ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଓଡିଶାର ୮.୧୭ ଲକ୍ଷ ଲାଭାର୍ଥୀଙ୍କୁ ମିଳିବ ପକ୍କା ଘର – ଧର୍ମେନ୍ଦ୍ର…

୨୦୨୧-୨୨ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଓଡିଶାକୁ ଘର ଆବଟଂନ ନୂଆଦିଲ୍ଲୀ/ଭୁବନେଶ୍ୱର- ୨୦୨୧-୨୨ ଆର୍ଥିକ  ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ଓଡ଼ିଶାର ୮ ଲକ୍ଷ ୧୭ ହଜାର ୫୧୩ ଜଣ ଲାଭାର୍ଥୀଙ୍କ ସମେତ ସାରାଦେଶରେ ୬୧.୮୪ ଲକ୍ଷ ଆର୍ଥିକ ଦୁର୍ବଳ…

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଆତ୍ମହତ୍ୟା ପାଇଁ ପ୍ରବର୍ତାଇଥିଲେ ଘର ମାଲିକ

ପ୍ରେମରେ ସ୍ୱୀକୃତି ଦାବି କରି ଚାଲିଗଲା ଯୁବତୀଙ୍କ ଜୀବନ ଘର ମାଲିକ ଗିରଫ, ପୁଲିସ ତଦନ୍ତରେ ମାନିଲେ ବୁଢ଼ାବଳଙ୍ଗ ନଦୀରୁ ମିଳିଲା ମୃତ ଯୁବତୀଙ୍କ ମୋବାଇଲ ବାରିପଦା/ ଦିଲ୍ଲୀପ ମହାନ୍ତି : ବିବାହିତ ପୁରୁଷ ସହିତ ପ୍ରେମ ସମ୍ପର୍କ ଏବଂ ପରେ ସ୍ବୀକୃତି ପାଇବାରେ ବିଫଳତା…

ଜଗଦଲପୁର ପୋଲିସ ପକ୍ଷ ରୁ ଯାଞ୍ଚ କଡାକଡି

ଝାରବନ୍ଧ-ମନୋହର ଦାଶ:କରୋନା ର ସଂକ୍ରମଣ କୁ ରୋକିବା ପାଇଁ ମାସ୍କ ହିଁ ଏକ ମାତ୍ର ଅସ୍ତ୍ର  ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଧିକାରୀ ବିରବର ଭଗତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଧଉରାଭଟା ଛକ ,ଲଉଡିଧରା ଛକ,ଧୂମାଭଟା,ନିଲଜିପତ୍ରା,ବଡ଼କଞ୍ଜ।ରୀ ଛକ ଆଦି…

ସୋମବାର  ଅବପାତ ନେଇପରେ ସାମୁଦ୍ରିକ ଝଡର ରୂପ : ଏସଆରସି 

ଭୁବନେଶ୍ୱର : ଭାରତୀୟ ପାଣିପାଗ ସଂସ୍ଥାର ସୂଚନା ଆଧାରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଅବପାତ ରୂପ ନେଇଛି । ଆସନ୍ତା କାଲି ସନ୍ଧ୍ୟାରେ ଏହା ସାମୁଦ୍ରିକ ଝଡରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍‍ କମିଶନର…

ବାତ୍ୟା ମୁକାବିଲା ପ୍ରସ୍ତୁତି ସଂକ୍ରାନ୍ତରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୀକ୍ଷା

କରୋନାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ପରାମର୍ଶ ଭୁବନେଶ୍ୱର, - : ରାଜ୍ୟ ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଆଇନ୍‍ ମନ୍ତ୍ରୀ ପ୍ରତାପ ଜେନା ଆଜି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହାର ପ୍ରସ୍ତୁତି ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି । ଭର୍ଚୁଆଲ…

