ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାରାଜ୍ୟ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ନାମ ତାଲିକା ଘୋଷଣା

0 2

 ୫ଜଣ ଉପସଭାପତି, ୨ ଜଣ ସାଧାରଣ ସଂପାଦକ, ୫ ଜଣ ସଂପାଦକ, ୧ କୋଷାଧ୍ୟକ୍ଷ, ୧ କାର୍ଯ୍ୟାଳୟ ସଂପାଦକପଦାଧିକାରୀ ନାମ ତାଲିକା ଘୋଷଣା

 ୪ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଏବଂ ୧୭ ଜଣ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ

 ସଂଖ୍ୟାଲଘୁ ସଂପ୍ରଦାୟର ସାମୁହିକ ବିକାଶ ପାଇଁ ମୋଦି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଂଚାଇବା ମୋର୍ଚ୍ଚାର ପ୍ରମୁଖ କାର୍ଯ୍ୟ ହେବ: ସିକନ୍ଦର ଅଲ୍ଲୀ

ଭୁବନେଶ୍ୱରତା: ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ସଂଖ୍ୟଲଘୁମୋର୍ଚ୍ଚା ରାଜ୍ୟ ସଭାପତିସିକନ୍ଦର ଅଲ୍ଲୀ ଆଜି ସଂଖ୍ୟଲଘୁ ମୋର୍ଚ୍ଚାରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି ।
ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଭାବେଶେଖ୍ ରଫିକ୍, ମିର୍ଜା ଜାଫର୍ ବେଗ୍, ଗୁରିନ୍ଦର୍ ସିଂହ, ସଲିମ୍ ଖାନ୍, ମମତା ମହାପାତ୍ର;ରାଜ୍ୟ ସାଧାରଣ ସଂପାଦକ ଭାବେ ବଲବିନ୍ଦର୍ ସିଂହ ଓ ଶେଖ୍ ମହମ୍ମଦ୍ ଜଲାଲ୍ଲୁଦ୍ଧିନ୍ ଆକବର୍; ସଂପାଦକ ଭାବେ ଶେଖ୍ ହସନ୍, ସୋନିଆ ଦାସ୍, ଶାହିଦା ଖାତୁନ୍, ଶେଖ୍ ଗଫୁର୍, ଶେଖ୍ ଚାନ୍ଦ୍; କୋଷାଧ୍ୟକ୍ଷ ଭାବେ ଘାସିରାମ ଜୈନ; ସାମାଜିକ ଗଣମାଧ୍ୟମ ସଂଯୋଜକ ଶେଖ୍ ମେରାଜୁଦ୍ଧିନ୍, ସାମାଜିକ ଗଣମାଧ୍ୟମ ସହ ସଂଯୋଜକ ଭାବେ ମେହେରୁଲ୍ଲା ଶେଖ୍ ଏବଂ କାର୍ଯ୍ୟାଳୟ ସଂପାଦକ ଭାବେ କୈଳାଶ ବେହେରାଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ।
ସଂଖ୍ୟଲଘୁ ମୋର୍ଚ୍ଚାରସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଭାବେ ମହମ୍ମଦ ସଫିକ୍, ମହମ୍ମଦ ରଫିକ୍, ମହତାବ ଖାନ୍ ଏବଂ ଅଧ୍ୟାପକ ଅବଦୁଲ୍ ସଲାମ୍ଙ୍କୁମନୋନୀତ କରାଯାଇଛି ।
ସେହିପରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେଗୋଲାମ୍ ଜିଲାନି ହବିବି, ନବ ବେହେରା, ଶେଖ୍ ଅହସାନ୍, ଶେଖ୍ ଜମାଲୁଦ୍ଧିନ, ମହମ୍ମଦ୍ ଗଫୁର ଖାନ୍, ମହମ୍ମଦ୍ ରାଜା, ନାଦିର୍ ରାଜା, ରିୟାଜ୍ ହୁସେନ୍, ମହମ୍ମଦ୍ ସବିର, ଶେଖ୍ ଆୟୁବ ମହମ୍ମଦ, ମେହେମ୍ମୁଦ୍ ଖାନ୍, ହରମିନ୍ଦର୍ ସିଂହ, ପରମଜିତ୍ ସିଂହ ସାନ୍ଧୁ, ଶେଖ୍ ତୋଫାନ, ରୋଜାଲିନ ଯୋଶେଫ୍, ହସରତ୍ ଅଲ୍ଲୀ ଖାନ୍ ଏବଂ ମହମ୍ମଦ୍ ସିରାଜ୍ ଆଲମ୍ଙ୍କୁ ମନୋନୀତ କରାଯାଇଛି ବୋଲି ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ ପ୍ରେସ ବାର୍ତାରେ ଜଣାଇଛନ୍ତି ।
ସଂଖ୍ୟାଲଘୁ ସଂପ୍ରଦାୟର ସାମୁହିକ ବିକାଶ ପାଇଁ ମୋଦି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଂଚାଇବା ମୋର୍ଚ୍ଚାର ପ୍ରମୁଖ କାର୍ଯ୍ୟ ହେବ । ଏହା ସହ ରାଜ୍ୟ ସରକାରଙ୍କ ସଂଖ୍ୟାଲଘୁ ସଂପ୍ରଦାୟ ବିକାଶ ବିରୋଧୀ ନୀତି ବିରୁଦ୍ଧରେ ଆଗାମୀ ଦିନରେ ସାରା ରାଜ୍ୟରେ ବ୍ୟାପକ ଆନେ୍ଦାଳନ କରାଯିବ ବୋଲି ଶ୍ରୀ ଅଲ୍ଲୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.