Sign in
Sign in
Recover your password.
A password will be e-mailed to you.
ଗଡିଲା କୋଭିଡ ସଚେତନତା ରଥ
ସୋହେଲା, (ଶାସକପ୍ରଶାସକ)-ମହାମାରୀ କରୋନାର ମୁକାବିଲା ପାଇଁ ବରଗଡ ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ କୋଭିଡ ସଚେତନତା ରଥ ବାହାରିଛି । ଗତକାଲି ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ଶ୍ରୀ ସଂଜୟ କୁମାର ସାହୁ ଏହି ରଥକୁ ଉଦଘାଟନ କରିଥିଲେ । ଆଜି ଏହି ରଥ ସୋହେଲା…
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ : ଆତଙ୍କିତ ନ ହେବା କୁ ପରାମର୍ଶ ।
ଆମର ସିଦ୍ଧାନ୍ତ ହେଉଛି ‘ସବୁ ଜୀବନ ମୂଲ୍ୟବାନ’, ତେଣୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ଉପରେ ଗୁରୁତ୍ବ – ମୁଖ୍ୟମନ୍ତ୍ରୀ
ତ୍ରୁଟିଶୂନ୍ୟ ପ୍ରସ୍ତୁତି ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ରାଜ୍ୟ ମଧ୍ୟରେ ତଥା ରାଜ୍ୟ ବାହାରକୁ…
ସଂକ୍ରମିତ ଙ୍କର ସଂଖ୍ୟା ବଢୁଥିବା ବେଳେ ଲୋକ କିନ୍ତୁ ଅମାନିଆ
ଦେବଦୂତ ସାଜି ସଂକ୍ରମିତ ଲୋକଙ୍କୁ ସହଯୋଗର ହାତ ବଢ଼େଇଲେ ତହସିଲଦାର ମହେନ୍ଦ୍ର ବଢ଼େଇ
ବରଗଡ :- ବରଗଡ଼ ଜିଲ୍ଲାରେ ରେ କୋରୋନା ସଂକ୍ରମଣ ବର୍ତ୍ତମାନ ସୁଦ୍ଧା ନିୟନ୍ତ୍ରଣ ବାହାରେ ରହିଛି । ପ୍ରତ୍ୟେକ ଦିନ ନୂଆଁ ନୂଆଁ ଗ୍ରାମରୁ ସଂକ୍ରମଣ ର ଖବର ହସ୍ତଗତ ହେଉଥିବା ବେଳେ ଲୋକେ ଅମାନିଆ ।…
ସମ୍ଭାବ୍ୟ ସାମୁଦ୍ରିକ ଝଡବାତ୍ୟା “ୟଶ୍” ର ମୁକାବିଲା ନିମିତ୍ତ ସମୀକ୍ଷା ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ଦିନରେ ହେବାକୁ ଥିବା ସମ୍ଭାବ୍ୟ ଝାଡ଼ବାତ୍ୟା ଓ ପ୍ରବଳ ବର୍ଷାକୁ ଆଖିଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ…
ରାଜ୍ୟ କୋଭିଡ ଡ୍ୟାସବୋର୍ଡରେ ‘Covid-19 Test Report’ ସୁବିଧାର ଶୁଭାରମ୍ଭ ।
ମୋବାଇଲ ରୁ ମିଳିବକୋଭିଡ ପରୀକ୍ଷା ରିପୋର୍ଟ
ରିପୋର୍ଟ ପାଇଁ ପରୀକ୍ଷା କେନ୍ଦ୍ର ଯିଵା ଦରକାର ନାହିଁ
ଭୁବନେଶ୍ୱର:ଲୋକମାନଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରିଛନ୍ତି। କୋଭିଡ-୧୯…
ପଦ୍ମପୁର ସବ୍ ଜେଲରେ ୮୩ ଜଣଙ୍କଠାରେ ପଜିଟିଭ ଚିହ୍ନଟ , ୫ ସିସିସିରେ ଭର୍ତ୍ତି
ବରଗଡ଼ ― ବରଗଡ଼ ଜିଲ୍ଲା ରେ ପ୍ରତ୍ୟେକ ଦିନ କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଲେ ଲକଡାଉନ ଆରମ୍ଭ ଦିନଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲା ର ସକ୍ରିୟ ଆକ୍ରାନ୍ତ ଙ୍କ ସଖ୍ଯା ତିନିହଜାର ରୁ କମିବାର ନା ଧରୁନଥିବା ରୁ ଲୋକଙ୍କ ମନରେ ଭୟ ବଢ଼ିବାରେ ଲାଗୁଛି ଏଭଲି ସମୟରେ ପଦ୍ମପୁର ସବ୍ ଜେଲ…
ବରଗଡ ଜିଲ୍ଲା କୃଷକ ମୋର୍ଚା ତରଫରରୁ ପାଇକମାଳର ନୂତନ ପିଏଚସି ଠାରେ “ହେଲ୍ପ ଡେକ୍ସ” ଉଦ୍ଘାଟିତ
ପଦ୍ମପୁର : ବରଗଡ ଜିଲ୍ଲା କୃଷକ ମୋର୍ଚା ତରଫର ରୁ ପାଇକମାଳର ନୂତନ ପିଏଚସି ଠାରେ ଖୋଲାଯାଇଥିବା କରୋନା ରୋଗୀଙ୍କ ସହାୟକ ପାଇଁ ରାଜ୍ୟ କୃଷକ ମୋର୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ଉପସ୍ଥିତରେ "ହେଲ୍ପ ଡେକ୍ସ" ଭରଚୁଆଲ ମାଧ୍ୟମରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା ଓ କୃଷକ…
ସ୍ୱର୍ଗତ ରାଜୀବ ଗାନ୍ଧୀ ଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସଚେତନତା…
ପଦ୍ମପୁର- ଭାରତ ବର୍ଷର ମହାନନେତା ସ୍ୱର୍ଗତ ରାଜୀବ ଗାନ୍ଧୀ ଙ୍କ ଶ୍ରାଦ୍ଧ ଦିବସ ଅବସରରେ ପଦ୍ମପୁର ସ୍ଥିତ ଜନଗହଳି ପୂର୍ଣ୍ଣ ଭେଉଁରିଆ ଛକ ଠାରେ ଟାଉନ କଂଗ୍ରେସ,ବ୍ଳକ କଂଗ୍ରେସ ର ମିଳିତ ଉଦ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି lସଂପ୍ରତି ମହାମାରୀ କରୋନା ରୁ ମୁକ୍ତି ପାଇବା…
ବାତ୍ୟା ମୁକାବିଲା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏସ୍ଓପି ଜାରି
ପ୍ରଭାବିତ ଆଶଙ୍କା ଥିବା ପୌରାଞ୍ଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପର ପ୍ରଭାବ ଆସନ୍ତା ୨୪ତାରିଖରୁ ଓଡିଶାରେ ପଡିବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର…
ବୁଗୁଡା ବିଜେଡି ପକ୍ଷରୁ ମାଗଣା ରନ୍ଧାଖାଦ୍ୟ ବଣ୍ଟନ
ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) : ବୁଗୁଡା ବିଜୁ ଜନତା ଦଳ ପକ୍ଷରୁ ମଇ ୨୧ ତାରିଖ ଠାରୁ କୋଭିଡ କଟକଣା ଲାଗି ରହିଥିବା ପର୍ଯ୍ୟନ୍ତ ଅସହାୟ ଓ ଗରିବ ବ୍ୟକ୍ତିମାନଙ୍କୁ ମାଗଣା ରାନ୍ଧଖାଦ୍ୟ ଯୋଗାଇ ଦେବା କାର୍ଯ୍ୟକ୍ରମକୁ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ…