ଶେଷରେ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର : ଜୁନ୍ 21 ତାରିଖରୁ 18 ବର୍ଷରୁ ଅଧିକ ସମସ୍ତ ଭାରତୀୟଙ୍କୁ ମାଗଣା କୋଭିଡ୍…

ନୂଆଦିଲ୍ଲୀ : ଶେଷରେ ଗୁରୁତ୍ୱପୂର୍ଣ୍ଣ ତଥା ସମୟ ଉପଯୋଗୀ ନିଷ୍ପତ୍ତି  ନେଲେ କେନ୍ଦ୍ର ସରକାର |  ଜୁନ୍ 21 ତାରିଖରୁ 18 ବର୍ଷରୁ ଅଧିକ ସମସ୍ତ ଭାରତୀୟଙ୍କୁ ମାଗଣା କୋଭିଡ୍ ଟିକା ମିଳିବ |  ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇ ଘୋଷଣା କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି | …

ରାୟଗଡ଼ା ଜିଲ୍ଲାରେ ବର୍ଦ୍ଧିତ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ୯ ଦଫା ଦାବି ପତ୍ର ପ୍ରଦାନ

ରାୟଗଡ଼ା (ସରୋଜ ସାହୁ) :  କେବଳ ଭାରତ ନୁହେଁ ସମଗ୍ର ବିଶ୍ବ କରୋନା ମହାମାରୀ ସଂକ୍ରମଣର ଶିକାର ହୋଇଛି । ସମ୍ପୂର୍ଣ୍ଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । କରୋନା ସ୍ଥିତିରେ ନିୟନ୍ତ୍ରଣ ପାଇଁ ବିଶ୍ଵବ୍ୟାପି ତାଲା ବନ୍ଦ ପରିସ୍ଥିତି ଦେଇ ଗତି କରୁଛି । ଆମ ଦେଶରେ ମଧ୍ୟ ବିଗତ ୨୪ ମାର୍ଚ ରୁ…

ଅଭିନବ ଷ୍ଟାର୍ଟଅପ୍ :ବିନା ରକ୍ତ ନମୁନାରେ ଜାଣିହେବ ରକ୍ତଶୂନ୍ୟତା

ରକ୍ତ ଶର୍କରା ସ୍ଥିତି ଓ ଯକୃତ, ଫୁସଫୁସ  ଏବଂ ବୃକକ୍ ସମସ୍ୟା ଭୁବନେଶ୍ୱର,(ଶାସକ ପ୍ରଶାସକ) :ଏଣିକି ବିନା ରକ୍ତ ନମୁନା ପରୀକ୍ଷାରେ ଜାଣିହେବ ରକ୍ତ ଶୂନ୍ୟତା, ରକ୍ତ ସର୍କରାର ସ୍ଥିତିା ଏଥି ସହିତ ଯକୃତ, ଫୁସଫୁସ ଓ ବୃକକରେ  ରହିଥିବା ସମସ୍ୟା ମଧ୍ୟ ଜଣାପଡ଼ିବା ତାହା ପୁଣି ଏକ ମିନିଟରୁ …

ବିଜୁ ଜନତା ଦଳ ତରଫରୁ ରକ୍ତ ଦାନ ଶିବିର : 52 ୟୁନିଟ ରକ୍ତ ସଂଗ୍ରହ

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବିଜୁ ଜନତା ଦଳ ଓଡିଶା ମୋ ପରିବାର ତରଫରୁ ପାଇକମାଲ ଧର୍ମଶାଳା ଠାରେ ଜୀବନ ବିନ୍ଦୁ ମାଧ୍ୟମରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଓଡିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର ଙ୍କର ଉପସ୍ଥିତ ରେ  ନିର୍ବାଚନ…

ବିଧାୟକ ସୁକାନ୍ତ ନାୟକଙ୍କ ଗିରଫ ଦାବିକଲା ଜଗନ୍ନାଥ ସେନା

ପୁରୀ: ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ବିରୁଦ୍ଧରେ ଏତଲା ଦେଲା ପୁରୀର ଜଗନ୍ନାଥ ସେନା । ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ କରିବାକୁ ଚିଠି ଲେଖି ବିବାଦରେ ବିଧାୟକ ସୁକାନ୍ତ ନାୟକ । ମହାପ୍ରଭୁଙ୍କ ରଥ ନିର୍ମାଣକୁ ଅଯଥା ଖର୍ଚ୍ଚ ବୋଲି କହିଥିବାରୁ ଆପତ୍ତି କରିଛନ୍ତି ଜଗନ୍ନାଥ ସେନା ଆବାହକ…

