ମନ୍ତ୍ରୀ ସୁଶାନ୍ତ ସିଂ ଙ୍କର ଗାଡି ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା 

ବିଜୁ ଜନତା ଦଳ ହିଂସାରେ ବିଶ୍ୱାସ କରେ ନାହିଁ, ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେପି :- ମନ୍ତ୍ରୀ ସୁଶାନ୍ତ ସିଂ ନଥୁରାମ ଗୋଡସେକୁ ଆଦର୍ଶ ମାନୁଥିବା ଲୋକଙ୍କ ଠାରୁ ଅହିଂସା ଆଶା କରିବା ମୁର୍ଖତା :- ପ୍ରଦ୍ୟୁମ୍ନ ତ୍ରିପାଠୀ   ବରଗଡ :- ବର୍ତମାନ ପିପିଲି ନିର୍ବାଚନ ପାଇଁ ପ୍ରଚାର ଜୋରଦାର…

ଯେଉଁଠି ନଳକୂପ ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଥିବ ସେହି ସବୁ ସ୍ଥାନରେ ନୂତନ ନଳକୂପ ସ୍ଥାପନ ନିମନ୍ତେ ନିଷ୍ପତ୍ତି

ପାନୀୟ ଜଳ ସଂପର୍କରେ ସମୀକ୍ଷା ଦାୟିତ୍ୱରେ ଥିବା ଅଧିକରୀମାନେ ବିନା ଅନୁମତିରେ ସଦରମହକୁମା ଛାଡିପାରିବେ ନୀହିଁ –ମନ୍ତ୍ରୀ ଶ୍ରୀ ଜେନା ଭୁବନେଶ୍ୱର ,(ଶାସକ ପ୍ରଶାସକ) -ଗ୍ରାଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳକ୍ଲିଷ୍ଟ ଅଂଚଳମାନଙ୍କରେ ପାନୀୟଜଳ ଯୋଗଣ ବ୍ୟବସ୍ଥା ସଂପର୍କରେ ପଚାଂୟତିରାଜ ,…

ଦୁଇ ବିଶ୍ୱ ବିଦ୍ୟାଳୟରେ ନୂଆ କୁଳପତି 

ରାଜେନ୍ଦ୍ରରେ ଉମାବଲ୍ଲଭ ମହାପାତ୍ର, କଳାହାଣ୍ଡିରେ ସଞ୍ଜୟ ଶତପଥୀ  ଭୁବନେଶ୍ୱର (ଶାସକ ପ୍ରଶାସକ) ଓଡ଼ିଶାର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶି  ଲାଲ ଆଜି ବଲାଂଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏବଂ ଭବାନୀପାଟଣା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପାଇଁ ନୂତନ କୁଳପତି…

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୌଜନ୍ୟତା ପ୍ରଦର୍ଶନ ପୂର୍ବକ ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରନା ଆକ୍ରାନ୍ତ ଅଜିତ  ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଏବେ ଭୁବନେଶ୍ୱରର ଏକ ଘରୋଇ…

ଗୁମର ଖୋଲିଲେ ଭିମସାର ଅଧ୍ୟକ୍ଷ : ରୋଚକ ମୋଡ ନେଉଛି ହାଇଦର ପ୍ରକରଣ

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ) : ଗ୍ୟାଙ୍ଗଷ୍ଟର  ହାଇଦର ଫେରାର ଘଟଣାର ଆସିଛି ରୋଚକ ମୋଡ଼। ବୁର୍ଲା ଭୀମସାରକୁ ଗତ ବର୍ଷ ଡିସେମ୍ବର ମାସ 15 ତାରିଖରେ ଚିକିତ୍ସା ପାଇଁ ଆସିଥିଲେ। 2020 ମସିହାରେ ଶେଷଥର ପାଇଁ ଭୀମସାର ଆସିଥିଲେ। ହାଇଦରକୁ କେବଳ ମୌଖିକ ଭାବେ ଅନ୍ୟ ମେଡିକାଲକୁ ଯିବା ପାଇଁ…

