ଗଞ୍ଜେଇ ଚାଲାଣ ବେଲେ ଧରିଲା ପଦ୍ମପୁର ପୋଲିସ ।

 ଦଶ କେଜି ଗଞ୍ଜେଇ ଜବତ, ତିନି ଜଣ କୋର୍ଟ ଚାଲାଣ । ପଦ୍ମପୁର-ମହାମାରୀ କରୋନା ରେ ସମଗ୍ର ପଦ୍ମପୁର ଉପଖଣ୍ଡ ସଟଡାଉନ ଥିବାବେଳେ ଏଇ ମୈାକା ରେ ଏକ ସୁଇପ୍ଟ ଡିଜାୟାର ଗାଡ଼ିରେ ଗଞ୍ଜେଇ କାରବାର କରୁଥିବା ସମୟ ରେ ତିନିଜଣ ଗଞ୍ଜେଇ ବେପାରୀ କୁ କାବୁ କଲା ପଦ୍ମପୁର ପୋଲିସ l ଏ ସମ୍ପର୍କରେ…

ଲୋକଙ୍କୁ ସଚେତନ କରେଇବା ସହିତ ରିଲିଫ ବାଣ୍ଟିଲେ ଆଇନ ସେବା ପ୍ରାଧିକରଣ ଓ ସ୍ବେଛାସେବୀ

ବରଗଡ :- କୋରୋନା ମହାମାରୀ ସମୟରେ ଲୋକଙ୍କର ସମ୍ମୁଖରେ ମହାମାରୀକୁ ରୋକିବା ଓ ଜୀବିକା ଏହି ଦୁଇ ଗୋଟି ମୁଖ୍ୟ ସମସ୍ୟା ରହିଛି । ମୁଖ୍ୟତଃ ଗରିବ , ଦିନମଜୁରିଆ ଲୋକଙ୍କ ପାଇଁ ବର୍ତ୍ତମାନ ର ସମୟ ଅତ୍ୟନ୍ତ କଷ୍ଟକର ହୋଇ ପଡିଛି । ଦେଶର ଅଧିକାଂଶ ସ୍ଥାନରେ ବର୍ତ୍ତମାନ ଲକଡାଉନ କିମ୍ବା ସଟଡାଉନ ।…

ଓସିସିଏଲର ପ୍ରତିଷ୍ଠା ଦିବସ ପାଳିତ 

ଭୁବନେଶ୍ୱର : ଓଡିଶା କନ୍ଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡ୍(ଓଡିଶା ନିର୍ମାଣ ନିଗମ ଲିଃ.)ର ପ୍ରତିଷ୍ଠା ଦିବସ ଗତକାଲି ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ  ହୋଇଯାଇଛି ।  ଏହି ଦିବସରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଜଳ ସମ୍ପଦ, ସୂଚନା ଓ  ଲୋକସମ୍ପର୍କ ମନ୍ତ୍ରୀ  ଶ୍ରୀ ରଘୁନନ୍ଦନଦ ଦାସ ଯୋଗଦେଇ…

ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର : ଆରକ୍ଷୀ ଅଧିକ୍ଷକ କନ୍ଧମାଳଙ୍କୁ ଦାବିପତ୍ର ପ୍ରଦାନ 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଗତ ୧୮/୦୫/୨୦୨୧ ତାରିଖ କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଏସଆଇ ଦୀପକ ସାମନ୍ତ ସିଂହାର ଗଣମାଧ୍ୟମକୁ ଦୁର୍ବ୍ୟବହାର କରିଥିବା ପ୍ରତିବାଦରେ ଆଜି ଗଣମାଧ୍ୟମ ସଂଘ କନ୍ଧମାଳ ପକ୍ଷରୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଘୁ.ଉଦୟଗିରିଙ୍କ ଜରିଆରେ ଆରକ୍ଷୀ ଅଧିକ୍ଷକ…

