ଯାଇଛି।ଉଦଘାଟନୀ ଦିବସ ରେ ନିଲଜିପତରା ଟିମ ବିଜୟି ହୋଇଛନ୍ତି।ଲଉଡିଦରହା ୟୁଥ କ୍ଲବ ଆନୁକୂଲ୍ୟ ରେ ଆୟୋଜିତ ଏହି ତୁର୍ଣ୍ଣ।ମେଣ୍ଟ…

ପଦ୍ମପୁର ସର୍କଲର ଏଆରସିଏସଙ୍କ  ସମେତ ପଦ୍ମପୁର ଓ ନବରଙ୍ଗପୁର ଆରଏମସି ସଂପାଦକ ନିଲମ୍ବିତ

ଭୁବନେଶ୍ୱର : କାର୍ଯ୍ୟରେ ଗୁରୁତର ଅବହେଳା ଓ ବିଭାଗ ଦ୍ୱାରା ଜାରି କରାଯାଇଥିବା ଧାନସଂଗ୍ରହ ସଂପର୍କିତ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଭିଯୋଗରେ ବରଗଡ଼ ଜିଲ୍ଲାର ପଦ୍ମପୁର ସର୍କଲର ସହକାରୀ ରେଜିଷ୍ଟ୍ରାର, ସମବାୟ ସମିତି ସମୂହ ସଞ୍ଜୟ କୁମାର ତ୍ରିପାଠୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛିା…

ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କ ପରେ ଟୀକା ନେଇ ଦେଶର ପ୍ରଧାନସେବକର ପରିଚୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ –…

ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଟୀକା ନେବା ପ୍ରସଙ୍ଗ ନୂଆଦିଲ୍ଲୀ/ଭୁବନେଶ୍ୱର, - ସାରା ଭାରତବର୍ଷରେ ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୀକା ନେଇ ପୁଣି ଥରେ ଉଦାହରଣ ତିଆରି କରିବା…

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡି ଚିଠି ଲେଖିଲେ ଧର୍ମେନ୍ଦ୍ର 

ପିଏମ କିଷାନ ଯୋଜନାରେ ପଞ୍ଜିକୃତ ସମସ୍ତ ଓଡିଆ ଚାଷୀ ଉପକୃତ ହେବା ନେଇ ବ୍ୟକ୍ତିଗତ ହସ୍ତକ୍ଷେପ କରନ୍ତୁ ମୁଖ୍ୟମନ୍ତ୍ରୀ - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର, (ଶାସକ ପ୍ରଶାସକ)  – ଓଡିଶାର ଚାଷୀ ମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ ଓ ଦୁଇ ଗୁରୁତର

ବରଗଡ:-ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଲଉଡ଼ମାଲ ଗ୍ରାମ ନିକଟରେ ବିଜୁ ଏକ୍ସପ୍ରେସ ୱେରେ କିଛି ସମୟ ପୂର୍ବରୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ହସ୍ତଗତ ହୋଇଥିବା ଖବର ଗୋଟେ ବାଇକରେ ବୁଟୁରାଖମାର ଗ୍ରାମର  ତିନିଜଣ ଯୁବକ ଯାଉଥିବା ସମୟରେ ରେ ଜଣେ ସାଧାରଣ ଲୋଜକୁ ବାଇକ ଅରୋହି ଧକ୍କା…

ହୁଂକାରିଲା ଛାତ୍ର କଂଗ୍ରେସ : “ଏଇତ ଆରମ୍ଭ ମାତ୍ର, ଲଢେଇ ହେବ ମୟୁରଭଞ୍ଜରୁ ମାଲକାନାଗିରି ଯାଏଁ “

ଛାତ୍ର କଂଗ୍ରେସର ପକ୍ଷରୁ “ନୌକରୀ ଦୋ ୟା ଡିଗ୍ରୀ ୱାପସ୍ ଲୋ” ନବୀନ ନିବାସ ଘେରାଉ ପାଇଁ ଯାଉଥିବା ଛାତ୍ର କଂଗ୍ରେସ ନେତୃବୃନ୍ଦ ଓ କର୍ମୀଙ୍କୁ ରାଜମହଲ ଛକଠାରେ ପୋଲିସ ଗିରଫ କଲା ଭୁବନେଶ୍ୱର (ଶାସକ ପ୍ରଶାସକ) – ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ରେଡାଖୋଲ ଏସଡିଏମଓ।

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)/ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) :ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଡ଼ଃ ବିପନ ବିହାରୀ ସାହୁ ସମ୍ବଲପୁର ଭିଜିଲାନ୍ସ ଜାଲରେ  । ସୂଚନାଯୋଗ୍ୟ ଯେ ଏକ ରୋଗୀଙ୍କ ହାଇଡ୍ରୋସିଲ ଅସ୍ତ୍ରୋପଚାର ଓ ଡାକ୍ତରଖାନାରୁ ଡିସଚାର୍ଜ ପାଇଁ ଡଃ…

ଭୁବନେଶ୍ୱର-ବାଙ୍ଗିରିପୋଷି ବିଶେଷ ଟ୍ରେନ ସେବା ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ବୃଦ୍ଧି :  

ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବାମରା ଠାରେ ରାଉରକେଲା-ଭୁବନେଶ୍ୱର ବିଶେଷ ଟ୍ରେନ ପାଇଁ ସାମୟିକ ରହଣି | ଭୁବନେଶ୍ୱର : ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବିଶେଷ ଟ୍ରେନ ସେବାକୁ ମାର୍ଚ୍ଚ ମାସ ପହିଲା ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। …