Sign in
Sign in
Recover your password.
A password will be e-mailed to you.
ସୋଆ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ
ଭୂବନେଶ୍ଵର: ସୋଆ ଏନଏସଏସ ଓ ସୋଆ ୱେଲନେସ ସେଣ୍ଟର ଆନୁକୂଲ୍ୟରେ ବିଶ୍ଵ ପରିବେଶ ଦିବସ ଅବସରରେ ଏକ ଅନ୍ ଲାଇନ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ, ଇଂରାଜୀ, ହିନ୍ଦୀ ଭାଷାରେ ସମାନ୍ତରାଳ ଭାବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୪୦ ରୁ ଅଧିକ ପ୍ରତିଯୋଗୀ 'ନବୋଦ୍ୟମ, ସୃଜନା,…
ଅପରାଜିତାଙ୍କ ମୁହଁରେ ଏସଡିଜି ହେଉଛି ‘ସବୁ ଡାହା ଗପ’
ସନ୍ଦେହରେ ମୂଲ୍ୟାୟନ : ଏବେ ବି ଓଡ଼ିଶାରେ ଗ୍ରାମାଞ୍ଚଳରେ ପହଞ୍ଚିପାରିନି ବ୍ୟାଙ୍କ ସେବା, କିନ୍ତୁ ଏହି ରିପୋର୍ଟରେ ଓଡ଼ିଶାରେ ବ୍ୟାଙ୍କ ସେବାକୁ ୯୯ ପ୍ରତିଶତ ନମ୍ବର ମିଳିଛି କେମିତି !
ଏସଡିଜି ରିପୋର୍ଟକୁ ନେଇ ବିଜେପିର ରାଜନୀତି ଦୁର୍ଭାଗ୍ୟଜନକ: ବିଜେଡି
ଭୁବନେଶ୍ୱର,: ଆଜି ସକାଳେ…
ବିଏମସି ଏରିଆରେ କମୁଛି କୋଭିଡ୍ ପଜିଟିଭିଟି ହାର : ଲୋକଙ୍କ ସହଯୋଗ ଲୋଡିଲେ ବିଏମ୍ସି କମିଶନର
ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ କୋଭିଡ୍ ପଜିଟିଭିଟି ହାର କମିବାରେ ଲାଗିଛି। ଏହି ଧାରା ବଜାୟ ରଖିବା ପାଇଁ ବିଏମ୍ସି ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି। ଭୁବନେଶ୍ବରର ବିଭିନ୍ନ ଗହଳି ସ୍ଥାନରେ ମୋବାଇଲ୍ ଭ୍ୟାନ ଯୋଗେ ଆର୍ଟିପିସିଆର୍ ତଥା…
ଆସନ୍ତୁ ଏଥର ବୁଲିଯିବା “ଲାଂଜିଆ ସଉରା ଘର”
ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର
ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ଜନଜାତି ସଂଗ୍ରହାଳୟ ବନ୍ଦ ରହିଛିା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଦର୍ଶକମାନଙ୍କ ପାଇଁ ଭର୍ଚୁଆଲ ଟୁରର ବ୍ୟବସ୍ଥା…
କେନ୍ଦ୍ରୀୟ ସୀମା ଶୁକ୍ଳ ଓ ଜିଏସ୍ଟି ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସରେ ଚାରାରୋପଣ
ଭୁବନେଶ୍ୱର / ଶାସକ ପ୍ରଶାସକ : ବିଶ୍ୱ ପରିବେଶ ଦିବସ ଉପଲକ୍ଷେ କେନ୍ଦ୍ରୀୟ ସୀମା ଶୁକ୍ଳ ଓ ଜିଏସ୍ଟି ବିଭାଗ, ଭୁବନେଶ୍ୱର ଜୋନ୍ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା କାର୍ଯ୍ୟାଳୟ ପରିସରରେ ବିଭିନ୍ନ ଚାରା ରୋପଣ…
କରୋନା ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଳାପାଳ
ଆଦିବାସୀ ଅଂଚଳବାସୀଙ୍କୁ ସଚେତନ କରିବାରେ ସହାୟକ ହେବ :ଜିଲ୍ଳାପାଳ
ରାୟଗଡ/ସରୋଜ କୁମାର ସାହୁ ; ଆଜି କରୋନା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର । ଆଦିବାସୀ ବହୁଳ ରାୟଗଡ ଜିଲ୍ଳାରେ କରୋନା ସମ୍ବନ୍ଧୀତ ସଚେତନତା ବାର୍ତା ନେଇ ଜିଲ୍ଳାବାସୀଙ୍କୁ ସଚେତନ…
ବକ୍ସମା ବସଷ୍ଟାଣ୍ଡ ଛକ ନିକଟରେ ମୁକୁଳା ଅବସ୍ଥାରେ ପଡ଼ିଛି ବିଦ୍ୟୁତ ଟ୍ରାନ୍ସଫର୍ମର
କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସମା ବସଷ୍ଟାଣ୍ଡ ଛକ ସମ୍ମୁଖରେ ବହୁ ବର୍ଷ ହେବ ଏହି ଟ୍ରାନ୍ସଫର୍ମର ବିପଦ ସଂକୁଳ ଅବସ୍ଥାରେ ରହିଛି l ଏହି ଟ୍ରାନ୍ସଫର୍ମର ପାଖରେ ବସଷ୍ଟାଣ୍ଡ ଓ ବ୍ୟାଙ୍କ,ଦୋକାନ ଥିବାରୁ ଖାଦ୍ୟ…
ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ବିୟୋଗ : ମନ୍ତ୍ରୀ ପ୍ରତାପ ଜେନାଙ୍କ ଶୋକ
ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷା ସଂଗଠକ, ସାରସ୍ୱତ ସାଧକ ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କର ଆଜି ପରଲୋକ ଘଟିଛି । ଶ୍ରୀ ବର୍ମା ଅସୁସ୍ଥ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।
ତାଙ୍କ ବିୟୋଗରେ ପଚାଂୟତିରାଜ , ପାନୀୟଜଳ ,ଆଇନ , ଗୃହ…
ଓଡ଼ିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ତରଫରୁ ବୃକ୍ଷ ରୋପଣ
ରାୟଗଡା (ସରୋଜ କୁମାର ସାହୁ) : ଆଜି ମହାମାରୀ କୋରନା ଭୂତାଣୁ କବଳରେ ସାର ବିଶ୍ବ କବଳିତ ହୋଇଯାଇଛି । ଏହି ଭୂତାଣୁ ଦ୍ୱାରା କୋଟି କୋଟି ଲୋକ ଆକ୍ରାନ୍ତ ହେବା ସହ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକଙ୍କ ଜୀବନ ହାରୁ ଥିବା ବେଳେ ବର୍ତ୍ତମାନ ମୁଖ୍ୟ ସମସ୍ୟା ଦେଖା ଦେଇଛି ଅମ୍ଳଜାନର ଘୋର ଅଭାବ । ଏହାର…
ଦୀର୍ଘ ଦିନ ହେବ ମିଳୁନି ସରକାରୀ କାମର ବିଲ୍
ଶ୍ୟାମାଖୁଣ୍ଟା ବ୍ଲକରେ ତାଲା ପକାଇଲେ ଜନପ୍ରତିନିଧି, ବିଡିଓଙ୍କ ବିରୋଧରେ ଝାଡ଼ିଲେ ଅସନ୍ତୋଷ
ବାରିପଦା,/ ଦିଲ୍ଲୀପ ମହାନ୍ତି : - ପ୍ରାୟ ଦେଢ଼ ବର୍ଷରୁ ଅଧିକ ହେବ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମ କରିସାରିବା ପରେ ମଧ୍ୟ ବ୍ଲକରୁ ମିଳିନି ବିଲ୍। ଫଳରେ କାମ କରିଥିବା…