ସାଉଦି ଆରବରୁ ଅକ୍ଷୟଙ୍କ ମରଶରୀର ଫେରାଇ ଆଣିବାକୁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ 

ଭୁବନେଶ୍ବର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ସାଉଦି ଆରବରୁ ଅକ୍ଷୟ କୁମାର ଧୀରଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା…

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ

ରାୟଗଡ/ସରୋଜ କୁମାର ସାହୁ:  ଆଗାମୀ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ଓ ସମ୍ଭlବ୍ୟ ବନ୍ୟାବାତ୍ୟା ମୁକାବିଲା କରିବା ନିମନ୍ତେ ଆଜି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷ୍ୟତlରେ ଜିଲ୍ଲା ସ୍ଥରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ୱେବିନlରରେ ଅନୁଷ୍ଠିତ ହୋଇଯାଇଛି l ଏହି…

ଶୁଖିଲା ଖାଦ୍ୟ ଧରି କଣ୍ଟେନମେଣ୍ଟ ଜୋନରେ  ପହଂଚିଗଲେ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ :- ଭଟଲି ବ୍ଲକ ମୂଳବାର ପଂଚାୟତ ରାଉତ ପଡ଼ା ଠାରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ଯୋଗୁଁ ଏହି ଗାଁ ରେ ଏକାଧିକ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହେଲାଣି । ତେଣୁ କରି ଏହି ଗାଁ କୁ  କନଟେନମେଣ୍ଟ ଜୋନ ଭାବରେ ପ୍ରଶାସନ ତରଫରୁ ଘୋଷଣା କରାଯାଇଥିବା ଫଳରେ ଗାଁ ଲୋକେ ଘରୁ ବାହାରି…

ଝାରଖଣ୍ଡର ଜଣେ ବ୍ୟକ୍ତିଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର  

ବରଗଡ :- ସବୁବେଳେ ସମାଜ ସେବାର ସେବା କରିବା ପାଇଁ ଆଗଭର ହୋଇ ବାହାରୁଥିବା ବରଗଡ଼ ଜିଲ୍ଲା ନିଷ୍ଠା ପରିବାର ତରଫ ରୁ ଆଜି ଝାରଖଣ୍ଡ ର ଜଣେ ବ୍ୟକ୍ତିଙ୍କ ଶବଦାହ କରାଯାଇଛି। ମେ ୧୦ ତାରିଖରେ  ଅତି ଦୟନିୟ ଅବସ୍ଥାରେ ବରଗଡ ରେଲୱେ ଷ୍ଟେସନ ପଡାରୁ ଉଦ୍ଧାର ହୋଇଥିଲେ ଜଣେ ବ୍ୟକ୍ତି ବୟସ ପାଖାପାଖି…

ଅତି ଦୁଃଖଦ : ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କର ଜ୍ୟେଷ୍ଠ ପୁତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର, :  ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମଭୂଷଣ ସ୍ବର୍ଗତ  ରଘୁନାଥ ମହାପାତ୍ରଙ୍କ ବଡ ପୁଅ ଯଶୋବନ୍ତ ମହାପାତ୍ରଙ୍କର ଗୁରୁବାର ବିୟୋଗ ଘଟିଛି | ଭୁବନେଶ୍ୱର ଏମ୍ସ ରେ ଚିକିତ୍ସାଧୀନ ଥିବା ଯଶୋବନ୍ତ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଗତକାଲି ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ…

ପୌର ପ୍ରଶାସନ ନିର୍ଦ୍ଦେଶକଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର : ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ ନାୟକଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଶ୍ରୀ ନାୟକଙ୍କୁ ନିଜର ବର୍ତ୍ତମାନ ଦାୟିତ୍ୱ ସହ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା( ଓଡିଶା ଷ୍ଟେଟ ହାଉସିଂ ବୋର୍ଡର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଅନ୍ୟାଦେଶ ବା…

ଜାତୀୟ ଯୁବ କଂଗ୍ରେସ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ।

କଳାହାଣ୍ଡି /ତୁଳମଣି ନାଗ: ଭବାନୀପାଟଣା ସହର ଆସା ସାଗର ନିକଟରେ ରହୁ ଥିବା ଗରିବ ଜାଜାବର୍ ପରିବାର ମାନଙ୍କୁ ଆଜି ଜାତୀୟ ଯୁବ କଂଗ୍ରେସର କଳାହାଣ୍ଡି ଜିଲ୍ଲା ସଭାପତି ସାହୁଲ୍ ମଙ୍ଗରାଜ ଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସଂପାଦକ  ତ୍ରିଲୋଚନ ପାଣିଗ୍ରାହୀ, ଧର୍ମଗଡ଼ ନିର୍ବାଚନ…

ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ଜୁଲୁମ ବନ୍ଦ କରାଯିବା ସହ କିସ୍ତି ଘୁଞ୍ଚାଯାଉ 

 ବାରିପଦା ଏସଏସଜି ଗ୍ରୁପ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି ବାରିପଦା(ଦିଲ୍ଲୀପ ମହାନ୍ତି )- : ବିଶ୍ୱମହାମାରୀ କରୋନାର ଦ୍ଵିତୀୟ ଲହର ମୟୂରଭଞ୍ଜରେ ଆତଙ୍କ ଖେଳାଇ ଦେଇଛି । ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ନିକଟରୁ ଋଣ ନେଇଥିବା ଏସ ଏଏସଜି ଗ୍ରୁପର ଅନେକ ସଦସ୍ୟ ଓ ସେମାନଙ୍କ ପରିବାରର…

ୟୁଏଆଇଏଲ ଜିଲା ପ୍ରଶାସନକୁ ଅମ୍ଳଜାନ ସିଲିଣ୍ଡର ଓ ଜୀବନ ରକ୍ଷାକାରୀ ଉପକରଣ ଦାନକଲା

ଟିକିରି/ଭୁବନେଶ୍ୱର(ସରୋଜ କୁମାର ସାହୁ) :କୋଭିଡ-୧୯ ବିରୋଧୀ ଲଢେଇରେ ନିଜର ନିରଳସ ପ୍ରୟାସରେ ଆଦିତ୍ୟ ବିର୍ଲା ଗ୍ରୁପର ଏକ ୟୁନିଟ୍‍ ଉତ୍କଳ  ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ), ମହାମାରୀ କବଳରୁ ରାୟଗଡ ଜିଲାବାସୀଙ୍କୁ ସୁରକ୍ଷିତ ରଖିବାକୁ ରାୟଗଡା ଜିଲା ସଦର ମହକୁମା ହସପିଟାଲକୁ…

ଯଥାଶୀଘ୍ର ମହାମାରୀରୁ ଲୋକେ ମୁକ୍ତି ପାଆନ୍ତୁ :- ବରିଷ୍ଠ ସାମ୍ବାଦିକ ଶ୍ରୀ ବିଜୟ କୁମାର ସାହୁ

 "ରାତ୍ରି ପ୍ରାୟ ୧୧ଟା । ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନାର ଦୃଶ୍ୟ ।ଶାନ୍ତପୂର୍ଣ ପରିବେଶ ।ଏଭଲି ମହାମାରୀ ସମୟରେ ସମସ୍ତ ଙ୍କ ମନରେ ଗୋଟିଏ ପ୍ରଶ୍ନ ଡାକ୍ତରଖାନା କିଭଲି ଥିବ । ରୋଗୀ ତାଙ୍କ ପରିଜନ , ଭାଇବନ୍ଧୁ ସମସ୍ତେ କିଭଲି ଥିବେ । ଲୋକମାନେ ଜୀବନ ଆକୁଳରେ ଧାଆ…