ପିଆରଏମ ମେଡ଼ିକାଲରେ ଜଣେ ଡ଼ାକ୍ତର ଓ ୨ କର୍ମଚାରୀ କରୋନା ପଜିଟିଭ

ଦ୍ୱିତୀୟ ଡୋଜ ଟୀକା ନେବା ସତ୍ୱେ ଚକ୍ଷୁ ବିଭାଗର ମହିଳା କର୍ମଚାରୀ କରୋନା ପଜିଟିଭ ବନ୍ଦ ରହିଥିବା ଚକ୍ଷୁ ବିଭାଗ ଆଜିଠାରୁ ଖୋଲିଲା ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲରେ ଜଣେ ଡ଼ାକ୍ତର ଓ ଦୁଇ ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ମିଶାଇ…

ପୁଣି ନୂଆ ୩୬ କରୋନା ଆକ୍ରାନ୍ତ, ମୋଟ ସକ୍ରିୟ ୧୫୫

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ ): ଜିଲ୍ଳାରୁ ପୁଣି ନୂଆ ୩୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜିଲ୍ଳାରେ ଆଉ ୧୫୫ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ମୋଟ ୩ଲକ୍ଷ ୨୧ହଜାର ୫୯୯ଜଣଙ୍କ ନମୁନା ପରୀକ୍ଷା ପରେ ୭ହଜାର ୬୯୫ଜଣ ଆକ୍ରାନ୍ତ…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏସଟି,ଏସ୍ ସି  କର୍ମଚାରୀ ସଂଘର ପ୍ରତିଷ୍ଠା ଦିବସ।

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ)  ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏସଟି ,ଏସ୍ ସି  କର୍ମଚାରୀ ସଂଘର  ୩୧ ତମ ପ୍ରତିଷ୍ଠା ଦିବସ ପାଲିତ ହୋଇଯାଇଛି । ଏଥିସହ କର୍ମଚାରୀ ସଂଘ ପକ୍ଷରୁ ମହାତ୍ମା ଜ୍ୟୋତିବା ଫୁଲେ ଙ୍କର ୧୯୪ ତମ ଜୟନ୍ତୀ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ…

ଭଦ୍ରକ ସହରରେ ମନୁଷ୍ୟକୃତ ପାନୀୟ ଜଳ ସମସ୍ୟାର ଉତ୍କଟ ରୂପ ନେଇଛି

ବିଭାଗୀୟ ଉଚ୍ଚ ପଦାଧିକାରୀ ଓ ପ୍ରଶାସନ ବିରୁଦ୍ଧରେ ବିଶୋଦଗାର କଲା ‘ଲୋ ଲ୍ୟାଣ୍ଡ ଇନ୍ ହେବିଟାଣ୍ଟ ଅଫ୍ ଭଦ୍ରକ’  ଭଦ୍ରକ, (ସତ୍ୟ ଭୂଷଣ ସ୍ୱାମୀ) - ସମଗ୍ର ରାଜ୍ୟରେ ଏକ ସମ୍ବେଦନଶୀଳ ଓ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାଭାବେ ପରିଚିତ ଭଦ୍ରକରେ ମନୁଷ୍ୟାକୃତ ପାନୀୟ ଜଳ ସମସ୍ୟା ଏବେ ଉକôଟ…

ପଶ୍ଚିମବଙ୍ଗରେ ବିଶିଷ୍ଟ ଉଦ୍ୟୋଗୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ବିଗତ ୪୦ ବର୍ଷ ଧରି ପଶ୍ଚିମବଙ୍ଗର ଗୌରବ ନଷ୍ଟ ହେଉଛି - ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମବଙ୍ଗ – ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ବିଗତ ୪୦ ବର୍ଷ ଧରି ପଶ୍ଚିମବଙ୍ଗର ଗୌରବ ନଷ୍ଟ ହେଉଛି ବୋଲି ରବିବାର ପଶ୍ଚିମବଙ୍ଗର କୋଲକାତା ଠାରେ ବିଶିଷ୍ଟ…

