Sign in
Sign in
Recover your password.
A password will be e-mailed to you.
କିସ୍ରୁ ମାଟ୍ରିକ୍ ପାଶ୍ କଲେ ଦାନ ମାଝୀଙ୍କ ଝିଅ
ଭୁବନେଶ୍ୱର: ଶୁକ୍ରବାର ପ୍ରକାଶିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ର ଫଳାଫଳ ଶତ ପ୍ରତିଶତ ହୋଇଛି। ସ୍କୁଲ୍ର ୬୨୯ ଛାତ୍ରଛାତ୍ରୀ ୭୦ପ୍ରତିଶତରୁ ଅଧିକ ନମ୍ବର ରଖି…
କରୋନା ପାଇଁ ବ୍ୟାପକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ
ପଦ୍ମପୁର:-ଓଡିଶା ରାଜ୍ୟରୁ ମହାମାରୀ କରୋନାକୁ ବିଲୁପ୍ତ କରିବା ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାନୁସାରେ ଗାଁ ମାନଙ୍କରେ ଗଢ଼ିଉଠିଥିବା ଗାଁ କଲ୍ୟାଣ ସମିତି ମାଧ୍ୟମରେ ବ୍ୟାପକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଜୋରସୋର ଚାଲିଛି lଏ ପରିପ୍ରେକ୍ଷୀରେ ବରଗଡ ଜିଲ୍ଲା ପାଇକମାଳ ବ୍ଳକ ଅନ୍ତର୍ଗତ…
ରକ୍ତାଭାବ ଦୂର କରିବା ପାଇଁ ଛାତ୍ର ବିଜେଡି ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ।
ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ମହାମାରୀ ସମୟରେ ରକ୍ତଭାବ ସଙ୍କଟ ଦୂର କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଆଜି ବିଜୁଛାତ୍ର ଜନତା ଦଳ ତରଫରୁ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ…
ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲା କୃଷକ ମୋର୍ଚ୍ଚା
ରାଜ୍ୟରେ ପଞ୍ଜୀକରଣ କରିଥିବା ସମସ୍ତ ଚାଷୀଙ୍କ ଧାନ କିଣିବା ଦାବି
ଭୁବନେଶ୍ୱର :ସାରା ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ପାଖରେ ଧାନ ବିକ୍ରି ନହୋଇପାରି ସ୍ଥାନୀୟ ମଣ୍ଡିଗୁଡିକରେ ପଡିରହିଛି । ସରକାରଙ୍କ ତରଫରୁ ଟୋକନ ବ୍ୟବସ୍ଥାରେ ଧାନ ବିକ୍ରି ପାଇଁ ଥିବା ବିଧି ବ୍ୟବସ୍ଥାରେ ପ୍ରାୟ…
ଚନ୍ଦ୍ରକାନ୍ତ ନାୟକଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି
ଭୁବନେଶ୍ୱର-(ଶାସକ ପ୍ରଶାସକ): ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ବରିଷ୍ଠ ସୂଚନା ସେବା ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ନାୟକଙ୍କୁ ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ଦିଆଯାଇଛି । ଶ୍ରୀ ନାୟକ ଏହା ପୂର୍ବରୁ ଯୁଗ୍ମ ନିର୍ଦ୍ଦେଶକ ପଦବୀରେ ଦାୟିତ୍ୱ ନିର୍ବାହ କରୁଥିଲେ । ଆଗାମୀ…
