Sign in
Sign in
Recover your password.
A password will be e-mailed to you.
ଟଙ୍କା ହଡପ କରିଥିବା ମାମଲାକୁ ଖଣ୍ଡନ କଲେ ପୂର୍ବତନ ଭୂ-ଅର୍ଜନ ଅଧିକାରୀ
ନୂଆପଡା/ ଅମିତ ପୁରୋହିତ : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ତିଖାଲି ଠାରେ ନିର୍ମାଣ ହୋଇଥିବା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରେ ବିସ୍ଥାପିତ ହୋଇଥିବା ଗୋଟିଏ ପରିବାର ର ୨୧ ଲକ୍ଷ ୮୦ ହଜାର ଟଙ୍କାର ଥଇଥାନ ରାଶି ହଡପ ହୋଇଥିବା ନେଇ ପୂର୍ବତନ ଭୂ-ଅର୍ଜନ ଅଧିକାରୀ ନନ୍ଦ କିଶୋର ତାଣ୍ଡି ଙ୍କ ନାଁ…
କରୋନା ସ୍ଥିତି ଅନୁଧ୍ୟାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନୂଆପଡା ଗସ୍ତ
ନୂଆପଡା(ଅମିତ ପୁରୋହିତ) ; ଛତିଶଗଡର ସୀମାନ୍ତ ନୂଆପଡା ଜିଲ୍ଲାରେ କରୋନା ସଂକ୍ରମଣ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ କରୋନା ସ୍ଥିତି ର ଅନୁଧ୍ୟାନ ପାଇଁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଅତିରିକ୍ତ ଶାସନ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
ହାରିବା ଭୟରେ ବିଜେପିର ମିଛ ଅଭିଯୋଗ: ବିଜେଡି
ଭୁବନେଶ୍ୱର,: ପିପିଲି ଉପନିର୍ବାଚନରେ ହାରିବା ନିଶ୍ଚିତ ବୋଲି ଜାଣିବା ପରେ ବିଜେପି ଏବେ ବିଜେଡି ବିରୁଦ୍ଧରେ ହିଂସାକାଣ୍ଡ ଭଳି ମିଛ ଅଭିଯୋଗ ଲଗାଇବା ଆରମ୍ଭ କରିଛି । ବାସ୍ତବରେ ପିପିଲିରେ ବିଜେପି ହିଁ ବିଜେଡି ଉପରେ ଆକ୍ରମଣ କରିଛି ଏବଂ ଏ ସଂକ୍ରାନ୍ତରେ ବିଜେଡି ପକ୍ଷରୁ ସ୍ଥାନୀୟ ଥାନାରେ…
ମାନସିଂହ ସାହିତ୍ୟ ସଂସଦର ମାସିକ କବିତା ଆସର ଅନୁଷ୍ଠିତ
ମାନସିଂହ ସାହିତ୍ୟ ସଂସଦର ମାସିକ ଅନଲାଇନ କବିତା ଆସର ଏପ୍ରିଲ ମାସ ୧୦ ତାରିଖ ସନ୍ଧ୍ୟା ୭ଟା ରେ ଅନୁଷ୍ଠିତ ହୋଇ ସାରିଛି। ଏହି ଆସରକୁ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ଦଳାଇ ଆରମ୍ଭ କରିବା ସହ କବିତାର ଅର୍ଥ ବୁଝାଇ ଥିଲେବ। ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରେମାନନ୍ଦ…
ବଲାଙ୍ଗିର ବିକାଶକୁ ନେଇ ସାମ୍ବାଦିକଙ୍କ ପରାମର୍ଶ ଲୋଡିଲେ ନରସିଂହ
ଗଠନମୂଳକ ସମାଲୋଚନା ସ୍ୱାଗତ ଯୋଗ୍ୟ
ମହାରାଣୀ ସାଗରକୁ ମିଳିଲା ୨୦ କୋଟି, ଗନ୍ଧରେଲ ପାଇଁ ୩ କୋଟି
ଶିଘ୍ର ଆରମ୍ଭ ହେବ ବାଇପାସ କାମ
