ଗଛ ଉପାଡି ଗାଡି ପଶାଇବାକୁ ବଡଗୋପାଳପୁର ମହିଳାଙ୍କ ବିରୋଧ

ବେତନଟୀ(ଶାସକ ପ୍ରଶାସକ)  : ବେତନଟୀ ରେଞ୍ଜର ବୈଶିଙ୍ଗା ବନପାଳ କ୍ଷେତ୍ରର ବଡଗୋପାଳପୁର ରିଜର୍ଭ ଜଙ୍ଗଲ ଦେଇ କୈଳାସ ଫିସାରୀକୁ ଯାଇ ଯାଆଁଳ ଆଣିବାକୁ କେତେକ ଗାଡି ପହଁଞ୍ଚି ଥିଲା । ଗତ ଦୁଇ ଦିନ ତଳେ ଏଠାରେ ହୋଇ ଥିବା ବନୀକରଣ ଉପର ଦେଇ ଗାଡି ମୋଟର ଗଲେ ଗଛ ଗୁଡିକ ନଷ୍ଟ ହୋଇ ଯିବ ଓ…

ଘରେ ପଶି ମହିଳାଙ୍କୁ ଅସଦାଚରଣ 

ବେତନଟୀ(ଶାସକ ପ୍ରଶାସକ) : ବେତନଟୀ ଥାନା ଅଧୀନ ଓରାଚନ୍ଦାବିଲାର ସ୍ୱର୍ଗତଃ ବିଦ୍ୟାଧର ନାଏକଙ୍କ ପୁଅ ସରୋଜ କୁମାର ନାଏକ ସୁଶାନ୍ତ ପଣ୍ଡାଙ୍କ ଘର ଭିତରକୁ ପଶିଆସି ନାନାଦି ଅଶ୍ଳିଳ ଭାଷା ପ୍ରୟୋଗ କରିବା ସହିତ ସୁଶାନ୍ତଙ୍କ ପତ୍ନୀ  ସୈରେନ୍ଧ୍ରୀ ପଣ୍ଡାଙ୍କୁ ଅସଦାଚରଣ କରି ଥିବାର ଅଭିଯୋଗ ହୋଇଛି…

କୋର୍ଟରୁ ଵେଲ ମିଳିଥିଲା, ହେଲେ ମହାମାରୀ ଦେଲାନି ଜାମିନ 

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ କାଂଶଡା ଗ୍ରାମ ପଂଚାୟତ ,ଢେଙ୍କିମୁଣ୍ଡା ଗ୍ରାମ ଚୁହୁରୀ ପଡା ନିବାସୀ ଛତରାମ ଧନୁଆର ନାମକ ଜଣେ ବ୍ୟକ୍ତି ପାଇକମାଲ ଥାନାର କେଶ ନମ୍ବର ୧୮୨/19 ଅନୁସାରେ ଗତ ନଭେମ୍ବର ମାସରୁ ପଦ୍ମପୁର ଉପଖଣ୍ଡ କାରାଗାର ରେ ଥିଲେ । ଇତି ମଧ୍ୟରେ କୋର୍ଟରୁ ତାଙ୍କର…

ଅତିରିକ୍ତ ଶହେ  ଶଯ୍ୟା ବିଶିଷ୍ଟ ଚିକିତ୍ସାସୁବିଧା ପାଇଁ ଗୃହ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ

ନୟାଗଡ଼ (ବିଶ୍ୱଜିତ ନାୟକ ) -ନୟାଗଡ଼ ଜିଲ୍ଳା ମୁଖ୍ୟଚିକିତ୍ସାଳୟକୁ ପ୍ରତିଟି ଦିନ ଶହ ଶହ ରୋଗି ଆସୁଥିବା ବେଳେ ଯଥେଷ୍ଟ ପରିମାଣର ଶଯ୍ୟା ଉପଲବ୍ଧ ରୁହେନାହିଁ । ଏହାକୁ ଦୂର କରିବା ପାଇଁ ନୟାଗଡ଼ ମୁଖ୍ୟଚିକିତ୍ସାଳୟ ପରିସରରେ ଶହେ  ଶଯ୍ୟା ବିଶିଷ୍ଟ ଚିକିତ୍ସାସୁବିଧା ପାଇଁ ଗୃହ ନିର୍ମାଣ କାଯ୍ୟ…

ଦଶପଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ପାଇଁ ବୈଠକ 

ନୟାଗଡ଼ (ବିଶ୍ଵଜିତ ନାୟକ)- ମହାମାରୀ କୋରନା ନିଜର କାୟା ବିସ୍ତାର କରିଥିବା ବେଳେ କିଭଳି ଏହାକୁ ମୁକାବିଲା କରିଯିବ ଓ ଜନସାଧାରଣଙ୍କୁ ସଚେତନ କରାଯାଇ ଲୋକଙ୍କ ସମସ୍ୟାକୁ ଦୂର କରାଯାଇପାରିବ ଏବଂ ରକ୍ତ ର ଅଭାବକୁ ଆଖିରେ ରଖି ଆଧିକରୁ ଅଧିକ ରକ୍ତଦାନ ଶିବିର କରାଯାଇ ରକ୍ତ ଅଭାବକୁ ଦୁରକରାଯାଇ…

ସମ ହସ୍ପିଟାଲରେ କର୍କଟ ରୋଗରେ ପୀଡିତ ଶିଶୁଙ୍କ ସମସ୍ତ ଚିକିତ୍ସା ଉପଲବ୍ଧ

ଭୁବନେଶ୍ୱର : ବୟସ୍କଙ୍କ ତୁଳନାରେ କ୍ୟାନ୍ସର ରୋଗର ଶିକାର ହେଉଥିବା ଶିଶୁ ଅଧିକ ଆରୋଗ୍ୟ ଲାଭ କରୁଛନ୍ତି ବୋଲି ଜଣେ ବରିଷ୍ଠ ଅଙ୍କୋଲୋଜିଷ୍ଟ ମତ ଦେଇଛନ୍ତି |  ଜାତୀୟ କ୍ୟାନ୍ସର ସରଭାଇଭର ଦିବସ ବା National cancer Survivor Day ପ୍ରତିବର୍ଷ ଜୁନ ମାସ ପ୍ରଥମ ରବିବାର ପାଳନ କରାଯାଏ।  ଏହି…

କୋଭିଡ୍ ସଚେତନତା ରଥର ଶୁଭାରମ୍ଭ : ସାମାଜିକ ଦୂରତା ଓ ଟୀକାକରଣ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକେ ଅଂଶ ଗ୍ରହଣ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଓଡ଼ିଆ ଭାଷା , ସାହିତ୍ୟ ଓ  ସଂସ୍କୃତି ବିଭାଗ , ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ୟୁନିସେଫ୍ ଓଡ଼ିଶାର ମିଳିତ ଉଦ୍ୟମରେ ୧୦ଟି ଜିଲ୍ଲାରେ କୋଭିଡ୍ ବିରୁଦ୍ଧରେ ସଚେତନତା ବାର୍ତ୍ତା ଦେଉଥିବା ରଥ ବାହାରିଛି ।  ଗଜପତି ଜିଲ୍ଲା ସଦର ମହକୁମା…

ଭିଏସଏସନଗରରେ ପରିବେଶ ଦିବସ ପାଳନ

ଭୁବନେଶ୍ୱର : ବିଶ୍ଵ ପରିବେଶ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ, ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନିର୍ଦ୍ଦେଶ ଓ ଓଡ଼ିଶା ମୋ ପରିବାର ସହଯୋଗରେ ଆଜି ସନ୍ଧ୍ୟାରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଭିଏସସନଗର କଲ୍ୟାଣ ମଣ୍ଡପ ଓ ପ୍ରଭୂଜୀ ଇଙ୍ଗ୍ଲିସ୍ ମିଡିୟମ୍ ସ୍କୁଲ୍ ନିକଟ…

ଓୟୁଜେ ରେଢ଼ାଖୋଲ ଶାଖା ପକ୍ଷରୁ ରେଢ଼ାଖୋଲ ଉପଖଣ୍ଡ ଡ଼ାକ୍ତରଖାନାକୁ ଅକ୍ସିଜେନ କନ୍‌ସେନଟ୍ରେଟର୍ ପ୍ରଦାନ

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ବାସୁ ଟ୍ରଷ୍ଟ ବ୍ରଜରାଜନଗର ସହଯୋଗରେ ଓଡ଼ିଶା ୟୁନିୟନ ଅଫ ଜରନାଲିଷ୍ଟ (ଓୟୁଜେ)ଶାଖା ଜରିଆରେ ଅକ୍ସିଜେନ କନ୍‌ସେନଟ୍ରେଟର୍ ଯୋଗାଇ ଦିଆଯାଇଛି । ରେଢ଼ାଖୋଲ ଉପଖଣ୍ଡରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ…

ପରିବେଶ ଦିବସରେ ପୁଣେରେ ଇ-୧୦୦ ବିତରଣ ଷ୍ଟେସନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଇଥାନଲ ପରିବେଶ ଏବଂ ଚାଷୀଙ୍କ ଜୀବନ ଉପରେ ଉତମ ପ୍ରଭାବ ପକାଉଛି - ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ବୈଶ୍ୱିକ ନେତୃତ୍ୱ ପରିବେଶର ସୁରକ୍ଷା ପାଇଁ ବିଶ୍ୱ ନେତାଙ୍କ ମଧ୍ୟରେ ଅଧିକ ସହମତି ସୃଷ୍ଟି କରୁଛି - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର – ଇଥାନଲ ପରିବେଶ ଏବଂ…