Sign in
Sign in
Recover your password.
A password will be e-mailed to you.
କେନ୍ଦୁପତ୍ର ସିଜିନାଲ କର୍ମଚାରୀଙ୍କ ଦରମା ଓ କେନ୍ଦୁପତ୍ର ତୋଲାଳିଙ୍କ ପତ୍ର ଖରିଦ୍ ପଇସା ରଥଯାତ୍ରା ପୂର୍ବରୁ…
ପଦ୍ମପୁର(ଶାସକପ୍ରଶାସକ)-କେନ୍ଦୁପତ୍ର ତୋଲାଳି ମାନେ ଗତ ୨ ମାସ ହେଲା ଜଙ୍ଗଲ ରୁ କେନ୍ଦୁପତ୍ର ସଂଗ୍ରହ କରି ରାଜ୍ୟ କେନ୍ଦୁପତ୍ର ବିଭାଗ କୁ ବିକ୍ରି କରିଥିଲେ ମଧ୍ୟ ପଦ୍ମପୁର କେନ୍ଦୁପତ୍ର ଡିଭିଜନ ର ୫୫ ହଜାର କେନ୍ଦୁପତ୍ର ତୋଲାଳିଙ୍କୁ ଟଙ୍କା ଟିଏ ସୁଦ୍ଧା ସରକାର ଦେଇ ନାହାନ୍ତି ।…
ହାର ମାନିଲା ବୟସ ; ୭୫ ବର୍ଷ ବୟସରେ ମାଟ୍ରିକ୍ ପାସ୍ ।
ଭଦ୍ରକ ବ୍ଲକ୍(ସୀତାକାନ୍ତ ପାଢ଼ୀ): ଶିକ୍ଷା ଆଗରେ କୌଣସି ବାଧାବିଘ୍ନ ନଥାଏ । କୌଣସି ବୟସର କଟକଣା ନଥାଏ । ଏମିତି ଶିକ୍ଷା ଯାହାକି ବୟସରେ ହିସାବ ହୋଇନଥାଏ , ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ ।
ଏ ହେଉଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡରୀପୋଖରୀ ବ୍ଲକ୍ କୁରିଗାଁ…
୧୦୦ ଟଙ୍କା ପାଇଁ ଚାଲିଗଲା ପ୍ରାଣ !
ସମ୍ବଲପୁର ପୂର୍ବତନ କୁଳପତିଙ୍କୁ ହତ୍ୟା : ମାତ୍ର ୧୦୦ ଟଙ୍କା ପାଇଁ ଚାଲିଗଲା ଜୀବନ
ସମ୍ବଲପୁର -ରମାକାନ୍ତ ବିଶ୍ବାଳ : ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । କେହି ଜଣେ ଦୁର୍ବୃତ୍ତ ପ୍ରଫେସର ଧ୍ରୁବରାଜ…
ଆତ୍ମନିର୍ଭର ଭାରତ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଯୋଗଦାନ ରହିବା ଉଚିତ୍: ପ୍ରଫେସର ଗଣେଶୀ ଲାଲ୍
କିସ୍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ
ଭୁବନେଶ୍ୱର: ଆତ୍ୱନିର୍ଭର ଭାରତର ସଫଳ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଯୋଗଦାନ ରହିବା ଉଚିତ୍ ବୋଲି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କିସ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ରବିବାର…
ପୂର୍ବତନ ପୌରପରିଷଦ ଅଧ୍ୟକ୍ଷ ପି.କ୍ରିଷ୍ଣ।ଙ୍କ ଜନ୍ମ ଦିବସରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କୃଷ୍ଠ ନିରାକରଣ କେନ୍ଦ୍ର ଠାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।
ପୂର୍ବତନ ପାରଳା ପୌର ପରିଷଦର ଅଧ୍ୟକ୍ଷ ସ୍ବର୍ଗତ ପି. କ୍ରିଷ୍ଣାଙ୍କ ଜନ୍ମ ତିଥିରେ…
ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଗଜପତି ଜିଲ୍ଲାରେ ପାସ ହାର ୯୭.୭୨%
ଏ-୧ ଗ୍ରେଡରେ ୪ , ଏ-୨ଗ୍ରେଡରେ ୧୩୧ , ବି-୧ ଗ୍ରେଡରେ ୩୭୪ , ବି-୨ ଗ୍ରେଡରେ ୧୦୩୯ , ସି-ଗ୍ରେଡରେ ୨୦୮୩
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଗଜପତି ଜିଲ୍ଲାରେ ପାସ ହାର ୯୭.୭୨% ରହିଛି । ଜିଲ୍ଲାରେ ମୋଟ ୧୫୩ ଟି ବିଦ୍ୟାଳୟରୁ ୮୪୦୫ ଜଣ…
ଘୋଷଣା ହେଲା ବିଜୁ ମହିଳା ଜନତା ଦଳର ଜୁମ୍ବୋ ଟିମ: ସୁବାଷିନୀ, ସୁଲତା, ନିବେଦିତା କାର୍ଯ୍ୟକାରୀ ସଭାନେତ୍ରୀ
କସ୍ତୁରୀ ମହାସଚିବ, ଉପଦେଷ୍ଟା ଭାବେ ରାଜଶ୍ରୀ, ମଞ୍ଜୁଲତା, ରିତା, ଲତିକା ଓ ନନ୍ଦିନୀ
କମିଟିରେ ୯ ବରିଷ୍ଠ ଉପସଭାନେତ୍ରୀ, ୨୭ ଉପସଭାନେତ୍ରୀ, ୩୫ ସାଧାରଣ ସମ୍ପାଦିକା
ଭୁବନେଶ୍ୱର : ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆଙ୍କ ସୁପାରିଶ କ୍ରମେ…
ଚାଷୀଙ୍କୁ ଲୁଟୁଛନ୍ତି କୀଟନାଶକ ଔଷଧ ଦୋକାନୀ :ନିଘୋଡ଼ ନିଦରେ ନା ଚେଇଁ ଶୋଇଛି କୄଷି ବିଭାଗ !
ପଦ୍ମପୁର(ଶାସକପ୍ରଶାସକ)- ରବି ୠତୁ ଯାଇ ଖରିଫ ୠତୁ ଆରମ୍ଭ ହେଲାଣି । ଚାଷୀ ଚାଷ କାମରେ ଲାଗି ପଡିଲେଣି । ବର୍ତ୍ତମାନ ଚାଷୀ ପାଗ ଅନୁଯାୟୀ ବିଳରେ ହଳ କରିବା ସହିତ ଧାନ ବୁଣା କାମ ମଧ୍ୟ ଆରମ୍ଭ କଲାଣି । ଚାଷୀ ସାର ଓ କୀଟନାଶକ ଔଷଧ ଦୋକାନରୁ ବିହନ,ସାର ତଥା କୀଟନାଶକ ଔଷଧ କିଣି ବ୍ୟବହାର…
ଶିକ୍ଷକ ହେବ ତ ଏମିତି, ଦିବସଙ୍କ ପ୍ରଶଂସନୀୟ ପଦକ୍ଷେପ
ନିଜ ଶ୍ରେଣୀର ଶତପ୍ରତିଶତ ପିଲା "ୟୁ ଟ୍ୟୁବ" ରେ ପାଠ ପଢ଼ିବା ପାଇଁ ଶିକ୍ଷକ ଦିବସଙ୍କ ଉଦ୍ୟମ:ଛାତ୍ରଛାତ୍ରୀଙ୍କ ପାଇଁ କିଣିଲେ ମୋବାଇଲ ଫୋନ
ବରଗଡ଼ :ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକ ଗତବର୍ଷ ଠାରୁ ବନ୍ଦ ହୋଇଛି | ଏହିସମୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା…
ରଥଯାତ୍ରା ନେଇ ସୁପ୍ରିମକୋର୍ଟରେ ପିଟିସନ୍ ଦାଏର କରିବ ଭଞ୍ଜସେନା
ବାରିପଦା/ ଦିଲ୍ଲୀପ ମହାନ୍ତି - ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ରଥଯାତ୍ରା ଆୟୋଜନ ନେଇ ସୁପ୍ରିମକୋର୍ଟରେ ପିଟିସନ ଆଗତ ହେବା ନେଇ ପ୍ରସ୍ତୁତି ସରିଛି। ମୟୂରଭଞ୍ଜର ଅଗ୍ରଣୀ ସଂଗଠନ ଭଞ୍ଜସେନା ଏବଂ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଯୁବ ଆଇନଜୀବୀ…