ପଦ୍ମପୁର- ପଦ୍ମପୁର ଗାଇସିଲାଟ ରୋଡ଼ ଠାରେ ବେଆଇନ ଭାବେ ଗଞ୍ଜେଇ ରଖି ବିକ୍ରି କରୁଥିବା ଅଭିଯୋଗ ହେବାପରେ ପଦ୍ମପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ ୬.୧ କେଜି ଓଜନର ଗଞ୍ଜେଇ ଜବତ କରିବା ସହିତ ସୁବାସ ପଧାନ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ଅବକାରୀ ଇନ୍ସପେକ୍ଟର କୁବେର ସେଠୀଙ୍କ ନେତୄତ୍ବରେ ଏହି ଚଢାଉରେ ଅବକାରୀ ସବ ଇନ୍ସପେକ୍ଟର ହେମକାନ୍ତ ସୁନା,ଅବକାରୀ ଏଏସଆଇ ରାଜକୁମର ବେହେରା ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।
Sign in
Sign in
Recover your password.
A password will be e-mailed to you.