ଆଖି ବୁଜିଲେ ଶତାୟୁ

ପଦ୍ମପୁର-ପଦ୍ମପୁର ବ୍ଳକ ବୁଡେନ ଗ୍ରାମର ଧର୍ମପରାୟଣ ଶତାୟୁ ମହିଳା ରେବତୀ ରଣାଙ୍କ ୧୦୯ ବର୍ଷ ବୟସରେ ପରଲୋକ ହୋଇଛି । ସେ ଜଣେ ଧର୍ମପରାୟଣ ତଥା ପରୋପକାରୀ ମହିଳା ଥିଲେ । ତାଙ୍କ ଅନ୍ତେ ଏକମାତ୍ର ପୁଅ ନନ୍ଦଲାଲ, ବୋହୁ ଦୁତି,ନାତି ଅନିଲ,ନାତି ବହୁ ସଭ୍ୟା ଏବଂ ଝିଅ ଜ୍ବାଇଁଙ୍କୁ ଛାଡି…

ଝାରସୁଗୁଡାରେ ‘ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବ ମଂଚ’ ୧୦୦ଟି ଅକ୍ସିଜେନ ସିଲିଣ୍ଡରର ଲୋକାର୍ପିତ 

ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମି ସୁଦୃଢ କରିବା ସହ ଅଧିକ ମେଡିକାଲ୍ କଲେଜ ଖୋଲିବାର ଆବଶ୍ୟକ ରହିଛି - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର, - ଓଡ଼ିଶାରେ କୋଭିଡ୍ ବେଡ୍ ଏବଂ ଆନୁଷଙ୍ଗିକ ଭିତିଭୂମି ବୃଦ୍ଧି କରାଯାଉଥିବା ବେଳେ ଡ଼ାକ୍ତର ଏବଂ ଭେଂଟିଲେଟର ଚଲାଇବା ପାଇଁ ଟେକ୍ନିସିଆନଙ୍କ…

ଦୁର୍ଗମ ବଣ୍ଡା ଘାଟିରେ ଗଡ଼ିଲା ବାଇକ ଆମ୍ବୁଲାନ୍ସ ସେବା ।

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡରାହାଲ ପଞ୍ଚାୟତର ବଣ୍ଡା ଜନଜାତିଙ୍କ ପାଇଁ ସରକାର ଓପିଲିପି ଓ ବଣ୍ଡା ଉନ୍ନୟନ ସମିତି ପକ୍ଷରୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏକ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ବଣ୍ଡା ଘାଟିରେ ଥିବା ବିଭିନ୍ନ ଗ୍ରାମ ମୁଦୁଲିପଡ଼ା ଓ…

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫେୟାର ଟ୍ରଷ୍ଟ ତରଫରୁ ବୃକ୍ଷ ଚାରା ରୋପଣ 

ରାୟଗଡ(ସରୋଜ ସାହୁ) - ବିଶ୍ୱ ପରିବେଶ ଦିବସ ପାଳନ ଉପଲକ୍ଷେ ସାଇପ୍ରିୟା ୱେଲଫେୟାର ଟ୍ରଷ୍ଟ ତରଫରୁ କୋଭିଡ ନିୟମ ଯଥା, ମାସ୍କ ପରିଧାନ ଓ ସାମାଜିକ ଦୂରତାକୁ ପାଳନ କରି ଓ ପରିବେଶ ସୁରକ୍ଷା ଜୀବନ ରକ୍ଷାକୁ ଆଧାର କରି ସାଇପ୍ରିୟା ୱେଲଫର ଟ୍ରଷ୍ଟର କାର୍ଯ୍ୟାଳୟ ପରିସରରେ ଏକ ବୃକ୍ଷ ଚାରା ରୋପଣ…

୧ଠଠ ଟପିଲାଣି ତୈଳଦର : ଉତ୍ତରଦାୟୀ ରହିବ ଏନ୍ଡିଏ ସରକାର- ଶ୍ରୀ ଦାସବର୍ମା

"୨ଠ୧୪ ପୂର୍ବରୁ ଯେତେବେଳେ ପେଟ୍ରୋଲ, ଡିଜେଲ ଦର ବଢ଼ୁଥିଲା, ସେ ସମୟରେ ବିଜେପିର ନେତାମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଥିଲେ । ଏପରିକି ୨ଠ୧୩ରେ ଦିଲ୍ଲୀର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ଘରକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଦରଦାମ୍ ନିୟନ୍ତ୍ରଣରେ ସରକାରର ବିଫଳତାକୁ…