ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତି ଅସମ୍ମାନ ଓ ଅପମାନ ଜନକ ମନ୍ତବ୍ୟ ଦେଇ ପ୍ରକାଶିତ ପୁସ୍ତକ ବିରୁଦ୍ଧରେ…

https://www.youtube.com/watch?v=YEKrrf0n-PQ ଉତ୍କଳ ସମ୍ମିଳନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଓ ଥାନାରେ ଏତଲା  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନବ ଉତ୍କଳର ନିର୍ମାତା , ଓଡ଼ିଶାର ସ୍ୱାଭିମାନ ବ୍ୟକ୍ତିତ୍ୱ ତଥା ପାରଳାର ପୂର୍ବତନ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର…

୩୦୦ ଲିଟର ଦେଶୀ ମଦ ସହିତ ଅଟୋ ଜବତ, ଜଣେ ଗିରଫ ।

ଭଦ୍ରକ:ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭ୍ରାମ୍ୟମାଣ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଆଜି ସକାଳ ୦୬.୦୦ ଘଟିକା ସମୟରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ରାଣୀତାଲ ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା…

ଟାଲ ଗ୍ରାମରେ ବିନ୍ଧ୍ୟଗିରି ବିଂଝାଲ ସମାଜ ପକ୍ଷରୁ ବିନ୍ଧ୍ୟବାସିନୀ ପିଠରେ ଭୂମି ପୂଜନ ।

ପଦ୍ମପୁର (ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଟାଲ ଗ୍ରାମରେ ସ୍ବାଲାଖ ବିନ୍ଧ୍ୟଗିରି ବିଂଝାଲ ସମାଜର ଅଧିଷ୍ଠାତ୍ରୀ ଦେବୀ ବିନ୍ଧ୍ୟବାସିନୀଙ୍କ ପୀଠରେ ଗୁରୁବାର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଟାଲ ବିଂଝାଲ ସମାଜ କମିଟିର ସଭାପତି ଶ୍ୟାମଲାଲ ବରିହାଙ୍କ ଆହ୍ବାନକ୍ରମେ ଉତ୍ସବରେ ମୁଖ୍ୟ…

ଜିଲ୍ଲା ଯାଦବ ସଂଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ। 

ଟିଟିଲାଗଡ, ( ଗୌରବ ଦର୍ଜୀ)-ଆଜି ବଲାଙ୍ଗୀର ଜିଲ୍ଲା ଯାଦବ ସଂଘ ତରଫରୁ ଜିଲ୍ଲା ର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଟି ଜିଲ୍ଲା ଯାଦବ ସଭାପତି ପରମାନନ୍ଦ ହାତୀ ,  ବ୍ଲକ ଯାଦବ ସଭାପତି ତୀର୍ଥ ହାତୀ ,ବଙ୍ଗୋମୁଣ୍ଡା ବ୍ଲକ ର ଯୁବ ଯାଦବ …

ଲିଓ କ୍ଲବ ର ବିଶ୍ଵ ଡାକ୍ତର ଦିବସ ପାଳିତ। 

ଟିଟିଲାଗଡ, ( ଗୌରବ ଦର୍ଜୀ)-ଆଜି ଲିଓ କ୍ଲବ ଟିଟିଲାଗଡ ତରଫରୁ ବିଶ୍ଵ ଡାକ୍ତର ଦିବସ ପାଳିତ ହୋଇଯାଇଛି। ଏହି ଅବସର ରେ ଟିଟିଲାଗଡ଼ର ଅନେକ ଡାକ୍ତରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଲିଓ କ୍ଲବ ର ବଲାଙ୍ଗୀର ଜିଲ୍ଲା  ଚେୟାରମ୍ୟାନ୍ ଙ୍କ ଅଧ୍ୟକ୍ଷତା ରେ ପରାମର୍ଶ ଦାତା ଲାୟନ୍ ଦୀପକ ଗୋଏଲ,…

ଶେଷରେ ନଅ ୟୁରୋପୀୟ ରାଷ୍ଟ୍ରଙ୍କ  ‘ଗ୍ରୀନ୍ ପାସ୍’ ତାଲିକାରେ ସାମିଲ ହେଲା ଭାରତର କୋଭିଶିଲ୍ଡ | 

ନୂଆଦିଲ୍ଲୀ : ଶେଷରେ ଭାରତର ଚେତାବନୀ କାମ ଦେଇଛି | ଭାରତୀୟ ଟିକାକୁ ସାମିଲ କରିବା ପାଇଁ  କୁଂଥୁକୁଂଥୁ ହେଉଥିବା ନଅ ୟୁରୋପୀୟ ରାଷ୍ଟ୍ରଙ୍କ  'ଗ୍ରୀନ୍ ପାସ୍' ତାଲିକାରେ ସାମିଲ ହେଲା ଭାରତର କୋଭିଶିଲ୍ଡ |  ଅଷ୍ଟ୍ରିଆ, ଜର୍ମାନୀ, ସ୍ଲୋଭେନିଆ, ଗ୍ରୀସ୍, ଆଇସଲ୍ୟାଣ୍ଡ, ଆୟର୍ଲାଣ୍ଡ,…

ବାରିପଦା ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଅନ୍ୟା ଦାସ

ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ବାରିପଦା ଉପଜିଲ୍ଲାପାଳ ଭାବେ ବିଦାୟୀ ଉପଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ ଆଇଏଏସ ଅନ୍ୟା ଦାସ । ଏହାପରେ କାର୍ଯ୍ୟାଳୟର କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସୂଚନା…

ରାୟଗଡ ବଣିକ ସଂଘ ସହ ଜିଲ୍ଳାପାଳଙ୍କ ଆଲୋଚନା

କୋଭିଡ-19 ନିର୍ଦ୍ଦେଶାବଳୀରେ ଦୋକାନବଜାର ଖୋଲିବାକୁ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ ରାୟଗଡ/ସରୋଜ ସାହୁ :-ମହାମାରୀ କରୋନା ସଂକ୍ରମଣ ହାର ରାୟଗଡ ଜିଲ୍ଳାରେ ଏକ ପ୍ରକାର ନିୟନ୍ତ୍ରଣରେ ରହିଛି ।  ରାଜ୍ୟରେ ମଧ୍ୟ ଦୈନିକ ସଂକ୍ରମଣ ହାର ହ୍ରାସ ହେବା ପରେ ରାଜ୍ୟ ସରକାର ଆଂଶିକ  ଲକଡାଉନ କଟକଣା ଅବଧୀ…

ଓପିଟିସିଏଲ୍ ର ଭୁବନେଶ୍ଵର ମହାପ୍ରବନ୍ଧକ କାର୍ଯ୍ୟାଳୟରେ ବନ ମହୋତ୍ସବର ଶୁଭାରମ୍ଭ

ଭୁବନେଶ୍ବର : ଓପିଟିସିଏଲ୍ ର ଭୁବନେଶ୍ଵର ମହାପ୍ରବନ୍ଧକ କାର୍ଯ୍ୟାଳୟ ତରଫରୁ ଚନ୍ଦକା ଗ୍ରୀଡ ପରିସରରେ ବନ ମହୋତ୍ସବ ସପ୍ତାହ ପାଳନ ଶୁଭାରମ୍ଭ ହୋଇଯାଇଛି | ଓପିଟିସିଏଲ୍ ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ସିଂହ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ଏହି ଉଦଘାଟନୀ ଉତ୍ସବରେ ପ୍ରାୟ…

ନିଶା ଔଷଧ ବିକ୍ରି କରୁଥିବା ତିନି ଜଣକୁ ଗିରଫ କଲା ପାଇକମାଲ ପୋଲିସ

 ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ପାଇକମାଲ ଅଞ୍ଚଳରେ ନିଶା ଔଷଧ ଯେପରିକି କୋରେକ୍ସ,ଇଂଜେକ୍ସନ ବିକ୍ରି କରି ଯୁବ ପିଢିଙ୍କୁ ପଥଭ୍ରଷ୍ଟ କରୁଥିବା ଭଲି ଅଭିଯୋଗ ହେବାପରେ ପାଇକମାଲ ଥାନା ଅଧିକାରୀ ବିଶ୍ବଜିତ ମଧବୋଧଙ୍କ ନେତୄତ୍ବରେ ଏକ ଟିମ ପାଇକମାଲ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ…