ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ଦେବସ୍ନାନ ଯାତ୍ରା 

https://www.youtube.com/watch?v=tiTq87-T_QE&t=24s ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ କୋଭିଡ୍ କଟକଣା ମଧ୍ୟରେ ତିନି ଠାକୁରଙ୍କ ଦେବସ୍ନାନ ଯାତ୍ରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇ ଯାଇଛି ।…

ଓପେକ୍ ସେକ୍ରେଟାରୀ ଜେନେରାଲଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଅଶୋଧିତ ତୈଳ ଦର ବୃଦ୍ଧି ନେଇ ଚିନ୍ତାବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର– ନିକଟରେ ତୈଳ ବଜାରରେ ଆସିଥିବା ପରିବର୍ତନ, ତୈଳ ଚାହିଦାର ପୁନରୁଦ୍ଧାର, ଆର୍ଥôକ ଅଭିବୃଦ୍ଧି ଆକଳନ ଏବଂ ଉର୍ଜା କ୍ଷେତ୍ର ନେଇ ଥିବା ଆହ୍ୱାନ ଗୁଡିକ ଉପରେ କେନ୍ଦ୍ରମନ୍ତ୍ରୀ…

ପଦ୍ମପୁରରେ କରୋନା ସଚେତନତା ରାଲି ଅନୁଷ୍ଠିତ ।

ପଦ୍ମପୁର- କରୋନା ମହାମାରୀ ଯୋଗୁଁ ସାରା ଦେଶ ବର୍ତ୍ତମାନ ଏକ ଘଡିସନ୍ଧି ମୁହୁର୍ତ୍ତରେ ଗତି କରୁଛି । ଏପରି ସମୟରେ ଜନସାଧାରଣ ସରକାରଙ୍କ ସଚେତନତା ନିୟମ ମାନି ଚଳିବା ନିହାତି ଆବଶ୍ୟକ । ବିଭିନ୍ନ ଜାଗାରେ ସରକାର ଭିନ୍ନ ଭିନ୍ନ ପ୍ରକାରରେ ଲୋକଙ୍କୁ କରୋନା ସମ୍ବନ୍ଧରେ ସଚେତନ କରାଉଛନ୍ତି ।…

କୋରୋନା କଟକଣା ମଧ୍ୟ ରେ ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ପାଳିତ।

କଲ୍ୟାଣସିଂହପୁର//ପ୍ରଦୀପ ଦଳାଇ: ସ୍ଥାନୀୟ  ଜଗନ୍ନାଥ ମନ୍ଦିର ରେ ଆଜି ପବିତ୍ର ଦେବସ୍ନାନ  ପୂର୍ଣ୍ଣିମା ପାଳିତ ହୋଇଯାଇଛି। ମହାମାରୀ  କୋରୋନା କଟକଣା ନିର୍ଦ୍ଦେଶାବଳୀକୁ ଦୃଷ୍ଟି ରେ ରଖି   ସିମୀତ  ସଂଖ୍ୟା ରେ ସେବାୟତ ଙ୍କୁ ନେଇ ମନ୍ଦିର ପରିସର ରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ନୀତି କାନ୍ତି…

ଅନବସରରେ  ତିନି ଦିଅଁ : କାଲିଠୁ ଶ୍ରୀମନ୍ଦିରରେ ପଟି ଦିଅଁ ପୂଜା

ପୁରୀ(ଅନିମେଶ ପଟ୍ଟନାୟକ)  : ସରିଲା ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ଅଣସର ଘରକୁ ଗଲେ ତିନି ଠାକୁର । କାଲିଠୁ ଶ୍ରୀମନ୍ଦିରରେ  ପୂଜା ପାଇବେ ପଟି ଦିଅଁ । ଚତୁର୍ଦ୍ଧାମୁର୍ତ୍ତୀଙ୍କ ଅନବସର କାଳରେ ପଟି ଦିଅଁ ପୂଜାର ପରମ୍ପରା ଅଛି ।  ସ୍ନାନ ପୁର୍ଣିମାର ସମସ୍ତ ନୀତି ସମ୍ପନ୍ନ ହେବା ପରେ…

ନିରବଦ୍ରଷ୍ଟା ବନବିଭାଗ: ସମ୍ବଲପୁର ସହରରେ ଅବାଧରେ ଚାଲିଛି ବେନିୟମ କରତକଳ

ସମ୍ବଲପୁର/ରମାକାନ୍ତ ବିଶ୍ବାଳ: ସମ୍ବଲପୁର ସହରରେ ଅବାଧରେ ଚାଲିଛି ବେନିୟମ କରତ କଳ , ନିରବଦ୍ରଷ୍ଠା ସାଜିଛି ସମ୍ବଲପୁର ବନବିଭାଗ । ବାରମ୍ବାର ଜନସାଧାରଣ ବେନିୟମ କରତକଳ ବନ୍ଦ ପାଇଁ ପ୍ରଶାସନ ନିକଟରେ ଦାବି କରିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉନାହିଁ ବନବିଭାଗ । ଏଥିପାଇଁ ସମ୍ବଲପୁର…

ବରଗଡ ଜିଲ୍ଲାରେ ଦୁଇଟି ଅମ୍ଳଜାନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ପକାଇଲେ ମୁଖ୍ୟମନ୍ତ୍ରୀ 

ମୁଖ୍ୟ ଚିକିତ୍ସାଳୟରେ ନିର୍ମିତ ହେବ ପିଏସଏ ଓ ଏଲଏମଓ  ପ୍ରକଳ୍ପ  ବରଗଡ :-  କୋରୋନା ମହାମାରୀ ବିଶ୍ୱ ପାଇଁ ଚଳିତ ଶତାବ୍ଦୀର ସର୍ବବୃହତ ମହାମରୀ କୁହାଯାଇପାରେ । ଗତ ବର୍ଷ ପରଠାରୁ ଦେଶରେ ଏହି ମହାମରୀର ଦୁଇଗୋଟି ଲହର ଦ୍ୱାରା ସାରା ବିଶ୍ୱ ପ୍ରଭାବିତ ହେବା ସହିତ ଅନେକ ବହୁମୂଲ୍ୟ ଜୀବନ ନଷ୍ଟ…

ରାୟଗଡ ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ୍‍ ପ୍ଲାଣ୍ଟ ଏବଂ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଆକ୍ସିଜେନ ଉତ୍ପlଦନ…

ରାୟଗଡ(ସରୋଜ ସାହୁ) : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି  ରାୟଗଡ ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ୍‍ ପ୍ଲାଣ୍ଟ ଏବଂ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଆକ୍ସିଜେନ ଉତ୍ପlଦନ(PSA) ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।   ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ,…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ଜିଲ୍ଲାରେ ଅକ୍‌ସିଜେନ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଅନ୍ୟ ସ୍ବାସ୍ଥ୍ୟ…

ତୃତୀୟ ଲହର ସଂପର୍କରେ ବିଶେଷଜ୍ଞ ମାନଙ୍କର ଭିନ୍ନ ମତ ରହୁଛି, ତେଣୁ ପ୍ରସ୍ତୁତିରେ ସାମାନ୍ୟତମ ଅବହେଳା ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର – ମୁଖ୍ୟମନ୍ତ୍ରୀ ଭୁବନେଶ୍ବର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି…

୧୫୦ ଲିଟର ଦେଶୀ ମଦ ସହିତ ମୋଟର ସାଇକେଲ ଜବତ : ୩ ଗିରଫ ।

ଭଦ୍ରକ ବ୍ଲକ,(ସୀତାକାନ୍ତ ପାଢ଼ୀ): ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ  ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ତିହିଡ଼ି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକ ଓ…