Sign in
Sign in
Recover your password.
A password will be e-mailed to you.
ବାହାର ଅଂଚଳର ଲୋକଙ୍କୁ ମା ତାରାତାରିଣୀ ଦର୍ଶନ ମନା
ବୁଗୁଡ଼ା : କରୋନା ବ୍ୟାପୁଥିବା ଦୃଷ୍ଟିରୁ ବାହାର ଅଂଚଳର ଲୋକଙ୍କୁ ମା ତାରାତାରିଣୀ ଦର୍ଶନ ମନା | ଦର୍ଶନ ପାଇଁ ବାହାରୁ କେହି ନଆସିବା ପାଇଁ ପ୍ରଶାସନ ପକ୍ଷରୁ କରାଗଲା ଅନୁରୋଧ | ବାହାର ଅଂଚଳର ଗାଡିକୁ ମନ୍ଦିର ମଧ୍ୟକୁ ପ୍ରବେଶ ଉପରେ କଟକଣା | କେବଳ ସ୍ଥାନୀୟ ଅଂଚଳର ଲୋକ କରିପାରିବେ…
ଆସନ୍ତା କାଲିଠାରୁ ଆନ୍ଧ୍ର ଓଡ଼ିଶା ସୀମାରେ ଯାଞ୍ଚ କଡାକଡି କରାଯିବ
" ରାୟଗଡ ଜିଲ୍ଲାପାଳ ଅନୁଧ୍ୟାନ କଲେ ତାଡ଼ମl କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ କେରଡ଼ା ଚେକ ପଏଣ୍ଟ "
ରାୟଗଡ/ ସରୋଜ କୁମାର ସାହୁ:ଦେଶରେ ପୁଣି ଥରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ଓ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ…
ଆହାର କେନ୍ଦ୍ର ସଫଳତାର ବଳ ପାଲଟିଛନ୍ତି ମିଶନଶକ୍ତିର ମହିଳା ଗୋଷ୍ଠୀ
ଭୁବନେଶ୍ୱର : ରାଜ୍ୟରେ ଥିବା ଆହାର କେନ୍ଦ୍ର ଗୁଡିକର ବଳ ପାଲଟିଛନ୍ତି ମିଶନ ଶକ୍ତିର ମହିଳା ଗୋଷ୍ଠୀ । ମହିଳା ଗୋଷ୍ଠୀର ସଫଳ ପରିଚାଳନା ଓ ସହଯୋଗ ଲାଗି ସହରାଚଂଳର ଆହର କେନ୍ଦ୍ରଗୁଡିକ ଏବେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିବାରେ ଲାଗିଛି । ମହିଳାମାନଙ୍କୁ ଆତ୍ମନିର୍ଭର ପାଇଁ ସବୁ…
ଗଜପତି ପ୍ରବେଶ ପାଇଁ ଲାଗିଲା କଟକଣା
https://www.youtube.com/watch?v=qbbLyi1AMh4
ଆସନ୍ତା ୧୨ ତାରିଖ ଠାରୁ ଗଜପତି ଜିଲ୍ଲାକୁ ପ୍ରବେଶ କଲେ ୭୨ଘଣ୍ଟା ମଧ୍ୟରେ ହୋଇଥିବା ଆର୍ଟି-ପିସିଆର୍ ନେଗେଟିଭ୍ ପ୍ରମାଣ ପତ୍ର କିମ୍ବା କରୋନା ଟୀକା ଦ୍ୱିତୀୟ ଡୋଜ୍ ପ୍ରମାଣ ପତ୍ର ଦେଖାଇବା ବାଧ୍ୟତା ମୂଳକ : ଜିଲ୍ଲାପାଳ …
ହାଇଦର କଟକ ବଡ ଡାକ୍ତରଖାନାରୁ ଫେରାର ଘଟଣା : ସମ୍ବଲପୁରରେ ହଲଚଲ।
ତୁହା କୁ ତୁହା ଜରୁରୀ ବୈଠକ, ୬ ପୋଲିସ କର୍ମଚାରୀ ନିଲମ୍ବିତ।
ସମ୍ବଲପୁର(ରମାକାନ୍ତ ବିଶ୍ୱାଳ) : ହାଇଦର ଫେରାର ହେବା ଘଟଣା କୁ ନେଇ ସମ୍ବଲପୁର ରେ ଆରମ୍ଭ ହୋଇଛି ପ୍ରଶାସନିକ ହଲଚଲ । ମଣ୍ଡଳ ଜେଲ, ବୁର୍ଲା ଭିମସାର ଓ ସମ୍ବଲପୁର ଏସପିଙ୍କ କାର୍ଯ୍ୟାଳୟ ରେ ବସିଛି ତୁହା କୁ ତୁହା ଜରୁରୀ…
ଆଦିବାସୀ ବହୁଳ ଝାମ୍ମି ସମେତ ୨୩ଟି ଟିକାଦାନ କେନ୍ଦ୍ରରେ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ଜାରୀ
୨୩୦୦ରୁ ଉର୍ଦ୍ଧ୍ବଙ୍କୁ କୋଭିଡ୍ ଟୀକାକରଣ ବ୍ୟବସ୍ଥା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଝାମ୍ମି ଗ୍ରାମ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଖୋଲା ଯାଇଥିବା ଟିକାଦାନ କେନ୍ଦ୍ର ସମେତ ଜିଲ୍ଲାର ୨୩…
ଭିମସାର ରକ୍ତଭଣ୍ଡାରରେ ରକ୍ତର ଅଭାବ ପୁରଣ ପାଇଁ ରକ୍ତଦାନ ଶିବିର।
ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) : ସମ୍ବଲପୁର କ୍ଷେତରାଜପୁର ସ୍ଥିତ ଭୋଜପରୀ ଭବନ ଠାରେ ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ସଂସ୍ଥାନ ଏବଂ ଭୋଜପୁରୀ ସମାଜ ସମ୍ବଲପୁର ର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ସମୁଦାୟ ୧୮୦ ୟୁନିଟ ରକ୍ତ…
ଗଞ୍ଜେଇ ଜବତ : ଅଭିଯୁକ୍ତ ଗିରଫ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମ ନିକଟରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ନେତୃତ୍ୱରେ ପୋଲିସ ଟିମ ସୁରେଶ ମେହେର ନାମକ ଜଣେ ବ୍ୟକ୍ତି କୁ ଗିରଫ କରି ତାର ନିକଟରୁ ପ୍ରାୟ ସାଢ଼େ ଆଠ କେଜି ଗଞ୍ଜେଇ ଜବତ କରିଛି । ପ୍ରାପ୍ତ ସୂଚନା…
ସମ୍ବଲପୁର ଦେବାଇପାଲି ଗ୍ରାମ ଠାରେ ଓଡ଼ିଶା ରବିଦାସ ସମାଜର ସାଧାରଣ ବୈଠକ
ସମ୍ବଲପୁର(ରମାକାନ୍ତ ବିଶ୍ୱାଳ):ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଦେବାଇପାଲି ଗ୍ରାମ ଠାରେ ଓଡ଼ିଶା ରବିଦାସ ସମାଜର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶା ରବିଦାସ ସମାଜ ସମ୍ବଲପୁର ଜିଲ୍ଲା କମିଟି ର ସଭାପତି କେଶବ ରୋହିଦାସ, ଉପସଭାପତି ଦିଲ୍ଲୀପ ମେହେର, ସମ୍ପାଦକ…
ବିଧାୟକଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଲୋକାର୍ପିତ।
ସମ୍ବଲପୁର (ରମାକାନ୍ତ ବିଶ୍ୱାଳ): ଯୁଯୋମୁରା ବ୍ଲକ ମେଘପାଳ ପଞ୍ଚାୟତରେ ଆଜି ସରକାରୀ ଉପମୁଖ୍ୟ ସଚେତକ ତଥା ରେଢାଖୋଲ ବିଧାୟକ ଇଂ ରୋହିତ ପୂଝାରୀଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ କାମ ଲୋକାର୍ପିତ ହୋଇଛି । ଏହି ପଞ୍ଚାୟତର ଟାମ୍ପରସିଙ୍ଗା ଠାରେ ଓଡିଶା ସରକାରଙ୍କ ଅନସୁଚିତ ଜନ ଜାତି ବିଭାଗ…