ଆଡପମଣ୍ଡପ ବିଜେର ସିଧା ପ୍ରସାରଣ ଦିନ ୪ଟା ରୁ On Jul 13, 2021 6 Share ପୁରୀ(ଶାସକ ପ୍ରଶାସକ) : ସରଧାବାଲିରେ ଛିଡା ହୋଇଥିବା ତିନି ରଥରେ ବିଜେ ତିନିଠାକୁରଙ୍କ ଆଡ଼ପ ମଣ୍ଡପ ବିଜେ ଆହି ଅପରାହ୍ନରେ ଅନୁଷ୍ଠିତ ହେବ | ଦିନ ୪ ଟାରୁ ଏହାର ହେବ ସିଧା ପ୍ରସାରଣ | ଦିବ୍ୟ ଦର୍ଶନ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ | 6 Share FacebookTwitterGoogle+ReddItWhatsAppPinterestEmail