Sign in
Sign in
Recover your password.
A password will be e-mailed to you.
ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସନ୍ତୁଳନ ଶାନ୍ତି ଆଣିଦିଏ
ଭୁବନେଶ୍ଵର: ଶିକ୍ଷାଗତ ଯୋଗ୍ୟତା ଓ ଆର୍ଥିକ ସ୍ଵଚ୍ଛଳତା ନୁହେଁ ମାତ୍ର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସନ୍ତୁଳନ ହିଁ ମନୁଷ୍ୟ କୁ ଶାନ୍ତି ଆଣିଦିଏ । ଏହା କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ଵବିଦ୍ୟାଳୟର କୁଳପତି ତଥା ପ୍ରଖ୍ୟାତ ସ୍ନାୟୁ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର…
କରୋନା କାଳରେ ଠକିବା ମହଙ୍ଗା ପଡିଲା, ଗିରଫ ହେଲେ ତିନି ନକଲି ଡାକ୍ତର ।
ମାଲକାନଗିରି (ବି.ମିନତୀ ପାତ୍ର): କାଲିମେଳା ପୋଲିସ ଆଜି ତିନି ଜଣ କ୍ୱାକ ଡାକ୍ତରଙ୍କୁ ଗିରଫ କରିଛି | ବିନା ଲାଇସେନ୍ସରେ ବିନା କୌଣସି ଡାକ୍ତରୀ ପାଠରେ ଏମାନେ ପାଲଟି ଯାଇଥିଲେ କଥା କଥିତ ଡାକ୍ତର | ଲୋକଙ୍କ ଚିକିତ୍ସା କରିବା ସହ ଲୋକଙ୍କ ଜୀବନ ସହ ଖେଳୁ ଥିଲେ ଏହି କ୍ୱାକମାନେ |…
ସଂଘର୍ଷ ଭିତରେ ସଫଳତାର ଅନ୍ୟ ନାମ ବାଳଗୋପାଳ
ବାଳ ଗୋପାଳଙ୍କ ଉଚ୍ଚ ଶିକ୍ଷାର ସବୁଖର୍ଚ୍ଚ ବହନ କରିବାକୁ ଅନନ୍ତଙ୍କ ପ୍ରତିଶ୍ରୁତି
ଭୁବନେଶ୍ୱର : ବାପା ସାଇକେଲରେ ଦୋକାନ ଦୋକାନ ବୁଲି ପାଉଁରୁଟି ବିକୁଥିଲେ । ନିଜେ ବସ୍ତିରେ ମୁଣ୍ଡ ଗୁଂଜୀ ବଡ଼ କଷ୍ଟରେ ଚଳୁଥିଲେ ବି ଦଶ ବର୍ଷରୁ ମା ଛେଉଣ୍ଡ ମେଧାବୀ ପୁଅର ପାଠପଢ଼ା ପ୍ରତି ସମ୍ପୂର୍ଣ…
ମହାମାରୀ ହେଉ କି ମହାବାତ୍ୟା: ସବୁସ୍ଥିତିରେ ସର୍ବଦା ତତ୍ପର ବିଏମସିର ସଫେଇ କର୍ମୀ
ଭୁବନେଶ୍ୱର: କୋଭିଡର ଦ୍ୱିତୀୟ ଲହର ଅନେକ ବୃତ୍ତି ଓ ବେଉସାଧାରୀଙ୍କୁ ପ୍ରଭାବିତ କରିଛି । ଏହା ସାଙ୍ଗକୁ ନିକଟରେ ଘଟିଯାଇଥିବା ୟାସ୍ ବାତ୍ୟାର ପ୍ରଭାବ ଏବଂ ମୌସୁମୀର ମୂଷଳ ବର୍ଷା ହେତୁ ମନ୍ଦିରମୟୀ ରାଜଧାନୀ ଭୁବନେଶ୍ୱରକୁ ଅନେକ ପ୍ରତିବନ୍ଧକ ସାମ୍ନା କରିବାକୁ ପଡ଼ିଛି | ମାତ୍ର ସେ ବାତ୍ୟା…
ପଦ୍ମପୁର ସହରର ପାନୀୟ ଜଳ ସମସ୍ୟା ବିଷୟରେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରତିନିଧି ମଣ୍ଡଳୀ ।
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ସହରର ପାନୀୟ ଜଳ ସମସ୍ୟା ପ୍ରାୟତଃ ସବୁଦିନ ଲାଗି ରହିଥାଏ । ଖରା ଦିନରେ ନଦୀ ନାଳରେ ପାଣି ଧାର କମିଯାଏ ବା ଜଳସ୍ତର କମିଯାଏ କିନ୍ତୁ ଲୋକଙ୍କର ପାଣିର ଆବଶ୍ୟକତା ଟିକେ ବେଶୀ ରହେ, ସେଥିପାଇଁ ଲୋକଙ୍କ ଆବଶ୍ୟକତା କୁ ପୂରଣ କରିବା ପାଇଁ ଟ୍ୟାଙ୍କର ଯୋଗେ…
ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ଗାଁ କୁ ପକ୍କା ରାସ୍ତା ଟିଏ ନାହିଁ ।
ଟିକେ ସଦୟ ଦୃଷ୍ଟି ପକାଇବେ କି ପ୍ରଶାସନ, ଭାଲୁକନାବାସୀଙ୍କ ରାସ୍ତା ସ୍ବପ୍ନ ହୁଅନ୍ତା ପୂରଣ !!!
ପଦ୍ମପୁର(ଶାସକପ୍ରଶାସକ)- ଗ୍ରାମାଞ୍ଚଳକୁ ସହର ସହିତ ସିଧାସଳଖ ଯୋଡିବା ପାଇଁ ସରକାର ଗ୍ରାମ ଉନ୍ନୟନ ବିଭାଗ ଦ୍ଵାରା ରାସ୍ତା ତିଆରି କରୁଛନ୍ତି । ପଞ୍ଚାୟତ ବିଭାଗ ପକ୍ଷରୁ ମଧ୍ୟ ପକ୍କା ରାସ୍ତା…
ପଦ୍ମପୁରରେ କୋରୋନା ସଚେତନତା ରାଲି
ପଦ୍ମପୁର :- ସମ୍ପ୍ରତି କୋରୋନ ଭୂତାଣୁକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ଅନେକ ନିୟମ କାନୁନ ସୃଷ୍ଟି କରିଛନ୍ତି । ଏହି ନିୟମକୁ ପାଳନ କରି ଅଙ୍ଗନୱାଡ଼ି କର୍ମୀ ସବିତା ବହିଦାରଙ୍କ ନେତୃତ୍ୱରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ…
ଛ ଜଣ ବରିଷ୍ଠ ନେତାଙ୍କୁ ୩୦ ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ
ଭୁବନେଶ୍ୱର : ଛ ଜଣ ବରିଷ୍ଠ ନେତାଙ୍କୁ ଆଜି ବିଜୁ ଜନତା ଦଳ ଏକାଧିକ ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି | ସେମାନଙ୍କ ମଧ୍ୟରେ ବିକ୍ରମ କେଶରୀ ଆରୁଖଙ୍କୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ…
୩୦ ଜିଲ୍ଲା ପାଇଁ ବିଜେଡି ପ୍ରକାଶ କଲା ସଦ୍ୟ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା
ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବର ସମସ୍ତ ଆଦେଶକୁ ବାତିଲ କରି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତି ଦେଇଛନ୍ତି | ଏ ବିଷୟରେ ଆଜି ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି…
30 ଜିଲ୍ଲା ପାଇଁ ବିଜେଡି ଜାରି କଲା ସଦ୍ୟ ଜିଲ୍ଲା ପର୍ଯ୍ୟବେକ୍ଷକ ସୁଚୀ
ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବର ସମସ୍ତ ଆଦେଶକୁ ବାତିଲ କରି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତି ଦେଇଛନ୍ତି | ଏ ବିଷୟରେ ଆଜି ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି…