କୋଭିଡ୍ ଟୀକାକରଣ  ସମ୍ବନ୍ଧୀୟ  ସୂଚନା ପ୍ରଦାନ କଲେ ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ , ପାରଳାଖେମୁଣ୍ଡି , ପଞ୍ଚାୟତ ସମିତି ଏବଂ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସମୂହରେ ନିମ୍ନଲିଖିତ ଯୋଗ୍ୟ ବ୍ୟକ୍ତିଙ୍କୁ କୋଭିସିଲ୍ଡ ଟୀକା କରଣ କରାଯାଇଛି।  :- ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୋଭିଡ୍…

ଦୁଇଟି ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଳକର କେ. ସୀତାପୁର ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଦୁଇଟି ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲାପ୍ରଶାସନ ।  ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ଚାଇଲଡ଼ ଲାଇନର ଟିମ୍ ମେମ୍ବର ଖବର ପାଇ କାଶୀନଗର ବାଲ୍ୟବିବାହ ନିଷେଧ…

କରୋନା କାଳରେ ପିଲାଙ୍କ ଭବିଷ୍ୟତ ସଜାଡ଼ିବାକୁ ଆଗେଇ ଆସିଲା  କିରନ ଫାଉଣ୍ଡେସନ 

ପଦ୍ମପୁର-ବର୍ତ୍ତମାନ ଦିନ କୁ ଦିନ  କୋଭିଡ ସଂକ୍ରମଣ ମୃତକ ଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ବିଭିନ୍ନ ସଂଗଠନ ଏବଂ ପ୍ରଶାସନ ତରଫରୁ ମୃତକଙ୍କ ଅନ୍ତିମ ସତ୍କାର ପାଇଁ ବିଭିନ୍ନ ବ୍ୟବସ୍ଥାମାନ କରାଯାଉଛି । ହେଲେ ତାଙ୍କ ପଛରେ ରହି ଯାଉଥିବା ପରିବାର ଓ ପିଲା ଛୁଆଙ୍କ ଅବସ୍ଥା ଅତ୍ୟନ୍ତ…

ନିୟମଗିରିର କାଡ୍ରାକାବଣ୍ଡଲି ଗ୍ରାମରେ ଉପଜିଲ୍ଳାପାଳଙ୍କ କୋଭିଡ ସଚେତନତା

ରାୟଗଡ/ସରୋଜ କୁମାର ସାହୁ : ମହାମାରୀ କରୋନାର ଦ୍ୱିତୀୟ ଲହରରେ ରାୟଗଡ ଜିଲ୍ଳାରେ ଦୈିନକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣରେ ରଖିବାକୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଅହରହ ଉଦ୍ୟମ ଜାରି ରହିଛି । ତେବେ ଜିଲ୍ଳାର କଲ୍ୟାଣସିଂହପୁର ବ୍ଳକ ନିୟମଗିରି ପାହାଡରେ ବସବାସ କରୁଥିବା…

ଅଧ୍ୟାପିକା ଅନ୍ନପୂର୍ଣ୍ଣା ମିଶ୍ରଙ୍କ ଦେହାନ୍ତ 

ଭୁବନେଶ୍ୱର : ନଳିନୀ ଦେବୀ ବିଇଡି କଲେଜ,ଭୁବନେଶ୍ୱର ପୂର୍ବତନ ଅଧ୍ୟାପିକା ତଥା ଆଡ଼ଭୋକେଟ ରମାବଲ୍ଲଭ ରଥଙ୍କ ସହଧର୍ମିଣୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କର ଆଜି ସକାଳେ କରୋନା ରେ ଭୁବନେଶ୍ୱରସ୍ଥିତ ହାଇଟେକ ହସ୍ପିଟାଲରେ ଆଜି ସକାଳେ ଦେହାନ୍ତ ହୋଇଯାଇଛି। ପୂର୍ବତନ ଆଇଏଏସ ଅଫିସର ସଚ୍ଚିଦାନନ୍ଦ ରଥଙ୍କ…