ମାସ୍କ ଚେକିଂ ନାଁରେ ଭଦ୍ରକ ଆରଡି ଫାଣ୍ଡି ପୁଲିସର ଦାଦାଗିରି ଅଭିଯୋଗ 

ଭଦ୍ରକ/ ସତ୍ୟ ଭୂଷଣ ସ୍ୱାମୀ : ମାସ୍କ ଚେକିଂ ନାଁରେ ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡିର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ । ଏହି ଘଟଣା ଶନିବାର ଦିନ ଘଟିଥିବା ଜଣାପଡ଼ିଛି . ବେତାଳି ଗାଁର ଶୁଭରଞ୍ଜନ ମେକାପ ନାମକ ଯୁବକ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ମାସ୍କ  ପିନ୍ଧି ନଥିବା…

କେନ୍ଦ୍ରୀୟ ଡେପୁଟେସନରେ ଗଲେ ସନ୍ତୋଷ ଷଢଙ୍ଗୀ  

 ଭୁବନେଶ୍ୱର (ଶାସକ ପ୍ରଶାସକ) : ୧୯୯୪ ବ୍ୟାଚ ବରିଷ୍ଠ  ଆଇଏଏସ ଅଫିସର ତଥା ସମ୍ପ୍ରତି ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଥିବା ସନ୍ତୋଷ ଷଢଙ୍ଗୀଙ୍କୁ କେନ୍ଦ୍ରୀୟ ଡେପୁଟେସନ ପାଇଁ ଅନୁମତି ରାଜ୍ୟ ସରକାର | ତାଙ୍କୁ ରାଜ୍ୟ ସରକାର କେନ୍ଦ୍ର ଡେପୁଟେସନରେ  ଯିବାକୁ ରାଜ୍ୟ…

ଭାଲୁ ଆକ୍ରମଣରେ ଦୁଇ ଗୁରୁତର

କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୁଚିଣ୍ଡା ଅନ୍ତର୍ଗତ ଫଟାଟାଙ୍ଗର ଓ ବୁରୋଡ଼ିହି ଗ୍ରାମରେ ଏକ ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଯୁବକ ଜଣକ ହେଲେ ଫଟାଟାଙ୍ଗର ଗ୍ରାମର ସୁଶାନ୍ତ ମୁଣ୍ଡ(୨୯) ଏବଂ ବୁରୋଡ଼ିହି…

ସବୁ ଥାଇ ବି ମିଳୁନି ପାଣି ;  ଡହଳ ବିକଳ ଲଣ୍ଡେଇ ସାହି ଅଞ୍ଚଳବାସୀ

 ସ୍ୱତନ୍ତ୍ର ରିପୋର୍ଟ  ଭଞ୍ଜନଗର : ତାତି ବଢିବା ସହ ଶୁଖିଲା ପଡ଼ିଗଲାଣି କୂଅ ।  ବାରମ୍ବାର ମାରିଲେ ମଧ୍ୟ ନଳକୂଅରୁ ପାଣି ଟିକଏ ବାହାରିବା କଷ୍ଟକର। ସଂପ୍ରତି ଗ୍ରୀଷ୍ମ ପ୍ରଭାବରେ ତାତି ଅସହ୍ୟ ହେବାକୁ ଲାଗିଥିବା ବେଳେ ଜଳ ସଙ୍କଟ ମଧ୍ୟ ଉତ୍କଟ ରୂପ ଧାରଣ କଲାଣି। କୂଅ ଗୁଡ଼ିକରୁ ପାଣି ଆଉ…

ସମ୍ବଲପୁର  ଜିଲ୍ଲା  ଆଦିବାସୀ ଦଳିତ ସେନାର ନିର୍ବାଚନ।

ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) : ସମ୍ବଲପୁର ଜିଲ୍ଲା ରେ ଆଦିବାସୀ ତଥା ଦଳିତ ମାନଙ୍କୁ ସେମାନଙ୍କ ହକ ତଥା ଅଧିକାର ପ୍ରଦାନ ପାଇଁ କାର୍ଯ୍ୟ କରୁଥିବା ଅଗ୍ରଣୀ  ସଂଗଠନ ସମ୍ବଲପୁର ଜିଲ୍ଲା ଆଦିବାସୀ ଦଳିତ ସେନାର ବିଶେଷ ଵୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଵୈଠକ ରେ ସଂଗଠନ ଆଗାମୀ…