Sign in
Sign in
Recover your password.
A password will be e-mailed to you.
“ୱାନ ଡିଷ୍ଟ୍ରିକ୍ଟ – ୱାନ କୋଭିଡ୍-୧୯ ହେଲ୍ପ ଡେସ୍କ” ଆଧାରରେ ସମଗ୍ର ଦେଶରେ କୃଷକ ମୋର୍ଚ୍ଚାର ୮୨୪ଟି ହେଲ୍ପ ଡେସ୍କର…
କରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ କୃଷକ ମୋର୍ଚ୍ଚାର ଅଗଣିତ କାର୍ଯ୍ୟକର୍ତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ : ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା
ଭୂବନେଶ୍ୱର : କରୋନା ସଂକ୍ରମଣ ୨ୟ ଲହରରେ ଦେଶର ଗ୍ରାମାଂଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି । ଗ୍ରାମାଂଚଳରେ ଟେଷ୍ଟିଂ,…
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆମେ ପ୍ରସ୍ତୁତ : ସ୍ୱତନ୍ତ୍ର ରିଲିଫ୍ କମିଶନର
ସରକାରଙ୍କ ପକ୍ଷରୁ ନିଆଯାଉଅଛି ସମସ୍ତ ପଦକ୍ଷେପ
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ସମୟରେ ସ୍ଥାନାନ୍ତରଣ, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ପୁନରୁଦ୍ଧାର ଇତ୍ୟାଦି କାର୍ଯ୍ୟ ସଂପୃକ୍ତ ବିଭାଗ ପକ୍ଷରୁ ସୂଚାରୁ ରୂପେ ସଂପୂର୍ଣ୍ଣ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଅଛି ବୋଲି…
ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀଯୁକ୍ତ ଦାସରଥି…
ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର, : ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଉପକୂଳ ଓଡ଼ିଶାରେ ଆସନ୍ତା ସପ୍ତାହରେ ପ୍ରବଳ ବର୍ଷା ହୋଇପାରେ। ଏହି ଲଘୁଚାପ ଘୂର୍ଣ୍ଣିଝଡ଼ ରେ ପରିଣତ ହେଲେ ମେ ୨୬ ତାରିଖରେ ଏହା ଓଡିଶା-ପଶ୍ଚିମ ବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଶିକ୍ଷା…
ଓଡ଼ିଶା ଛତିଶଗଡ଼ ସୀମାନ୍ତବର୍ତୀ ଅଞ୍ଚଳରେ ବିପୁଳ ପରିମାଣର ବିଦେଶୀ ମଦ ଜବତ।
ଝାରବନ୍ଧ-ଶାସକ ପ୍ରଶାସକ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳରେ ବେଆଇନ ବିଦେଶୀ ମଦ କାରବାର ଦିନ କୁ ଦିନ ବୃଦ୍ଧି ପାଇବା ଚିନ୍ତା ର କାରଣ ହୋଇଛି।ରାଜ୍ୟ ରେ ଲକଡାଉନ ଚାଲିଥିବା ହେତୁ ବିଦେଶୀ ମଦ ଛତିଶଗଡ଼ ପଟରୁ ଗଳା ବାଟ ଦେଇ ଆଣି ଅଞ୍ଚଳ ରେ ଚଢା ଦର ରେ ବିକ୍ରି ହେଉଛି।…
୧୨ ଦିନର ଶିଶୁର ଜୀବନ ବଂଚାଇଲେ ଡାକ୍ତର
ସମରେ ବିରଳ ଅସ୍ତ୍ରୋପଚାର
ଭୁବନେଶ୍ୱର, ୨୧/୫: ଏକ ଜଟିଳ ଅସ୍ତ୍ରୋପଚାର ଦ୍ୱାରା ବିରଳ ଜନ୍ମଗତ ତ୍ରୁଟି ଥିବା ମାତ୍ର ୧୨ ଦିନର ନବଜାତ ଶିଶୁର ଜୀବନ ବଂଚାଇବାରେ ସକ୍ଷମ ହୋଇପାରିଛନ୍ତି ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲର ଡାକ୍ତର |
ଶିଶୁଟିର ଜନ୍ମରୁ ହିଁ…
ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର ନେଲେ ଗୁରୁତ୍ୱପୂର୍ଣ ବୈଠକ
ପ୍ରଭାବିତ ହେବାର ସମ୍ଭାବନା ଥିବା ଜିଲ୍ଲାଗୁଡିକର ଜିଲ୍ଲାଧିକାରୀଙ୍କ ସହ ପ୍ରାକ୍ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଆଲୋଚନା
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ସାମ୍ନା କରିବା ପାଇଁ ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପ୍ରଦୀପ ଜେନା ରାଜ୍ୟର…
ବାତ୍ୟା ଆଶ୍ରୟସ୍ଥଳୀର କ୍ଷେତ୍ରୀୟ ଅନୁଧ୍ୟାନ କଲେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀ
ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟାକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ମୁକାବିଲା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ବାତ୍ୟା ପୂର୍ବରୁ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକୁ ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ରୀୟ…
କରୋନା ଯୁଦ୍ଧରେ ହାରିଗଲେ ଅପରାଜିତା
ସମସ୍ତଙ୍କୁ ସେବା ବାଣ୍ଟୁଥିଲେ, ନିଜେ କରୋନାର ଶିକାର ହେଲେ
ବାରିପଦା,(ଦିଲ୍ଲୀପ ମହାନ୍ତି) - ସମସ୍ତଙ୍କୁ ସେବା ବାଣ୍ଟୁଥିଲେ। ମାତ୍ର ନିଜେ ମହାମାରୀ ର ଶିକାର ହୋଇଗଲେ। ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲର ଅସ୍ଥାୟୀ ସ୍ୱାସ୍ଥ୍ୟ…
ମୋ ବୁଥ- କରୋନା ମୁକ୍ତ’ ଅଭିଯାନର ମଙ୍ଗ ଧରିବାକୁ ଯୁବବର୍ଗଙ୍କୁ ଅନୁରୋଧ କଲେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି
ଭୁବନେଶ୍ୱର, : କରୋନା ମହାମାରୀ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଟ୍ରେସିଂ,ଟେଷ୍ଟିଂ ଓ ଟ୍ରିଟମେଂଟ୍କୁ ଗୁରୁତ୍ୱ ଦେଇ ଆସୁଛନ୍ତି । ଗତକାଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ…