ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅଟଳବିହାରୀ ପଣ୍ଡାଙ୍କ ବିୟୋଗ : ବିଭିନ୍ନ ମହଲରେ ଶୋକ ।

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ  ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କର ଗତକାଲି ବିଳମ୍ବିତ ରାତି ଘ ୦୩:୪୫ଟିକା ସମୟରେ ପରଲୋକ ଗମନ କରିଛନ୍ତି। କରୋନାରୁ ଭଲ ହୋଇ ସେ ଘରେ ରହୁଥିଲେ। ମାତ୍ର ଗତ ଦଶଦିନ ହେଲା ସେ ସେପ୍ଟିସେମିଆରେ ଆକ୍ରାନ୍ତ ହୋଇ ଭିମସାର୍ ର ଆଇ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଶିବ ମନ୍ଦିର ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକ  ପ୍ରାଣ ହରାଇଛନ୍ତି  । ପୋଲିସ ଠାରୁ ପ୍ରାପ୍ତ ସୂଚନା ଅନୁସାରେ ପାଇକମାଲ ବ୍ଲକ କାଂଶଡା ଗ୍ରାମର ସୁଖମତ ଭୋଇ (୩୨)ନାମକ ଜଣେ ଯୁବ ଏକ ହୋଣ୍ଡା ବାଇକରେ ଶିବ ମନ୍ଦିର ନିକଟରେ ଥିବା…

ରାୟଗଡ ଜିଲ୍ଳାରେ କୋଭିଡ୍ ସଂକ୍ରମଣ କମାଇବା ନିମନ୍ତେ ଜିଲ୍ଲାପାଳଙ୍କ ୱେବିନାରରେ ବୈଠକ 

ରାୟଗଡ/ସରୋଜ ସାହୁ :- ମହାମାରୀ କରୋନାର ଦ୍ୱିତୀୟ ଲହରରେ ରାୟଗଡ ଜିଲ୍ଳାରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାରେ କମାଇବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରିରହିଛି  l ଏଥିନିମନ୍ତେ ଜିଲ୍ଲାପାଳ ଶ୍ରୀ  ସରୋଜ କୁମାର ମିଶ୍ର  ବିଭନ୍ନ  ଅଧିକାରୀ ମାନଙ୍କୁ…

ଲକ୍ ଡାଉନ୍ ରେ ଅମାନିଆଙ୍କୁ ସାବାଡ଼ କରୁଛି ପୋଲିସ। 

ଟିଟିଲାଗଡ, (ଗୌରବ ଦର୍ଜୀ) -ରାଜ୍ୟ ରେ କରୋନା ସଂକ୍ରମଣ ର ବୃଦ୍ଧି କୁ ନେଇ ସରକାର କଟକଣା କୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବଲାଙ୍ଗୀର ଜିଲ୍ଲା ରେ ମଧ୍ୟ କରୋନା ସଂକ୍ରମଣ ଆୟତ୍ତ ହେଉ ନ ଥିବା ବେଳେ ପୋଲିସ ବିଭିନ୍ନ ସ୍ଥାନରେ ରହି ଯାଞ୍ଚ କରିଛି। ଟିଟିଲାଗଡ ପୋଲିସ…

ନିଧି ସଂସ୍ଥା ତରଫରୁ ଅତି ଗରିବ ପରିବାର ଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ

ଟିଟିଲାଗଡ,( ଗୌରବ ଦର୍ଜୀ ) :ଜାତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୀଧି ଏବଂ ଅଜୀମ ପ୍ରେମଜୀ ଫାଉଣ୍ଡେସନର ମିଳିତ ପ୍ରୟାସରେ ଗତ ଦୁଇଦିନ ଧରି ମୁରିଵହଲ ବ୍ଳକ ର ବିଟାବନ୍ଧ , ମାଲିଶିରା, ବାଙ୍କେଲ୍ ଏଵଂ ଲେବେଡା ପଞ୍ଚାୟତ ର ୨୫୦ ଅତିଗରିବ ପରିବାର ଙ୍କୁ ଶୁଖିଲା ଖାଦ୍ୟ, ମାସ୍କ, ସାବୁନ୍ ଇତ୍ୟାଦି…

କୋଭିଡ ମହାମାରୀ ସତର୍କତା: ଟ୍ରେନ ବାତିଲ

  ଭୁବନେଶ୍ୱର : କୋଭିଡ ମହାମାରୀ ସତର୍କତାକୁ ଦୃଷ୍ଟିରେ ରଖି ଭୁବନେଶ୍ବର- ନୂଆଦିଲ୍ଲୀ- ଭୁବନେଶ୍ବର ରାଜଧାନୀ ସ୍ବତନ୍ତ୍ର ଟ୍ରେନକୁ ବାତିଲ କରିଦିଆଯାଇଛି । 02823- ଭୁବନେଶ୍ବରରୁ ଛାଡୁଥିବା ରାଜଧାନୀ ସ୍ବତନ୍ତ୍ର ଟ୍ରେନ ଭାୟା ଟାଟା  ଚଳିତ ମାସ ଜୁନ୍-11,14,17 ଓ 18 ରେ ବାତିଲ ରହିବ। …

 କରୋନା ବିରୁଦ୍ଧରେ ବିଏମସିର ସ୍ୱତନ୍ତ୍ର ପଦକ୍ଷେପ : ନିରାଶ୍ରୟଙ୍କ ପାଇଁ କୋଭିଡ  ଟିକା

ଭୁବନେଶ୍ୱର,(ଶାସକ ପ୍ରଶାସକ) ; ଅନ୍ତର୍ଭୁକ୍ତିକରଣରେ ନିଜକୁ ପ୍ରତିପାଦନ କରିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ଏହି ରଣନୀତି ଏକ ସାମାଜିକ ପ୍ରତିଷ୍ଠା  ଦେବା ସହିତ ସମସ୍ତ ବର୍ଗର ନାଗରିକଙ୍କୁ ଦେଇଛି ନିଜର ସମ୍ମାନ । ଏହାର ଏକ ନିଦର୍ଶନ ସ୍ୱରୂପ ଆଜି ଭୁବନେଶ୍ୱର ମହାନଗର ନିଗମ (ବି ଏମ୍…

ବିଏମସି ନର୍ଥ ଜୋନରେ  ଆରମ୍ଭ ହେଲା ବ୍ୟବସାୟୀ ମାନଙ୍କର କୋଭିଡ଼୍ ପରୀକ୍ଷା

ଭୁବନେଶ୍ୱର (ଶାସକ ପ୍ରଶାସକ): ଆଜି ଆଉ ଏକ ସ୍ୱତନ୍ତ୍ର ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର ମହାନଗର ନିଗମର ନର୍ଥ ଜୋନରେ  ଆରମ୍ଭ ହୋଇଛି ବ୍ୟବସାୟୀ ମାନଙ୍କର ସାମୁହିକ କୋଭିଡ଼୍ ପରୀକ୍ଷା । କମିଶନର ସଞ୍ଜୟ କୁମାର ସିଂହଙ୍କ ଅନୁମତି କ୍ରମେ ବ୍ୟବସାୟୀ ମାନଙ୍କର କୋଭିଡ଼୍ ପରୀକ୍ଷଣକୁ ଆଜି ଆରମ୍ଭ…

ମେଡ଼ିକାଲ ପରିସରରେ ପଶି ଡାକ୍ତରଙ୍କୁ ଦୁର୍ବ୍ୟବହାର ।

ମାଲକାନଗିରି : ମାଲକାନଗିରି ଏମ୍ ଭି ୭୯ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ ଭି ୭୯ ମେଡିକାଲ ପରିସର ରେ ଆଜି ଡାକ୍ତର ଙ୍କ ସହ ଦୁର୍ବ୍ଯବହାର ପଦର୍ଶନ କଲେ ମଦ୍ୟପ ଓ ତାଙ୍କର କିଛି ସାଥୀ।ଓପିଡି ଦାୟିତ୍ବରେ ଥିବା ଡାକ୍ତର ଙ୍କୁ ଦୁର୍ବ୍ୟବହାର ପଦର୍ଶନ କରିବା ଶହ ଅସଭ୍ୟ ଭାଷା…

ଜଳଭଣ୍ଡାରରେ ମାଛଚାଷର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବ କେଜ୍ କଲଚର : ମନ୍ତ୍ରୀ ଡ. ଅରୁଣ ସାହୁ

ଭୁବନେଶ୍ୱର(ଶାସକ ପ୍ରଶାସକ):  କେଜ କଲଚର ମାଧ୍ୟମରେ ରାଜ୍ୟର ଜଳଭଣ୍ଡାରରେ ମାଛଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛିା ସଂପ୍ରତି କେଜ କଲଚରକୁ ଜଳଭଣ୍ଡାରରେ ମାଛଚାଷର ଭବିଷ୍ୟତ ବୋଲି ବିବେଚନା କରାଯାଉଛିା କେଜ କଲଚର ମାଧ୍ୟମରେ ରାଜ୍ୟରେ ଥିବା ଜଳଭଣ୍ଡାରଗୁଡ଼ିକରୁ ବର୍ଷକୁ ୧ ଲକ୍ଷ ୨୫ ହଜାର ଟନରୁ…