ବିଦ୍ୟୁତ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି

ଆଠମଲ୍ଲିକ/ ସନ୍ତୋଷ କୁମାର ମେହେର : ବିଦ୍ୟୁତ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟି  ଲକ୍ଷାଧିକ ଟଙ୍କାର ସମ୍ପତି ଜଳିଯାଇଛି |  ମିଳିଥିବା ସୂଚନା ମୁତାବକ ଆଠମଲ୍ଲିକ ବ୍ଲକ ବାସୁବେଦପୁ ପଂଚାୟତର ମୁଣ୍ଡାପଡା ଗ୍ରାମର ବସନ୍ତ ନାୟକ (50)ଙ୍କର ଚାଳଘରେ ନିଆଁଲାଗିଯାଇଛି I ରାତ୍ରି 12ଘ. ସମୟରେ…

ରୁଦ୍ରଙ୍କ ପାଇଁ ଭୋଟ ଭିକ୍ଷା କଲେ ନବୀନ 

"କରୋନା କଟକଣା ବୋଲି ଯାଇପାରୁନି,  ମୋ ପାଇଁ କିଏ ବିପଦରେ ପଡୁ ଏହା ମୁଁ ଚାହୁଁନି" ଭୁବନେଶ୍ୱର:ଶେଷରେ ଜୁନିଅର ମହାରଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସିଧାସଳଖ ଯଦିଓ ସେ ପିପିଲି ଯାଇନାହାନ୍ତି, ତଥାପି  ଭର୍ଚୁଆଲ୍ ରାଲି…

 ପରାଜୟ ଅପବାଦରୁ ଖସିବାକୁ ବିଜେପି ନାଟକ କରୁଛି: ବିଜେଡି

ଭୁବନେଶ୍ୱର : ପିପିଲି ଉପନିର୍ବାଚନରେ ନିଜର ଶୋଚନୀୟ ପରାଜୟ ସଂକ୍ରାନ୍ତରେ ନିଶ୍ଚିତ ହେବାପରେ ବିଜେପି ଏବେ ବିବ୍ରତ ଓ ହତାଶ ହୋଇପଡିଛି । ଏଥିପାଇଁ ଅଭ୍ୟାସଗତ ଭାବରେ ମିଥ୍ୟା ଅଭିଯୋଗ କରିବା ସହ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରି ଓ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଯାଇ ପରାଜୟ ଅପବାଦରୁ…

ଛତିଶଗଡ଼ର କରୋନା ସଂକ୍ରମଣକୁ ଭୟ ସମସ୍ତ ବସ ସେବା ବନ୍ଦ-ଯାଞ୍ଚ କଡ଼ା କଡ଼ି

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା,ଝାରବନ୍ଧ ଥାନା ଏହାର ସିଧାସଳଖ ସଂଯୋଗ ପଡୋଶୀ ରାଜ୍ୟ ଛତିଶଗଡ଼ ର ବସନା,ସରାଇପାଲି,ସାଂକ୍ରା ବାଗବାହାରା ସହ ଥିବା  ଜଗଦଲପୁର ,ଝାରବନ୍ଧ ଥାନା ପ୍ରଶାସନ ଉପଲବଧି କରିବା ପରେ ଯାଞ୍ଚ କୁ କଡାକଡି କରାଯାଇଛି ।ଆଜି ସକାଳେ…

ଜାତୀୟ ନିରାପଦ ମାତୃତ୍ୱ ଦିବସ ଓ ସ୍ୱାସ୍ଥ୍ୟ ଶିବିର।

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ:  ମହିଳାଙ୍କ ଆବଶ୍ୟକତାକୁ ଜାଣି ପଦକ୍ଷେପ ନେଲେ ଏକ ସୁସ୍ଥ ଶିଶୁକୁ ଘର ଓ ପରିବାରକୁ ଉଜ୍ୱଳ କରି ପାରିବା ।ବର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ସ୍ୱାସ୍ଥ୍ୟ ଓ ଖାଦ୍ୟପେୟରେ ବିଶେଷ ଯତ୍ନ ନେଲେ ପରିବାରର ସମୃଦ୍ଧି ହୋଇଥାଏ ବୋଲି ସହରର ଷ୍ଟେସନପଡାରେ…

ଅଫଲାଇନ ପରୀକ୍ଷାକୁ ବିରୋଧ।

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ  - ଅଫଲାଇନ ପରୀକ୍ଷା କୁ ବିରୋଧ କରି ସମ୍ବଲପୁର ଜିଲ୍ଲା ରେ ପୁଣି ତେଜିଲା ଛାତ୍ର ଆନ୍ଦୋଳନ । ଏବିଭିପି ସମେତ ସମ୍ବଲପୁର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ କରାଯିବା ସହ ଦାବିପୁରଣ ନହେବା ଯାଏ ଆନ୍ଦୋଳନ କରାଯିବ…

ବାଗଚି ଦମ୍ପତ୍ତିଙ୍କ ପ୍ରଶଂସାରେ ଶତମୁଖ ଧର୍ମେନ୍ଦ୍ର 

ସୁବ୍ରତ ବାଗଚି ଓ ସୁସ୍ମିତା ବାଗଚିଙ୍କ ସହ କଥା ହୋଇ  ଜଣାଇଲେ ଧନ୍ୟବାଦ ସୁବ୍ରତ ବାଗଚି ଓ ସୁସ୍ମିତା ବାଗଚି ଓଡ଼ିଶାର ଅନନ୍ୟ ସେବା ପରମ୍ପରାରେ ନୂଆ ଫର୍ଦ୍ଧ ଯୋଡ଼ିଛନ୍ତି - ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର, (ଶାସକ ପ୍ରଶାସକ) - ବାଗଚି ଦମ୍ପତ୍ତିଙ୍କ ପ୍ରଶଂସାରେ ଶତମୁଖ କେନ୍ଦ୍ରମନ୍ତ୍ରୀ…

ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ

ରାୟଗଡା/ ସରୋଜ କୁମାର ସାହୁ : ଆଜି  ଶିବ ପ୍ରସାଦ ସାହୁ ଏବଂ ସନ୍ସ ନାମରେ କଲ୍ୟାଣସିଂହପୁରର ଶିକରପାଇଠାରେ ଥିବା ମୁଖ୍ୟ ଦେଶୀ ମଦ ଭାଟି ର ଭାଗୀଦାର ସିଦ୍ଧାର୍ଥ ସାହୁ,ପିତା ଅଶୋକ ସାହୁ  ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ଅବକାରୀ ରାଜସ୍ବ ଠିକ୍ ସମୟରେ ପୋଇଠ ନୋକୋରି ଅନିମୀୟତତା କରିବା ଯୋଗୁ…

ଜିଲ୍ଲାପାଳଙ୍କ ଗୁଣପୁର ଓ ବିଷମକଟକ ବ୍ଲକ ଗସ୍ତ : ଆନ୍ଧ୍ର ଓଡିଶା ସୀମା ବାସନାଗୁଡ଼ା ଚେକ ପଏଣ୍ଟ ଅନୁଧ୍ୟାନ କଲେ

ରାୟଗଡ/ସରୋଜ କୁମାର ସାହୁ: ଆଜି ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ରାୟଗଡ ଜିଲ୍ଲାର ବିଷମ କଟକ, ଗୁଣପୁର ଆଦି ଗସ୍ତ କରିଥିଲେ । କୋରନା ଦ୍ବିତୀୟ ଲହରୀ  ରାୟଗଡ ଜିଲ୍ଲାରେ  ଦିନକୁ ଦିନ ପ୍ରଭାବ ବିସ୍ତାର କରୁଥିବା    ଯୋଗୁଁ ଏହାକୁ  କିପରି   ଆଗକୁ ରୋକlଯାଇ ପାରିବ   ସେଥିପାଇଁ…

 ଶିଳ୍ପ ନଗରୀ ରେଙ୍ଗାଲି ରେ ବିପର୍ଯ୍ୟସ୍ତ ପରିମଲ ବ୍ୟବସ୍ଥା

ଶିଳ୍ପକାରଖାନା ମାନଙ୍କର ପେରିଫେରି ଉନ୍ନୟନ ଖର୍ଚ୍ଚ ଶୁନ, ପ୍ରଶାସନ ନିରବଦ୍ରଷ୍ଟା । https://www.youtube.com/watch?v=JDaaQPy6bPo ସମ୍ବଲପୁର(ରମାକାନ୍ତ ବିଶ୍ୱାଳ): ସମ୍ବଲପୁର ଜିଲ୍ଲାର ପ୍ରମୁଖ ସହର ମଧ୍ୟରେ  ଶିଳ୍ପ ନଗରୀ ରେଙ୍ଗାଲି ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ…