ଜଳଛାୟା ଅଞ୍ଚଳର ସମନ୍ୱିତ ବିକାଶ ନିମନ୍ତେ ନୂଆ ଯୋଜନା “ରିଓ୍ୱାର୍ଡ’ର ପରିକଳ୍ପନା

କୃଷକଙ୍କ ଆୟ ବୃଦ୍ଧି ଏବଂ ନିରନ୍ତର ଜୀବିକା ନିର୍ବାହ ପନ୍ଥା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ଜୁଲାଇ ଶେଷ ସୁଦ୍ଧା ପ୍ରକଳ୍ପ ପ୍ରସ୍ତାବ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର(ଶାସକ ପ୍ରଶାସକ):  ଜଳଛାୟା ଅଞ୍ଚଳରେ ନିରନ୍ତର ଜୀବିକା ସୃଷ୍ଟି ଓ ସମନ୍ୱିତ ବିକାଶ ଦିଗରେ ଅନ୍ୟ ଏକ…

ପାରଳାଖେମୁଣ୍ଡି ପୌରାଞ୍ଚଳରେ ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ତିନିଦିନିଆ  ଟୀକାକରଣ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ପୌରାଞ୍ଚଳରେ ଚଳିତ ମାସ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ୮ଟି କେନ୍ଦ୍ରରେ ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କୁ କୋଭିଡ୍ ଟୀକାକରଣ କରାଯିବ |  ଏ ବିଷୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା | …

ବିଜେଡି ସାଂସଦଙ୍କ କୋଭାକ୍ସିନ ଟୀକା ବିଷୟରେ ଜନବିରୋଧୀ ମନ୍ତବ୍ୟ ଦେବା ଦଣ୍ଡନୀୟ ଅପରାଧ: ଲେଖାଶ୍ରୀ

ଭୂବନେଶ୍ୱର: ସାଂସଦ ତଥା ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀ ଅମର ପଟ୍ଟନାୟକ କୋଭାକ୍ସିନ ଟୀକାକୁ ନେଇ ଯେଉଁ ବିଭ୍ରାନ୍ତକାରୀ ମନ୍ତବ୍ୟ ଦେଇଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଶ୍ରୀ ପଟ୍ଟନାୟକଙ୍କ ମନ୍ତବ୍ୟ ସଂପୂର୍ଣ୍ଣ ମିଥ୍ୟା, ବିଭ୍ରାନ୍ତକାରୀ, ଦ୍ୱନ୍ଦ ସୃଷ୍ଟିକାରୀ ଏବଂ ଜନବିରୋଧୀ…

ବିଶ୍ୱ ପରିବେଶ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକର ବି.ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ୱ ପରିବେଶ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ବି.ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ…

ବିଶ୍ଵ  ପରିବେଶ ଦିବସରେ ବୃକ୍ଷ ରୋପଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଓଡ଼ିଶା ମୋ ପରିବାର ପକ୍ଷରୁ ବିଶ୍ଵ ପରିବେଶ  ଦିବସ ଉପଲକ୍ଷେ ପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇଥିଲା।  ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁଙ୍କ ନିର୍ଦ୍ଦେଶ ଅନୁସାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

ସ୍ୱେଚ୍ଛାସେବୀ ଅଶ୍ୱିନୀ ଦାସଙ୍କ ପ୍ରୟାସରେ ଉଦ୍ଧାର ହେଲେ ଅସହାୟ ବୃଦ୍ଧା

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମରେ ଏକ ମାନସିକ ରୂପେ ଭିନ୍ନକ୍ଷମ ମହିଳା ଗତ କିଛିଦିନ ଧରି ରହି ଆସୁଥିଲେ | ସେ ନିଜର ନାଁ ଏବଂ ଠିକଣା ଠିକ ଭାବରେ କହିପାରୁନଥିଲେ | ତେଣୁ ତାଙ୍କ ଠିକଣା ପାଇବା ପାଇଁ  କଷ୍ଟ ହେଉଥିଲା | ବର୍ତ୍ତମାନ କରୋନା ମହାମାରୀ ସମୟରେ ବି ଗାଁର…

