Sign in
Sign in
Recover your password.
A password will be e-mailed to you.
ପବନ ବର୍ଷାରେ ଉପୁଡିଲା ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ୍ ଖୁଣ୍ଟ ।
କଲ୍ୟାସିଂହପୁର/ପ୍ରଦୀପ ଦଳାଇ : ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବ୍ଳକ ସୀଙ୍ଗାରି ପଞ୍ଚାୟତ ଅନ୍ତର୍ଗତ ମେଲକୋଜବା ଗାଁ ନିକଟରେ ବହୁତ ଦିନ ଧରି ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ୍ ଖୁଣ୍ଟ ଟି ବର୍ଷା ପବନରେ ଉପୁଡି ପଡିଛି। କୌଣସି ଏକ ବଡ଼ ଦୁର୍ଘଟଣା ଘଟିବା ପୁର୍ବରୁ ଅଳ୍ପକେ ବର୍ତ୍ତି…
ବାଇକ ସହ ଦୁଇ ଲୁଟେରା ଗିରଫ
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର ): ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ତୁଷୁରା ଥାନା ଅନ୍ତର୍ଗତ ମୁକୁନ୍ଦ ପୁର ଗ୍ରାମରେ ଦୁଇ ଜଣ ବାଇକ ଲୁଟେରାଙ୍କୁ କାବୁ କରି ଗାଁ ଲୋକେ ପୋଲିସ ଜିମା ଦେଇଥିବା ଜଣାପଡିଛି। ତେବେ ସୂଚନା ଅନୁସାରେ ଦୁଇଜଣ ବାଇକ ଲୁଟେରା ତୁଷୁରା ଥାନା ଅନ୍ତର୍ଗତ ପାରକେଲା…
ଲକ୍ଷାଧିକ ଟଙ୍କାର ସ୍ବର୍ଣ୍ଣ ଅଳଙ୍କାର ସହ ତିନି ଡକାୟତ ଗିରଫ l
ରଣପୁର/ ପ୍ରସନ୍ନ କୁମାର ସାମନ୍ତରାୟ : ରଣପୁର ପୋଲିସକୁ ମିଳିଲା ବଡ଼ ସଫଳତା l ପୋଲିସ ପଞ୍ଝାରେ 3 କୁଖ୍ୟାତ ଡକାୟତ । ଜବତ ହେଲା ଲକ୍ଷାଧିକ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର । ସୂଚନା ଅନୁସାରେ ରଣପୁର ଥାନା ଅନ୍ତର୍ଗତ ସଂଖେଇ ଗ୍ରାମର ସୁନା ବ୍ୟବସାୟୀ ଅରୁଣ ସାହୁଙ୍କ ଠାରୁ ଗତ 21ତାରିଖ ଦିନ କିଛି…
ବରଗଡ଼ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଦାୟିତ୍ୱ ନେଲେ ମୋନିଷା ବାନାର୍ଜୀ
https://www.youtube.com/watch?v=CaQF-EdKux8
ବରଗଡ :- ବରଗଡ଼ ଜିଲ୍ଲାରେ ଆଜି ନୂତନ ଜିଲ୍ଲାପାଳ ଭାବରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି ଆଇଏଏସ ଅଫିସର ମୋନିଷା ବାନାର୍ଜୀ । ବରଗଡ଼ ଜିଲ୍ଲା କୃଷି ପ୍ରାଧାନ୍ୟ ଜିଲ୍ଲା ହୋଇଥିବା କାରଣରୁ ଜିଲ୍ଲାପାଳ ଧାନ ସଂଗ୍ରହକୁ ପ୍ରାଥମିକତା…
୨୦୨୧ ଜୁନ୍ ମାସରେ ଫ୍ରେଟ୍ ଲୋଡିଂରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳକୁ ଶୀର୍ଷ ସ୍ଥାନ
ଜୁନ୍ 2021 ରେ 12.74 ମିଲିୟନ୍ ଟନ୍ ମାଲ ପରିବହନ |
ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ମୋଟ ଲୋଡିଂର 11% ଅଂଶ |
ପୂର୍ବ ତଟ ରେଳ ଜୋନ୍ ଦ୍ୱାରା କରାଯାଇଥିବା ମୋଟ ଲୋଡିଂର 67% ଅଂଶ |
ଗତ ବର୍ଷ ତୁଳନାରେ ଅର୍ଥାତ୍ ଜୁନ୍ -2020 ଠାରୁ ଅତିରିକ୍ତ ଲୋଡିଂ 2.52 ମିଲିୟନ୍…
ଭଦ୍ରକରେ ସ୍ବତନ୍ତ୍ର ପୋକସୋ କୋର୍ଟ ଉଦଘାଟିତ |
ଭଦ୍ରକ ବ୍ଲକ୍ସୀ/ତାକାନ୍ତ ପାଢ଼ୀ:ନାବାଳିକା ଯୌନ ନିର୍ଯ୍ୟାତନା ମାମଲାର ତ୍ବରିତ ବିଚାର ପାଇଁ ଭଦ୍ରକର ସ୍ବତନ୍ତ୍ର ପୋକସୋ(ଫାଷ୍ଟ ଟ୍ରାକ) କୋର୍ଟର ଉଦ୍ଘାଟନ ଆଜି ସକାଳ ୯ ଟାରେ ଭର୍ଚୁଆଲ ମୁଡରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୂଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ ଏସ. ମୁରଲିଧରନଙ୍କ କରକମଳରେ…
ସିନଜେଣ୍ଟା ଇଣ୍ଡିଆ ଲିମିଟେଡ ପକ୍ଷରୁ ଭଦ୍ରକ ମେଡିକାଲୁ ୫୦ଟି ହାଇଡ୍ରୋଲିକ୍ ବେଡ ପ୍ରଦାନ |
ଭଦ୍ରକ ବ୍ଲକ୍ (ସୀତାକାନ୍ତ ପାଢ଼ୀ):-ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ୫୦ ଗୋଟି ଉନ୍ନତମାନର ହାଇଡ୍ରୋଲିକ୍ ବେଡ ପ୍ରଦାନ କରିଛି ଆନ୍ତଜାତୀୟ କୃଷି ଭିତ୍ତିକ କମ୍ପାନୀ ସିନଜେଣ୍ଟା ଇଣ୍ଡିଆ ଲିମିଟଡେ | କୋରୋନା ସଂକ୍ରମିତକୁ ଦୃଷ୍ଟିରେ ରଖି ରୋଗୀଙ୍କ ସୁବିଧା ପାଇଁ ତଥା ମାନବ ଜାତିର ସୁରକ୍ଷା…
ବଲାଙ୍ଗୀରରେ ଜୁଲାଇ ୨ରୁ “ଅରୁନ୍ଧତୀ ଜୁଏଲର୍ସ ”ର ନୂତନ ଫ୍ଲାଗସିପ୍ ଗହଣା ସୋରୁମ ଶୁଭାରମ୍ଭ
ସାମାଜିକ କ୍ଷେତ୍ରରେ ଉନ୍ନତି ପାଇଁ ଗଠିତ ହେଲା “ଅରୁନ୍ଧତୀ ଫାଉଣ୍ଡେସନ୍”
ବଲାଙ୍ଗୀର(ନିରୋଜ ମିଶ୍ର) : ଓଡିଶାର ପ୍ରମୁଖ ସୁନା ଗହଣା ବ୍ରାଣ୍ଡ ଅରୁନ୍ଧତୀ କେଲର୍ସ ତରଫରୁ ଆସନ୍ତା ଜୁଲାଇ ମାସ ୨ ତାରିଖ ଶୁକ୍ରବାର ପୂର୍ବାହ୍ନ ଘ.୧୧.୩୦ ମି ଠାରୁ ବଲାଙ୍ଗୀର ଠାରେ ତା’ର ନୂତନ ଓ ଅତ୍ୟାଧୁନିକ…
ଜନସାଧାରଣ ସେବାରେ ସମର୍ପିତ ହେଲା ଚାରି ନୂଆ ଆରଆଇ ଅଫିସ
ବରଗଡ :- ରାଜସ୍ବ ବିଭାଗର ସମସ୍ତ କାର୍ଯ୍ୟ ଯେମିତି ଲୋକେ ନିଜର ପାଖରେ ପାଇ ପାରିବେ ସେଥିପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଏହିକ୍ରମରେ ଆଜି ସୋହେଲା ତହସିଲ ଅଫିସ ଅନ୍ତର୍ଗତ ସାଲେପାଲି,ଛୁରିଆପାଲି,ସର୍କଣ୍ଡା ଓ ଲେବିଡି ପଂଚାୟତ ହେଡକ୍ୱାର୍ଟରରେ ନୂତନ ରାଜସ୍ୱ ନିରୀକ୍ଷକଙ୍କ…
ସଡକ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ , ଚାଳକ ଫେରାର।
ଟିଟିଲାଗଡ, ( ଗୌରବ ଦର୍ଜୀ):ଦିନକୁ ଦିନ ଟିଟିଲାଗଡ ସହର ରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଟ୍ରାଫିକ ସମସ୍ୟା ସାଙ୍ଗକୁ ସହର ର ଜନଗହଳି ପୂର୍ଣ୍ଣ ରାସ୍ତା ରେ ଭାରିଯାନ ଚଳାଚଳ ଯୋଗୁଁ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି। ଆଜି ଟିଟିଲାଗଡ଼ ସହର ସର୍ଗିଗୁଡା ସ୍ଥିତ ବଜାଜ ସୋ ରୁମ୍ ନିକଟରେ…