ପ୍ରଧାନମନ୍ତ୍ରୀଙ୍କ ମନ କି ବାତରେ ଓଡିଶାର “ସିଲୁ ସାର”ଙ୍କ ପ୍ରଶଂସା 

ଭୁବନେଶ୍ୱର ଠାରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଲେ କେନ୍ଦ୍ରମନ୍ତ୍ରୀ ସେନାରେ ଭର୍ତି ହେବା ପାଇଁ ମାଗଣାରେ ଯୁବକଙ୍କୁ ପ୍ରଶିକ୍ଷଣ ଦେଉଥିବାରୁ ସିଲୁ ସାରଙ୍କୁ ସାଧୁବାଦ : ଧର୍ମେନ୍ଦ୍ର  ଭୁବନେଶ୍ୱର,(ଶାସକ ପ୍ରଶାସକ) – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ବଡ଼ବିଲରେ ନୀଳାଦ୍ରିର ରକ୍ତଦାନ ଶିବିର : ସମୁଦାୟ ୫୩ ୟୁନିଟ ରକ୍ତ ସଂଗ୍ରହ

ବଡ଼ବିଲ (ଶାସକ ପ୍ରଶାସକ) : ବଡ଼ବିଲ ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ନୀଳାଦ୍ରି ଆନୁକୂଲ୍ୟରେ ରବିବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବଡ଼ବିଲ ପିଏଚଡି ସ୍ଥିତ ନୀଳାଦ୍ରି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ସମୁଦାୟ ୫୩ ୟୁନିଟ ରକ୍ତ…

ବିଜୁ ବାବୁଙ୍କ ଜୟନ୍ତୀ ପୂର୍ବରୁ ଦଳର କର୍ମକର୍ତ୍ତା ଓ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଲେଖିଲେ ଚିଠି 

ଭୁବନେଶ୍ୱର (ଶାସକ ପ୍ରଶାସକ) ପ୍ରତିବର୍ଷ ଭଳି ଏବର୍ଷ ମାର୍ଚ୍ଚ ୫ତାରିଖରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ୧୦୫ତମ ଜୟନ୍ତୀ ବିଜୁ ଜନତା ଦଳ ପକ୍ଷରୁ ପାଳନ ଅବ୍ୟବହିତ ପୂର୍ବରୁ ବିକୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ପର୍ଯ୍ୟବେକ୍ଷକ,…

ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ସଚେତନତା

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡ଼ଭା ପଞ୍ଚାୟତ ଡଭା କଲେଜ ଠାରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ମାସ ଆନୁକୂଲ୍ୟ ରେ ଅନୁଷ୍ଠିତ ହୋଇଛି।କାର୍ଯ୍ୟକ୍ରମ କୁ ମାସ ର ସଂଯୋଜକ ଆଦିକନ୍ଦ ବିଶ୍ୱାଳ ପରିଚାଳନା କରିଥିଲେ।ଅଞ୍ଚଳର ଡ୍ରାଇଭର ମାନେ ଏହି…

ଖିଦମତ କମିଟୀ ପକ୍ଷରୁ ଦୁଇ ଜଣ ଝିଅଙ୍କ ବାହା ଘର ପାଇଁ ସହାୟତା ପ୍ରଦାନ

ଝାରସୁଗୁଡ଼ା :(ସୁଭାଷ ସହାରେ)- ଖିଦମତ କମିଟୀ ପକ୍ଷରୁ ଦୁଇ ଜଣ ଝିଅଙ୍କ  ବାହା ଘର ପାଇଁ ସହାୟତା ପ୍ରଦାନ କରାଯାଇଛି। ପ୍ରକାଶ ଯୋଗ୍ୟ ଯେ,ସ୍ଥାନିୟ ମଙ୍ଗଳ ବଜାର ଏବଂ ପୁର୍ଣା ଗ୍ରାମର ଦୁଇ ଝିଅଙ୍କ  ବାହାଘରପାଇଁ  ଅତି ଦରକାରି ସାମଗ୍ରି କମିଟୀ ପକ୍ଷରୁ ପ୍ରଦାନ କରି ମାନବୀୟ ସହାୟତାର ପ୍ରମାଣ…

ସ୍ବର୍ଗତାଃ ଲୋପାମୁଦ୍ରା ରଥଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି 

 ବରଗଡ  :- ସ୍ବର୍ଗତାଃ ଲୋପାମୁଦ୍ରା ରଥଙ୍କ ଦ୍ୱାଦଶାହ କାର୍ଯ୍ୟ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଲୁଦୁପାଲି ଗ୍ରାମରେ ହୋଇଥିଲା। ବହୁ ଜନ ସମାଗମରେ ରାଜ୍ୟ ତଥା ରାଜ୍ୟ ବାହାର ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଶୋକ ସଂତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ବରିଷ୍ଠ ଆଇନଜୀବୀ ଶରଦ ପ୍ରଧାନଙ୍କ…

ବିଜୁ ଯୁବ ଜନତା ଦଳର ଡିଜିଟାଲ ଡ୍ରାଇଭ୍ କର୍ମଶାଳା 

ଭଟଲି  :- ( ସୁଧୀର ତ୍ରିପାଠୀ )ବରଗଡ଼ ଜିଲ୍ଲା ଭଟଲି ବିଧାନ ସଭା  ବୈଠକ ପ୍ରକାଶପୁର ଠାରେ ବିଜୁ ଯୁବ ଜନତା ଦଳର ଡିଜିଟାଲ ଡ୍ରାଇଭ୍ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁବ୍ରତ ବେହେରା, ଭଟଲି ବିଜେଡି ସଭାପତି ଶ୍ରୀ ଗୋବିନ୍ଦ ଭୋଇ, ବିଜେଡି କର୍ମୀ…

କୋଭିଡ ଆତଙ୍କ : ଭିସୁଟ ବଂଦ ଘୋଷଣା 

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ) : ପ୍ରାୟ ୨୫ ଜଣରୁ ଅଧିକ ଛାତ୍ର ପୁଣି କୋଭିଡ ଆକ୍ରାନ୍ତ ହେଵା ଘଟଣା ପରେ ବୀର ସୁରେନ୍ଦ୍ର ସାଇ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (VSSUT)କୁ ଜିଲ୍ଲା ପ୍ରଶାସନ ଅନ୍ୟାଦେଶ ପର୍ଯ୍ୟନ୍ତ  ବନ୍ଦ ଘୋଷଣା କରିଥବା ଜଣାପଡିଛି  | ଜିଲ୍ଲା ପ୍ରଶାସନ ବିଶ୍ୱବିଦ୍ୟାଳୟର…

କୁଚିଣ୍ଡାରେ ସେକ୍ସ ରାକେଟ୍‌ ଠାବ: ୨ ଜଣ ଗ୍ରାହକ, ଜଣେ ମହିଳାଙ୍କ ସହ  ଜଣେ ଯୁବତୀ  ଗିରଫ I

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)-କୁଚିଣ୍ଡା ସହର  ୱାର୍ଡ ନମ୍ବର ୭  ଜ୍ୟୋତିପଡା  ଥିବା ଏକ ଭଡ଼ାଘରୁ ସେକ୍ସ ରାକେଟ୍‌ ଠାବ କରିଛି ପୋଲିସ୍‌। ଏହି ଘଟଣାରେ ପୋଲିସ୍‌ ୨ ଜଣ ଗ୍ରାହକଙ୍କୁ ଗିରଫ କରିଥିବା ବେଳେ ଜଣେ ମହିଳା ଙ୍କ ସମେତ ଜଣେ ଯୁବତୀ ଙ୍କୁ  ମଧ୍ୟ ଅଟକ ରଖିଛି। ଉକ୍ତ ଘରେ ବହୁଦିନ ଧରି…

ସନ୍ଥ ଶିରୋମଣି ରବିଦାସଙ୍କ ୬୪୪ ତମ ଜିଲ୍ଲାସ୍ତରୀୟ ଜୟନ୍ତୀ 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)-ଗୁରୁ ରବିଦାସ ଜୟନ୍ତୀ ଆଜି ସମଗ୍ର ଦେଶରେ ପାଳିତ ହୋଇଯାଇଛି I ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ଅବଦାନ ଅତୁଳନୀୟ I  ଏହି ଅବସରରେ ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ଠାରେ ଓଡିଶା ରବି ଦାସ ସମାଜ ସମ୍ବଲପୁର ଜ଼ିଲ୍ଲା ଶାଖା ପକ୍ଷରୁ ଜ଼ିଲ୍ଲା…