ଆର୍ନ୍ତଜାତୀୟ ଖେଳାଳି ମନ୍ଦାକିନୀ ମହାନ୍ତଙ୍କ ପିତୃ ବିୟୋଗ 

  ବେତନଟୀ(ଶାସକ ପ୍ରଶାସକ) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ ଗୁହାଳଡିହି ଗ୍ରାମରେ ବାସ କରୁଥିବା ଅବସରପ୍ରାପ୍ତ ହିନ୍ଦି ଶିକ୍ଷକ ତଥା ଆର୍ନ୍ତଜାତୀୟ ଖେଳାଳି ପୋଲିସ ଇନସପେକ୍ଟର ମନ୍ଦାକିନୀ ମହାନ୍ତଙ୍କ ପିତା ଶ୍ୟାମସୁନ୍ଦର ମହାନ୍ତଙ୍କର ୮୧ ବର୍ଷ ବୟସରେ ଦେହାନ୍ତ ହୋଇ ଯାଇଛି । …

ଓଡିଶା ମୋ ପରିବାର ଆନୁକୂଲ୍ୟରେ ବାତ୍ୟା ପୀଡିତଙ୍କୁ ସହାୟତା ବଣ୍ଟନ

ବେତନଟୀ(ଶାସକ ପ୍ରଶାସକ)  : ବେତନଟୀ ବ୍ଲକରେ ୟଶ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇ ଥିବା ପୀଡିତ ମାନଙ୍କୁ ବିଜେଡି ଦଳର କର୍ମୀ ମାନେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ସହାୟତା ପ୍ରଦାନ କରି ଥିବାର ଜଣା ପଡିଛି । ବେତନଟୀ ବ୍ଲକର ୩୫ ନମ୍ବର ଜୋନରେ ୪୫ ଜଣ, ୩୬ ନମ୍ବର ଜୋନରେ ୩୫ ଜଣ ଓ ୩୭ ନମ୍ବର…

ବେତନଟୀ ଓ ବୈଶିଙ୍ଗାରେ କାଳବୈଶାଖି

 ଭାଙ୍ଗିଲା ଗଛ, ଉପୁଡିଲା ବିଦ୍ୟୁତ ଖୁଣ୍ଟ, ବଜ୍ରପାଦରେ ଦୁଇଟି ଗାଈ ମୃତ  ବେତନଟୀ(ଶାସକ ପ୍ରଶାସକ) : ବେତନଟୀ ଓ ବୈଶିଙ୍ଗା ଅଞ୍ଚଳରେ ଭୟଙ୍କର କାଳ ବୈଶାଖି ଅନୁଭୂତ ହୋଇଛି । କଳାହାଣ୍ଡିଆ ମେଘ ଘୋଟି ଆସିବା ସହିତ ପ୍ରବଳ ବର୍ଷା, ପବନ ଓ ବଜ୍ରପାତ ହୋଇ ଥିଲା । ଏହି କାଳବୈଶାଖିରେ ବେତନଟୀ…

ପାଟ୍ରୋଲିଂ ବେଳେ ଷ୍ଟ୍ରିଟ ଲାଇଟ ଚୋରଙ୍କୁ ଧରିଲା ପୋଲିସ

 ତିନି ଜଣ ଚୋର ଗିରଫ, ମୋଟର ସାଇକେଲ ଓ ଷ୍ଟ୍ରିଟ ଲାଇଟ ଜବତ ବେତନଟୀ(ଶାସକ ପ୍ରଶାସକ)  : ରାତ୍ରୀ ପାଟ୍ରୋଲିଂ ସମୟରେ ବୈଶିଙ୍ଗା ଥାନା ପୋଲିସ ନଡପୁର ଜଙ୍ଗଲରେ ତିନି ଜଣ ଯୁବକ ଏକ ଚୋରି ଷ୍ଟ୍ରିଟ ଲାଇଟକୁ ନେଇ ଯାଉ ଥିବାର ଦେଖି ଥିଲେ । ହେଲେ ପୋଲିସ ଗାଡିକୁ ଦେଖି ଏହି ଯୁବକ ମାନେ ପୋଲିସ…