Sign in
Sign in
Recover your password.
A password will be e-mailed to you.
ସମ କୋଭିଡ ହସ୍ପିଟାଲରେ କରୋନାକୁ ପରାସ୍ତ କଲେ ୯୯ ବର୍ଷୀୟ ବରିଷ୍ଠ ନାଗରିକ
ଭୁବନେଶ୍ୱର:କରୋନା ବିରୁଦ୍ଧ ଯୁଦ୍ଧରେ ବିଜୟୀ ହେଉଛନ୍ତି ବୟୋଜ୍ୟେଷ୍ଠ | ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଉଛନ୍ତି ଜଣକ ପରେ ଜଣେ ବରିଷ୍ଠ ନାଗରିକ | ଏହି କ୍ରମରେ ବୁଧବାର ଜଣେ ୯୯ ବର୍ଷୀୟ ବୃଦ୍ଧ କରୋନା ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |
ଭୁବନେଶ୍ୱର ସହିଦନଗର ଅଂଚଳର ମୁରଲୀଧର ଦାସ…
ଆଦିବାସୀ ବହୁଳ ଗାଇବା ଗ୍ରାମସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଜିଲ୍ଲାର ୧୧ ଟି କେନ୍ଦ୍ରରେ ୪୫ ବର୍ଷରୁ…
https://www.youtube.com/watch?v=jT29dW8PbaA
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଗ୍ରାମାଞ୍ଚଳ ତଥା ଆଦିବାସୀ ବହୁଳ ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସମେତ ଜିଲ୍ଲାର ୧୧ ଟି କେନ୍ଦ୍ରରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର…
ଗରିବଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲେ ବ୍ୟବସାୟୀ ଶମ୍ଭୁ ଆଚାରୀ
ବ୍ୟବସାୟୀ ଶମ୍ଭୁ ଆଚାରୀ ସାଙ୍ଗକୁ ଦିନକୁ ଦିନ ଲକଡାଉନ ରାଜ୍ୟରେ ବଢିବାରେ ଲାଗିଛି। ଲୋକେ ଜୀବିକା ହରାଇ ଦୟନୀୟ ଭାବେ ଜୀବନଯାପନ କରୁଛନ୍ତି । ବହୁ ଗରୀବ ପରିବାରର ଲୋକଙ୍କ ଅବସ୍ଥା କହିଲେ ନସରେ । ଏଭଳି ବିପତ୍ତି ସମୟରେ ମୋହନା ସହରର ଯୁବ ବ୍ୟବସାୟୀ ଶମ୍ଭୁ ଆଚାରୀ ନିହାତୀ ଗରୀବ ଶ୍ରେଣୀର…
ରା-ଉଦୟଗିରି ଥାନାରେ ନୂତନ ଆଇଆଇସି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରା.ଉଦୟଗିରି ଥାନାରେ ପୂର୍ବରୁ ଥିବା ଥାନା ଅଧିକାରିଣୀ ମମତା ନାୟକ ପଦୋନ୍ନତି ପାଇ ଗଞ୍ଜାମ ଜିଲ୍ଲାକୁ ବଦଳି ହୋଇଥିବା ବେଳେ ତାଙ୍କରି ସ୍ଥାନରେ ଖୋର୍ଦ୍ଧା ଜିଲ୍ଲାରେ ଥାନା ଏସ୍ଆଇ ଥିବା ରବିନ୍ଦ୍ର ପଣ୍ଡା ପଦୋନ୍ନତି ପାଇ…
କୋରୋନା କାଳରେ ଶିଶୁ ମାନଙ୍କର ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ ଅଭିଭାବକ : – ବିଧାୟକ
ପଲ୍ଲୀ ଆଲୋକ ପାଠାଗାର ତରଫରୁ ରିଲିଫ ବଣ୍ଟନ
ବରଗଡ :- ବରଗଡ ଜିଲ୍ଲାର ଗ୍ରାମାଞ୍ଚଳ ଗୁଡିକରେ ଇତି ମଧ୍ୟରେ ମହାମରୀ କାୟା ବିସ୍ତାର କରିବାରେ ଲାଗିଛି । ସଚେତନତାର ଅଭାବ ହେଉ କି ଅପହଞ୍ଚ ସ୍ଵସ୍ଥ ସେବା କିମ୍ବା ଆର୍ଥିକ ଅସୁବିଧା , ଅନେକ କାରଣ ରହିଛି ଲୋକଙ୍କୁ ମହାମାରୀର ଶିକାର ହେବାର ।…