ଭଦ୍ରକରେ ହେବ ନୂତନ ଇଣ୍ଡୋର ଷ୍ଟାଡିୟମ ; ୫-ଟି ସଚିବଙ୍କ ପାଖରେ ଦାବି ରଖିଲେ ଭଦ୍ରକ ବିଧାୟକ ।
ଭଦ୍ରକ ବ୍ଲକ,(ସୀତାକାନ୍ତ ପାଢ଼ୀ): ଭଦ୍ରକ ଜିଲ୍ଲାରେ ଏକ ଇନଡୋର ଷ୍ଟାଡିୟମର ଆବଶ୍ୟକତାକୁ ନେଇ ଦୀର୍ଘଦିନ ହେବ ଦାବି ହେଇ ଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ନିକଟରେ ଦାବୀ କରିଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ।
ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ…
ୟୁଜି ଏବଂ ପିଜି ଅନଲାଇନ ପରୀକ୍ଷା ଅବାଧ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି : ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ସାହୁ
https://www.youtube.com/watch?v=cw0hnzFOnAQ
"ଅଧ୍ୟାପକ-ଅଧ୍ୟାପିକାମାନେ ତୁଲାଇବେ ଛାତ୍ରଛାତ୍ରୀଙ୍କ ମେଣ୍ଟରିଂ ଦାୟିତ୍ୱ "
ଇଣ୍ଟରନେଟ୍ ସୁବିଧା ନଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ କଲେଜ କର୍ତ୍ତୃପକ୍ଷ ନେଉଛନ୍ତି ପଦକ୍ଷେପ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଅଣ୍ଡର…
ପୁଣି ଅଧ କୋଟିର ବ୍ରାଉନସୁଗାର ଜବତ୍ , ଗାଡ଼ି ସହ ୧ ଗିରଫ ।
ଭଦ୍ରକ ବ୍ଲକ୍ (ସୀତାକାନ୍ତ ପାଢ଼ୀ): ଭଦ୍ରକରେ ବାରମ୍ବାର ବ୍ରାଉନସୁଗର ଧରା ହେଉଥିଲେ ମଧ୍ୟ ଏଥିରେ ସାମିଲ ଥିବା ମାଫିଆଙ୍କୁ ଧରିବାରେ ପୁଲିସ ବିଫଳ ହେଉଛି । ଗତ ଦୁଇଦିନ ପୁର୍ବେ ଭଦ୍ରକ ମଟେଲ ଛକ ଠାରେ 2 ନିଶାଡୀଙ୍କୁ ବ୍ରାଉନସୁଗର ସହିତ ପୁଲିସ ଧରିବା ପରେ କୋର୍ଟ ଚାଲାଣ କରିଥିଲା। ପୁଣି…
ଲୋକଙ୍କ କଥାକୁ ନଜର ଅନ୍ଦାଜ କରୁଥିଲେ, ବିଭାଗୀୟ ନିର୍ଦ୍ଦେଶ ପରେ ଏବେ ମାନିଲେ
"ଶାସକ ପ୍ରଶାସକ"ର ଛୋଟିଆ ପ୍ରୟାସ : ତ୍ରୁଟିପୂର୍ଣ୍ଣ କାମ ସୁଧାରିବାକୁ ଠିକାଦାରଙ୍କୁ ଆଦେଶ
ପଦ୍ମପୁର- ଲୋକଙ୍କ କଥାକୁ ନଜର ଅନ୍ଦାଜ କରି ଦେଇଥିଲେ | ହେଲେ "ଶାସକ ପ୍ରଶାସକ"ରେ ଖବର ବାହାରିବା ପରେ ତାକୁ ସେ ସମ୍ପର୍କିତ ଏକ ଟୁଇଟକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ…
ପ୍ରଶାସନିକ ଉଦାସୀନତାର କଷାଘାତରେ ଜର୍ଜରିତ ରୂପବତୀ ବେଲଘର !
ଟିକେ ଦରଦୀ ମନ ନେଇ ଚିନ୍ତା କରନ୍ତେନି ପ୍ରଶାସନ ଓ ସରକାର !!!
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଅନଲାଇନ କଣ ଆମେ ଜାଣିନୁ ଏପରି ଭାବରେ ନିଜର ମନର ବ୍ୟଥାକୁ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ବେଲଘର ଗ୍ରାମ ପଞ୍ଚାୟତର ସମାଜସେବୀ ବାନାମ୍ବର…