ବୁଦ୍ଧିଷ୍ଟ ସୋସାଇଟି ମହାସଂଘ ରାଜ୍ୟ ଅଧ୍ୟକ୍ଷ ଭାବେ ଡ଼ଃ.କୁମୁଦ ଚନ୍ଦ୍ର ବେହେରା ମନୋନୀତ।

ବୁଗୁଡା: ବିଶିଷ୍ଟ ସମାଜସେବୀ ତଥା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଇଣ୍ଡିଆ ର ନିର୍ଦ୍ଦେଶକ ଡକ୍ଟର କୁମୁଦ ଚନ୍ଦ୍ର ବେହେରା, ଭାରତୀୟ ବୁଦ୍ଧିଷ୍ଟ ସୋସାଇଟି ମହାସଂଘର ଓଡିଶା ରାଜ୍ୟ ଅଧ୍ୟକ୍ଷ ଭାବେ କେନ୍ଦ୍ରୀୟ କମିଟି ଦ୍ୱାରା ମନୋନୀତ ହୋଇଥିବା ଜଣାପଡିଛି। ଶ୍ରୀ ବେହେରା କିଛିଦିନ ପୂର୍ବେ ବୌଦ୍ଧ…

ଭଦ୍ରକରେ ସ୍ୱତନ୍ତ୍ର ରିଲିଫ କମିଶନର ; ସମ୍ଭାବ୍ୟ ବାତ୍ୟା ‘ୟଶ’ ର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା…

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ) ;ଭଦ୍ରକରେ ବାତ୍ୟାର ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କରାଯାଇଛି l ଏହି ବୈଠକରେ ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ଏହି ଉପଲକ୍ଷେ ସ୍ୱତନ୍ତ୍ର ରିଲିଫ କମିଶନର ବାଲେଶ୍ୱରରୁ ଭଦ୍ରକ ଆସି ବାତ୍ୟା…

କେମିତି ବଞ୍ଚିବେ ଲୋକ :ସଂକ୍ରମିତ ଙ୍କର ଗାଁରେ ନଳକୂପ ଅଚଳ

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ର କଲୋନୀ ପଡା ବର୍ତ୍ତମାନ କୋରୋନା ର ଗଡ଼ ପାଲଟିଛି । କେବଳ ଏହି ପଡାରେ ଚାଳିଶ ରୁ ଉର୍ଦ୍ବ ସଂକ୍ରମିତ ବର୍ତ୍ତମାନ ଗୃହ ସଂଗରୋଧ ରେ ଅଛନ୍ତି । ଗତକାଲି ସ୍ଥାନୀୟ ପ୍ରଶାସନ ଏହି ପଡାକୁ କଣ୍ଟେନମେଣ୍ଟ ଯୋନ ଭାବରେ ଘୋଷଣା ମଧ୍ୟ…

ସଟଡାଉନ ଦ୍ୱିତୀୟ ଦିନରେ ଅମାନିଆଙ୍କୁ ତାଗିଦ୍ କଲେ ଉପଜିଲ୍ଳାପାଳ

ମାସ୍କ ନ ପିନ୍ଧିବା ଓ ବାହାରେ ବୁଲିବାକୁ ନେଇ ଜୋରିମାନା ଆଦାୟ ରାୟଗଡ/ସରୋଜ କୁମାର ସାହୁ: ମହାମାରୀ କରୋନା ମୁକାବିଲାକୁ ନେଇ ଲାଗୁ କରାଯାଇଥିବା ଲକଡାଉନ,ସଟଡାଉନ କଟକଣା ଓ କୋଭିଡ୍ ପ୍ରେଟୋକଲକୁ ରାୟଗଡ ସହରବାସୀ କିପରି ଭାବେ ପାଳନ କରୁଛନ୍ତି ସେ ନେଇ  ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ…

ପିଏମ୍ କେୟାର୍ସ ଫଣ୍ଡରୁ  ପୁଣି ଓଡିଶାର ୮ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ପିଏସଏ ମେଡ଼ିକାଲ ଅକ୍ସିଜେନ ପ୍ଲାଂଟ୍ –…

ନୂଆଦିଲ୍ଲୀ/ଭୁବନେଶ୍ୱର - ପିଏମ କେୟାର୍ସ ଫଣ୍ଡରୁ ପୁଣି ଓଡ଼ିଶାର ୮ଟି ଜିଲ୍ଲାରେ ପ୍ରେସର ସ୍ୱିଙ୍ଗ ଆଡ଼ଜର୍ପସନ (ପିଏସଏ) ମେଡ଼ିକାଲ ଅକ୍ସିଜେନ  ପ୍ଲାଂଟ୍ ପ୍ରତିଷ୍ଠାକରିବା ପାଇଁ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ା.…