ଜିଲ୍ଲା ଯୁବ ଜନତା ଦଳର ଭର୍ଚୁଆଲ ବୈଠକ: ଯୋଗଦାନ କରି ଉତ୍ସାହିତ କଲେ ତିନି ବିଧାୟକ

ବରଗଡ :- ବିଜୁ ଯୁବ ଜନତା ଦଳ, ବରଗଡ଼ ସାଙ୍ଗଠନିକ ଜିଲ୍ଲା ତରଫରୁ ଭର୍ଚୁଆଲ ମାଧ୍ୟମରେ କୋଭିଡ-୧୯ ପରିଚାଳନା ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସାମାଜିକ ପ୍ରତିବଦ୍ଧତାକୁ ପ୍ରାଥମିକତା ଦେଇ ମହାମାରୀ ସମୟରେ ଅସହାୟଙ୍କ ସେବା…

ଦିଲ୍ଲୀରେ କରୋନା ପରିସ୍ଥିତିର ସମୀକ୍ଷା କଲେ ବୈଜୟନ୍ତ

ନୂଆଦିଲ୍ଲୀ: ଦିଲ୍ଲୀରେ କୋଭିଡ ଦ୍ବିତୀୟ ଲହର ବେଳେ କରୋନା ସଂକ୍ରମିତ ତଥା ଗରିବ ଅସହାୟମାନଙ୍କୁ ସୁବିଧା ଯୋଗାଇଦେବା ଲାଗି ପ୍ରଦେଶ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦଳୀୟ ପ୍ରଭାରୀ ବୈଜୟନ୍ତ ପଣ୍ଡା ଏଗୁଡ଼ିକର ସମୀକ୍ଷା…

ଲୋକଙ୍କର ସେବାରେ ସମର୍ପିତ ତହସିଲଦାର ଶ୍ରୀ ମହେନ୍ଦ୍ର ବଢ଼େଇ

ଲୋକଙ୍କୁ ବାଣ୍ଟିଲେ ଖାଦ୍ୟ , ମାକ୍ସ, ଔଷଧ ଓ ଅକ୍ସୀଜେନ ସିଲିଣ୍ଡର ବରଗଡ :- ସଂପ୍ରତି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଳକ ରେ ଯାଉଥିବା ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ରେ ମହାମାରୀ କରୋନା କାୟା ବିସ୍ତାର କରିଛି । ବୁକୁରାମୁଣ୍ଡା ପଞ୍ଚାୟତ ର ଲହଙ୍ଗୀର ଗ୍ରାମ କରୋନା…

ଭଦ୍ରକ ସହରରେ ବିଧାୟକ ସଂଜୀବ ମଲ୍ଲିକଙ୍କ ଦ୍ଵାରା ଖାଦ୍ୟ ବଣ୍ଟନ ।

ଭଦ୍ରକ(ସତ୍ୟଭୂଷଣ ସ୍ବାମୀ):ଭଦ୍ରକ ମେଡିକାଲ ,ଷ୍ଟେସନ ଓ ସହରରେ ବିଧାୟକ ସଂଜୀବ ମଲ୍ଲିକଙ୍କ ଦ୍ଵାରା ଆଜିଠାରୁ ଏକମାସ ଧରି ଅସହାୟ ଓ ଗରିବଙ୍କ ପାଇଁ ନିଶୁଳ୍କ ଭୋଜନ ସେବାର ଶୁଭାରମ୍ଭ କରା ଯାଇଛି । ମୁଖ୍ୟତଃ ଭଦ୍ରକ ଡ଼ାକ୍ତରଖାନାରେ ରୋଗୀ ଓ ସେମାନଙ୍କ ପରିବାର ଏହି ତାଲା ବନ୍ଦ ସମୟରେ ବଜାର…

କରୋନା ଆକ୍ରାନ୍ତଙ୍କୁ ପଦ୍ମପୁର ଚିକିତ୍ସାଳୟରେ ଉପେକ୍ଷା , ଗଛମୂଳେ ରାତି କାଟିଲେ କରୋନା ଆକ୍ରାନ୍ତ !

କରୋନା ଆକ୍ରାନ୍ତ ଙ୍କ ଚିକିତ୍ସା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କୋଭିଡ଼ ହସପିଟାଲ ତଥା କୋଭିଡ଼ କେୟାର ସେଣ୍ଟର ଖୋଲୁଛନ୍ତି ।ହେଲେ କିଛି ଅଧିକାରୀ ଙ୍କ ଖାମଖିଆଲି ମନୋଭାବ ଯୋଗୁଁ କୋଭିଡ଼ ଆକ୍ରାନ୍ତ ମାନେ ଚିକିତ୍ସିତ ହେବାରୁ ବଂଚିତ ହେବା ସହ ବହୁ ଅସୁବିଧା ଭୋଗୁଛନ୍ତି । ରାତି…