ବଲାଙ୍ଗିରରେ ଆଇନ ବିଶ୍ୱବିଦ୍ୟାଳୟ ପାଇଁ ହେବ ଜୋରଦାର ଦାବୀ
ବଲାଙ୍ଗିର(ନିରୋଜ ମିଶ୍ର) : ବଲାଙ୍ଗିର ବିକାଶ ତଥା ବିଭିନ୍ନ…
ଜିଲ୍ଳାରୁ ଆଉ ୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଭଦ୍ରକ,(ସତ୍ୟ ଭୂଷଣ ସ୍ୱାମୀ) : ଜିଲ୍ଲାରୁ ଆଉ ୩୦ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଶତକ ପାର କରି ୧୨୩ରେ ପହଞ୍ଚିଛି । ଜିଲ୍ଳାରୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬୫୯ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି…
ଉଦୟନାଥ ଫର୍ଣ୍ଣିଚରର ୧୭ତମ ଲକି ଡ୍ର ଉଠାଣ
ପଦ୍ମପୁର :- ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୧୭ତମ ଲକି ଡ୍ର' ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ବରଗଡ଼ର ମୋହିତ ଭୋଇ ।
ଏହି ଉଠାଣ କାର୍ଯ୍ୟକ୍ରମରେ ରୋହିତ କୁମାର…
ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖା ତରଫର ବନ୍ଧୁ ମିଳନ
ରାୟଗଡ( ସରୋଜ କୁମାର ସାହୁ) : ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ବ୍ରାହ୍ମଣ ସାହୀ ନିକଟସ୍ଥ (ପିଏଚଡି) ପାହାଡ ଉପରେ ଥିବା ବାଲୁଙ୍କେଶ୍ୱର ଶିବ ମନ୍ଦିର ପରିସରରେ ଓଡିଆ ନବବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ରାୟଗଡ ଶାଖା ସଭାପତି…
ଅପରାଧିଙ୍କୁ ସମର୍ଥନ କରିବା ବିଜେପିର ଅଭ୍ୟାସଗତ: ବିଜେଡି
ଭୁବନେଶ୍ୱର(ଶାସକ ପ୍ରଶାସକ) : ମିଥ୍ୟା ଏବଂ ଭିତ୍ତିହୀନ ବିବୃତ୍ତି ଦେବା ସହିତ ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ସମର୍ଥନ କରିବା ଓଡିଶା ବିଜେପିର ଅଭ୍ୟାସଗତ ହୋଇଗଲାଣି । ଆଜିର ସାମ୍ବାଦିକ ସମ୍ମିଳନୀରେ ସେମାନେ ଜଣେ ଅପରାଧୀଙ୍କୁ ସମର୍ଥନ କରିଛନ୍ତି ଯାହା କି ଅତ୍ୟନ୍ତ ଦୁଃଖଦାୟକ…
ପ୍ରାଚୀନ ଭାରତୀୟ ଜ୍ଞାନ କୌଶଳକୁ ଲୋକଲୋଚନକୁ ଆଣିବା ପାଇଁ ସମୟ ଆସିଛି
ଭୁବନେଶ୍ୱର(ଶାସକ ପ୍ରଶାସକ) : ପ୍ରାୟ ଦୁଇ ଶତାବ୍ଦୀ ଧରି ଭାରତୀୟମାନଙ୍କ ମନସ୍ତତ୍ୱରେ ଗୋଟିଏ ବିଷୟ ବସା ବାନ୍ଧି ରହିଛି ଯେ ସମସ୍ତ ବୈଜ୍ଞାନିକ ତତ୍ୱର ଉତ୍ପତି ଓ ବିକାଶ କେବଳ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଘଟିଛି ଓ ଭାରତ ଭଳି ଅଣ-ପାଶ୍ଚାତ୍ୟ ଦେଶରେ ବିଜ୍ଞାନ ବୋଲି ବିଶେଷ କିଛି ନ ଥିଲା ।…