ହାଇକୋର୍ଟ 20ରୁ ଛୁଟି
କଟକ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି, କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସର୍ବୋପରି ହାଇକୋର୍ଟର କର୍ମଚାରୀ ଆକ୍ରାନ୍ତ ହେବା ଘଟଣାକୁ ଦୃଷ୍ଟିରେ ରଖି ହାଇକୋର୍ଟ ମେ 20 ରୁ ମେ 27 ପର୍ଯ୍ୟନ୍ତ ଛୁଟି ରହିବ । ହାଇକୋର୍ଟ ପକ୍ଷରୁ ଏଥିନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ…
ଯୁକ୍ତ-୨ ଶିକ୍ଷାନୁଷ୍ଠାନଗୁଡ଼ିକର ପୃଥକୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ…
ଭୁବନେଶ୍ୱର(ଶାସକ ପ୍ରଶାସକ): ଯୁକ୍ତ-୨ ଶିକ୍ଷାକୁ ଉଚ୍ଚଶିକ୍ଷା ବିଭାଗରୁ ପୃଥକ କରାଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ମିଶ୍ରଣ କରାଯାଇଥିବାବେଳେ ଯୁକ୍ତ-୨ ଶିକ୍ଷାନୁଷ୍ଠାନଗୁଡ଼ିକୁ ଡିଗ୍ରୀ କଲେଜରୁ ପୃଥକୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ…
ମେଡିକାଲ ଭ୍ୟାନ ଉଦଘାଟନ କଲେ ବୈଜୟନ୍ତ ପଣ୍ଡା
ନୂଆଦିଲ୍ଲୀ : କରୋନା ସଂକ୍ରମିତଙ୍କ ନିକଟରେ ମାସ୍କଠାରୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ ସବୁ ପ୍ରକାର ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନୂଆଦିଲ୍ଲୀର ଶାନ୍ତି ନିକେତନଠାରେ ମେଡିକାଲ ଭ୍ୟାନ ସେବାର ଉଦଘାଟନ କରିଛନ୍ତି। ଏହି ଭ୍ୟାନ କୋଭିଡ…
ଜଳ ନିଷ୍କାସନ ଓ ରୋଗ ପ୍ରତିରୋଧ ପାଇଁ ପଦକ୍ଷେପ ନିଅ
ବର୍ଷାଋତୁ ପୂର୍ବରୁ ଜିଲ୍ଲା ଓ ପୌର ପ୍ରଶାସନଗୁଡିକୁ ନିର୍ଦ୍ଦେଶ
ଭୁବନେଶ୍ୱର : ଆସନ୍ତା ବର୍ଷାଋତୁରେ ସହରାଞ୍ଚଳରେ ଯେଭଳି କୃତ୍ରିମ ବନ୍ୟା କିମ୍ବା ଜଳବନ୍ଦୀ ଅବସ୍ଥା ସୃଷ୍ଟି ନହେବ ସେଥିପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିସ୍ତୃତ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହେବା ସହିତ…
ଦେବଦୁତ ସାଜିଲେ ଦେବଦତ୍ତ
ବିରମହାରାଜପୁର : (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳଙ୍କ ପିଏସଓ (ବ୍ୟକ୍ତିଗତ ସୁରକ୍ଷାକର୍ମୀ) କରୋନାର ତିରୋଟ କାଳରେ ଜଣେ ଶିଶୁକୁ ରକ୍ତଦାନ କରି ଦେବଦୁତ ସଦୃଶ କାର୍ଯ୍ୟ କରିଛନ୍ତି | ମହାମାରୀ ସମୟରେ ସବୁ ଆଡେ ରକ୍ତ ର ଅଭାବ ପରିଲକ୍ଷିତ ହେଉଛି | ସେହି ସମୟରେ …