ୱାର୍ଡ ୪୩ ରେ ବିଜୁ ଜନତା ଦଳର ମେଗା ରକ୍ତଦାନ ଶିବିର : ୧୬୦ ୟୁନିଟ ରକ୍ତ ସଂଗୃହୀତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ କୋରାନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂରକରିବା ପାଇଁ ବିଜୁ ଜନତା ଦଳ ତରଫରୁ ଓଡିଶା ମୋ ପରିବାର ଆନୁକୁଲ୍ୟରେ ଲଷ୍ମୀସାଗର ଡେଭଲୋପମେଣ୍ଟ  କମିଟି ସହଯୋଗରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଲଷ୍ମୀସାଗର ଠାରେ ଆଜି ଅନୁଷ୍ଠିତ…

ମଧ୍ୟପ୍ରଦେଶରେ ୧୦୦ ବେଡ୍ ବିଶିଷ୍ଟ କୋଭିଡ୍ ସେଂଟରର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ “ଯେଉଁଠି ସମସ୍ୟା ସେଇଠି ଚିକିତ୍ସା” ଉପଲବ୍ଧ କରାଯାଉଛି - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର– କୋଭିଡ୍ ରୋଗୀମାନେ ଯେଭଳି ଖୁବ କମ୍ ସମୟରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇପାରିବେ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ଯାହାଁ ବିମାର,…

୧୦୦ଲିଟର ଦେଶୀ ମଦ ସହିତ ମୋଟର ସାଇକେଲ ଜବତ, ଜଣେ ଗିରଫ ।

ଭଦ୍ରକ ବ୍ଲକ୍ (ସୀତାକାନ୍ତ ପାଢ଼ୀ):ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ତିହିଡ଼ି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଉପୂର୍ ଗ୍ରାମ ଅଞ୍ଚଳରେ ଚଢାଉ କରାଯାଇ ଗୋଟିଏ…

କରୋନା କାଳରେ ସାମ୍ବାଦିକଙ୍କୁ ସହଯୋଗର ହାତ ବଢ଼ାଇଲେ କଂଗ୍ରେସ ନେତା ପ୍ରତାପ ପ୍ରଧାନ 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କଂଗ୍ରେସ ନେତା ପ୍ରତାପ ପ୍ରଧାନଙ୍କ ତରଫରୁ ଘୁ.ଉଦୟଗିରି କଂଗ୍ରେସ କର୍ମକର୍ତ୍ତା ସାମ୍ବାଦିକଙ୍କୁ ସୁଖା ଖାଦ୍ୟ ସମେତ ସାନିଟାଇଜର, ସାବୁନ ସମେତ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି I ସାମ୍ବାଦିକ ଗଗନ କୁମାର ପ୍ରଧାନ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା…

ଶବର ଆଦିବାସୀ ମାନଙ୍କ ନିଆରା ଦେବସ୍ନାନ ଯାତ୍ରା : ପାହାଡ଼ ଉପରେ ପାଷାଣ ଜଗନ୍ନାଥଙ୍କ ପାରମ୍ପରିକ ପୂଜାର୍ଚ୍ଚନା

https://www.youtube.com/watch?v=fl9EKqICPyw ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାହାଡ଼ ଉପରେ ଶବର ଆଦିବାସୀ ମାନଙ୍କ ପାଷାଣ ଜଗନ୍ନାଥଙ୍କ ପାରମ୍ପରିକ ପୂଜାର୍ଚ୍ଚନା ସହ ନିଆରା ଦେବସ୍ନାନ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।   ପାରମ୍ପରିକ ରୀତିରେ ଏଭଳି ନିଆରା…

ପାରଳାଖେମୁଣ୍ଡି ଠାରେ ଲିକ୍ୟୁଡ଼ ମେଡିକାଲ ଅକ୍ସିଜେନ ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭର୍ଚୁଆଲ୍…

https://www.youtube.com/watch?v=7rmYc2sTI2c ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାରେ କରୋନା ମାହାମାରି ସମୟରେ ସ୍ୱାସ୍ଥ୍ୟ ସେବାରେ ବିଶେଷ ଉନ୍ନତି ଆଣିବା ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ…

ସାମ୍ବାଦିକଙ୍କୁ ଏସଆଇଙ୍କ ଦୁର୍ବ୍ୟବହାର: କାର୍ଯ୍ୟାନୁଷ୍ଠାନ ଦାବିରେ ସାମ୍ବାଦିକଙ୍କ ଧାରଣା 

ନୟାଗଡ଼(ବିଶ୍ୱଜିତ ନାୟକ) - ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଆଡ଼କଟାରୁ ଶୁକ୍ରବାର ବିପୁଳ ପରିମାଣର ନକଲି ମଦ ଜବତ ହୋଇଥିଲା ।  ମଦ ଦୋକାନରେ ଥିବା ସମସ୍ତ ମଦକୁ ଜବତ କରାଯାଇ ନୟାଗଡ଼ରେ ଥିବା ମୋବାଇଲ ସ୍କ୍ୱାଡ କାର୍ଯ୍ୟାଳୟକୁ ଅଣା ଯାଇଥିଲା । ମଦ ଜବତ ସମ୍ପର୍କରେ ଖବର ସଂଗ୍ରହ ପାଇଁ ନୟାଗଡ଼ର ବରିଷ୍ଠ…

କରୋନା ଲଢେ଼ଇର ଅଂଶ ଵିଶେଷ ସାଜିଛନ୍ତି ସ୍ବେଚ୍ଛାସେବୀ ଅନୁଷ୍ଠାନ “ସୃଜନ” ଏବଂ ସାମ୍ବାଦିକ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଦିନକୁ ଦିନ କରୋନା ନିଜର କାୟା ବିସ୍ତାର କରି ଚାଲିଛି I କରୋନାର କରାଳ ରୂପରେ ସମଗ୍ର ପୃଥିବୀ ଆଜି ଅସ୍ତବ୍ୟସ୍ତ I ଏହି ମହାମାରିକୁ ପରାସ୍ତ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି I କରୋନା ମହାମାରୀ ସଂକ୍ରମଣରୁ…

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

ବୁଗୁଡା  (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ଥାନା ଅନ୍ତର୍ଗତ ଶଙ୍କରୁ ଗ୍ରାମର ଜଣେ ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ ଶଙ୍କରୁ ଗ୍ରାମର ଜଣେ ନାବାଳିକା ଦଶମ ଶ୍ରେଣୀରେ ପାଠ…

ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୩ ଗିରଫ।

ସମ୍ବଲପୁର/ ରମାକାନ୍ତ ବିଶ୍ବାଳ :  ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ 3 ଜଣ ଙ୍କୁ ଧରିଲା ସମ୍ବଲପୁର ଜିଲ୍ଲା ର ନାକଟିଦେଉଳ ପୋଲିସ। ଗିରଫ ଅଭିଯୁକ୍ତ ଙ୍କ ଠାରୁ ପୋଲିସ ଏକ କ୍ୱିଣ୍ଟାଲ ଗଞ୍ଜେଇ ସହ ଏକ ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଦେବଗଡ଼ ଜିଲ୍ଲାର ଦୁଃଶାସନ…