ଖାଣ୍ଡବା ଗ୍ରାମରେ “ସଖୀ”- ୱାନଷ୍ଟପ କେନ୍ଦ୍ର ପକ୍ଷରୁ ବାଲ୍ୟ ବିବାହ ନିଷେଧ ଆଇନ ସମ୍ପର୍କିତ ସଚେତନତା…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ସଖୀ"- ୱାନଷ୍ଟପ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖଣ୍ଡବା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହ ଠାରେ ବାଲ୍ୟ-ବିବାହ ନିଷେଧ ଆଇନ ସମ୍ପର୍କିତ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  କାଶୀନଗର…

ନିଜର ହିଂସ୍ର ଆଚରଣ ଲୁଚାଇବାକୁ ବିଜେପିର କୁମ୍ଭୀର କାନ୍ଦଣା: ବିଜେଡି

ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଜେପି ନିଜର ହିଂସ୍ର ଆଚରଣ ଲୁଚାଇବାକୁ ଯାଇ ଚୋର ମୁହଁ ଟାଣ ନ୍ୟାୟରେ ଆଜି ପୁଣି ଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଯାଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି  | ବିଜେପି ଅଭିଯୋଗର ଜବାବ ଦେଇ ଶ୍ରୀ…

ଏବେ ବି ପଲିଥିନ ତଳେ ରହୁଛନ୍ତି ଫନି ବାତ୍ୟା ବିପନ୍ନ ପିପିଲି-ଡେଲାଙ୍ଗବାସୀ: ସମୀର ମହାନ୍ତି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ ନୀତିରେ ସାରା ଦେଶବାସୀ ଅନୁପ୍ରାଣିତ ହୋଇଛନ୍ତି । ଆଗାମୀ ପିପିଲି ଉପନିର୍ବାଚନରେ ପିପିଲିବାସୀ ମୋଦିଜୀଙ୍କୁ ସମର୍ଥନ କରିବେ ଏବଂ ବହୁମତରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ବିଜୟୀ କରାଇବେ ବୋଲି ପିପିଲିବାସୀ…

ଭଦ୍ରକ ରେଇଳବାଇ ପୋଲିସ ଦ୍ୱାରା ଦୁଇ ମୋବାଇଲ ଲୁଟେରା ଗିରଫ,୧୩ଟି ମୋବାଇଲ ଜବତ l

ଭଦ୍ରକ/ ସତ୍ୟଭୂଷଣ ସ୍ୱାମୀ  :  ହାଓଡ଼ା-ଜସବନ୍ତପୁର ଟ୍ରେନରେ ଯାତ୍ରା କରୁଥିବା ବେଳେ ଭଦ୍ରକ ରେଳବାଇ ପୋଲିସ ପକ୍ଷରୁ ରାଜୁ (ରାଜେଶ ବେହେରା )ଏବଂ ଜିତୁ (ଜିତେଦ୍ର ସିଂ ) ଏହି ଦୁଇଜଣ ଲୁଟେରା ଧରାପଡ଼ିଛନ୍ତି । ଖାବର ଅନୁସାରେ ରେଳବାଇ ସଂନ୍ଦେହ କରି ସେମାନଙ୍କୁ ଯାଞ୍ଚ କଲାପରେ ସେମାନଙ୍କ…

ଡ଼ୁଡୁକିଦାଦର  ପ୍ର ଉ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ସଫଳତା 

ବରଗଡ଼ : ବରଗଡ଼ ଜିଲ୍ଲାର ଆଦର୍ଶ ବିଦ୍ୟାଳୟର ଫଳା ଫଳ ଘୋଷିତ ହୋଇଛି । ଘୋଷିତ ହୋଇଥିବା ଫଳାଫଳରେ ଝାରବନ୍ଧ ବ୍ଲକ ଡୁଡୁକିଦାଦାର ବିଦ୍ୟାଳୟର ମୋଟ ଛଅ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।  ସେମାନେ ହେଲେ ଆୟତି ସିଦାର ,କମଳାକାନ୍ତ ନାଏକ,ନନ୍ଦିନୀ ଧୁବଲ୍ , ଓମପ୍ରକାଶ ସିଦାର୍ ,ଆଦର୍ଶ…