କରୋନା ମହାମାରୀ ସମୟରେ ମଣିଷପଣିଆ ଦେଖାଇଲେ ମହିଳା ମହାସଂଘର ସଦସ୍ୟା

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) କୋରୋନା କାଳରେ ମାନବିକତା ଦେଖାଇଲେ ମହିଳାଳା ସଂଘ। ସ୍ୱାମୀଙ୍କ ମୃତ୍ୟୁ ପରେ ଦଶାହ କାର୍ଯ୍ୟ କରିବା ପାଇଁ କାଣିକଉଢି ଟିଏ ନଥିବା ଜଣେ ଅସହାୟ ମହିଳାଙ୍କୁ ଗାଁ ମହିଳାସଂଘ ପକ୍ଷରୁ ଗାଁସାରା ବୁଲିବୁଲି ଜଣଙ୍କ ପିଛା ଅଧା କେଜି ଚାଉଳ ଓ ୧୦ଟଙ୍କା ଲେଖାଏଁ…

ମଦ ବ୍ୟବସାୟୀଙ୍କ ଉପରୁ ଫି ଛାଡ଼ ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ

ଆସନ୍ତାକାଲି ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଭାବେ ଘଣ୍ଟିକିଆ ଧାରଣା ଦେବେ ମହିଳା,ଯୁବ ଓ ଛାତ୍ର କଂଗ୍ରେସ ନେତୃବୃନ୍ଦ ଭୁବନେଶ୍ୱର-ଗତ ଦୁଇଦିନ ତଳେ ରାଜ୍ୟ ସରକାର କ୍ୟାବିନେଟ ବୈଠକରେ ମଦ ବ୍ୟବସାୟୀଙ୍କ ଉପରୁ ଜୁନ ୨୦୨୦ ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ପର୍ଯ୍ୟାୟ…

ସୁସ୍ଥ ହୋଇ ଫେରିବା ପରେ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ପ୍ରତାପ ଜେନା 

ଭୁବନେଶ୍ୱର (ଶାସକ ପ୍ରଶାସକ): କରୋନାରେ ଆକ୍ରାନ୍ତ ହୋଇ ୧୮ଦିନର ଚିକିତ୍ସାପରେ ସୁସ୍ଥ ହୋଇ ଫେରିଛନ୍ତି ପଞ୍ଚାୟତିରାଜ, ନଗର ଉନ୍ନୟନ-ଗୃହ ନିର୍ମାଣ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା | ସେ ଆଜି ସୁସ୍ଥ ହୋଇ ଫେରିବା ପରେ ସମସ୍ତଂଙ୍କୁ ଜଣାଇଛନ୍ତି କୃତଜ୍ଞତା |  ସେ ଟୁଇଟ କରି ଆଜି ଉଲ୍ଲେଖ…

ବୁଲା ଗାଈ ଗୋରୁ ଓ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ସହାୟତା

ଦ୍ବିତୀୟ ପର୍ଯ୍ୟାୟରେ ପଞ୍ଚାବନ ଲଷ ଟଙ୍କା ସହାୟତା  ମଞୁର । ଭୁବନେଶ୍ୱର :କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ  ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି  । ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର  ଆଦି ପ୍ରାଣମାନେ  ଖାଦ୍ୟ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ଏହାକୁ…

କୋଭିଡ୍-୧୯ ଦ୍ୱିତୀୟ ଲହରୀ ଉପରେ ସଚେତନତା ପାଇଁ ଲୋକାର୍ପିତ ହେଲା ସଚେତନତା ରଥ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ମିଳିତ ସହଯୋଗରେ କୋଭିଡ୍-୧୯ ମହାମାରୀର ଦ୍ୱିତୀୟ ଲହରୀର ଭୟାବହତା ଉପରେ ତୃଣମୂଳ ସ୍ତରରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସଚେତନତା ରଥର ଲୋକାର୍ପଣ…

ଭେଣ୍ଟିଲେଟର ଯୋଗାଣ ସଂକ୍ରାନ୍ତରେ ବିଜେପି ଅଜ୍ଞ: ବିଜେଡି

ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ଭେଣ୍ଟିଲେଟରଗୁଡ଼ିକ ବିଷୟରେ ବିଜେପି ନେତା ଗୋଲକ ମହାପାତ୍ର ସମ୍ପୂର୍ଣ୍ଣ ଭାବେ ଅବଗତ ନାହାନ୍ତି । ସୋସିଆଲ ମିଡିଆରେ ସେ ରଖିଥିବା ମନ୍ତବ୍ୟରୁ ଏହା ବାରିହୋଇ ପଡୁଛି । ଯଦି ସେ ଏହି ବିଷୟରେ ଜାଣିଥାନ୍ତେ, ତେବେ ସେ ଏଭଳି…