Sign in
Sign in
Recover your password.
A password will be e-mailed to you.
ସୋଆ ଏନ୍ଏସ୍ଏସ୍ ପକ୍ଷରୁ ମୁଖ କର୍କଟ ସଚେତନତା ୱେବିନାର
ଭୁବନେଶ୍ୱର: ମୁଖ ଗହ୍ୱର କର୍କଟ ରୋଗ ସଚେତନତା ପାଇଁ ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବୁଧବାର ଏକ ୱେବିନାର୍ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍ଷ୍ଟଯୁତ ଅଫ୍ ଡେଂଟାଲ୍ ସାଇନ୍ସେସ୍ ର ପ୍ରଫେସର ସତ୍ୟରଞ୍ଜନ ମିଶ୍ର “ତମାଖୁ, ପାଟିର ଖଳନାୟକ” ଶୀର୍ଷକ ଆଲୋଚନା କରିଥିଲେ ।…
ବେସାହାରା ଜୟକୁମାରୀଙ୍କୁ ସାହା ହେବ କିଏ : ଇନ୍ଦିରା ଆବାସ ଅପେକ୍ଷାରେ, ବିତିଯିବନି ତ ଜୀବନ !
ପଦ୍ମପୁର(ଶାସକପ୍ରଶାସକ)-ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତ ର ବେହେରାବାହାଲି ଗାଁ ର ଜୟକୁମାରୀ କୁମ୍ଭାର (୫୪) ଜଣେ ଅସହାୟ ବିଧବା। ତାଙ୍କ ର ଆଗ ପଛରେ କେହି ନାହାନ୍ତି। ସେ ପଦ୍ମପୁର ବ୍ଳକ ର ବଗେଇଜୁରୀ ଗ୍ରାମ ରେ ବିବାହ କରିଥିଲେ। ମାତ୍ର ପାଞ୍ଚ ବର୍ଷର ଘର ସଂସାର…
ଏଆଇଏଫ ପ୍ରଦତ୍ତ ଅକ୍ସିଜେନ କନସେନଟ୍ରେଟରକୁ କଟକ ଜିଲ୍ଲା ପାଇଁ ହସ୍ତାନ୍ତର କଲେ ମନ୍ତ୍ରୀ ପ୍ରତାପ ଜେନା
https://www.youtube.com/watch?v=bvJ0RODe7EU
କଟକ (ଶାସକ ପ୍ରଶାସକ) : ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ(ଏଆଇଏଫ) ପକ୍ଷରୁ କଟକ ଜିଲ୍ଲା ପାଇଁ ପ୍ରଦାନ କରାଯାଇଥିବା ୨୩ ଗୋଟି ଅକ୍ସିଜେନ କନସେନଟ୍ରେଟରକୁ ଆଜି ପଞ୍ଚାୟତିରାଜ, ପାନୀୟଜଳ, ଗୃହ ନିର୍ମାଣ -ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ…
କାଳବୈଶାଖିର ତାଣ୍ଡବ ରେ ଉଡିଲା ଛପର ଘର।
କଲ୍ୟାଣସିଂହପୁର-//ପ୍ରଦୀପ ଦଳାଇ : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୋଲମା ପଞ୍ଚାୟତର ବାଗଡଙ୍ଗର ଗାଁରେ କାଳବୈଶାଖିର ତାଣ୍ଡବରେ ୪ ପରିବାରଙ୍କ ଘରର ଛପର ଉଡି ଯାଇଥିବା ବେଳେ କୁସୁବେଟି ଗାଁର ସିପିନା କୁଲସିକାଙ୍କ ଗୋଟିଏ ଘର ଉଡି ଥିବା ଦେଖିବାକୁ ମିଳିଛି ।
ଗୁରୁତର ଭାବେ…
ବିଶ୍ୱ ଡାକ୍ତର ଦିବସ ଉପଲକ୍ଷେ ବରିଷ୍ଠ ଡାକ୍ତରଙ୍କୁ ସମ୍ମାନିତ କଲେ ମନ୍ତ୍ରୀ ସୁଶାନ୍ତ ସିଂ
ବରଗଡ :- ଆଜି ଜାତୀୟ ଡାକ୍ତର ଦିବସ । ଏହି ଅବସରରେ ଦେଶରେ କାର୍ଯ୍ୟରତ ସମସ୍ତ ଡାକ୍ତରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଗ୍ରାମ୍ୟ ଓ ଉନ୍ନୟନ ତଥା ଶ୍ରମମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ । ଅନେକ ଡାକ୍ତର ନିଜ ଚାକିରୀରୁ ଅବସର ନେଇଥିଲେ ମଧ୍ୟ ରୋଗୀ ସେବା କରିବାରୁ ଅବସର ନେଇ ନାହାଁନ୍ତି…
ତୈଳଦର ଓ ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦର ବୃଦ୍ଧିର ଦୁର୍ବାର ପ୍ରତିବାଦ କରିବ କଂଗ୍ରେସ : ନିରଞ୍ଜନ
ଆସନ୍ତା ଜୁଲାଇ ୭ ରୁ ୧୭ ରାଜ୍ୟ ବ୍ୟାପି ଆନ୍ଦୋଳନ
ଭୁବନେଶ୍ୱର- କେନ୍ଦ୍ରର ବିଜେପି ନେତୃତ୍ୱ ମୋଦି ସରକାରଙ୍କ ଦୂରଦର୍ଶିତାର ଅଭାବ ଯୋଗୁଁ ସାରା ଦେଶରେ କରୋନା ମହାମାରୀ ଥମିବାର ନାଁ ନେଉନଥିବା ବେଳେ କେନ୍ଦ୍ର ସରକାର କ୍ରମାଗତ ଭାବେ ୨ ମାସ ମଧ୍ୟରେ ୨୯ ଥର ତୈଳଦର ଆଶାତୀତ ବୃଦ୍ଧି…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ “ସିସିଡି” ଅନୁଷ୍ଠାନ ଦ୍ୱାରା ୧୦୦ ଗୋଟି ଅକ୍ସି-ଫ୍ଲୋ ମିଟର ଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ " ସିସିଡି" ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ବୁଧବାର ଦିନ ୧୦୦ ଗୋଟି ଅକ୍ସି-ଫ୍ଲୋ ମିଟର ଦାନ କରାଯାଇଛି ।
ବେଙ୍ଗାଲୋର ସ୍ଥିତ "ୟୁନାଇଟେଡ଼-ୱେ" ଅନୁଦାନ…
ଜୁଲାଇ ୧ ବିଶ୍ୱ ବନ ମହୋତ୍ସବଠାରୁ ଏକ ମାସ ପର୍ଯ୍ୟନ୍ତ ବୃକ୍ଷ ରୋପଣ କରିବା ଭଞ୍ଜସେନା
ବାରିପଦା(ଦିଲ୍ଲୀପ ମହାନ୍ତି )-ମୟୁରଭଞ୍ଜ ଜିଲ୍ଲାର ଏକମାତ୍ର ଅଗ୍ରଣୀ ତଥା ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ଗତ ୨୪/୦୬/୨୦୨୧ ରିଖ "ପବିତ୍ର ଦେବସ୍ନାନ ପୂର୍ଣ୍ଣିମା"ରୁ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ ଭାବେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏକମାସ ଧରି ଚାଲିବା ପାଇଁ ଘୋଷଣା…
ଭୀମଭୋଇ କଲେଜରେ ଦୁଇ ଅଧ୍ୟାପକଙ୍କୁ ଅବସର ସମ୍ବର୍ଦ୍ଧନା
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ରେଢ଼ାଖୋଲ ଭୀମଭୋଇ ମହାବିଦ୍ୟାଳୟରେ ବୁଧବାର ଦିନ ପ୍ରାଧ୍ୟାପକ ଶ୍ରୀ ଅକ୍ଷୟ କୁମାର କରଙ୍କ ଆବାହନକ୍ରମେ ଏକ ଅବସର କାଳୀନ ବିଦାୟ ସଭା ଅନୁଷ୍ଠିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଓଡ଼ିଆ ବିଭାଗର ମୁଖ୍ୟ ଡକ୍ଟର ବାଳାଦିତ୍ୟ ବିକାଶ ଶ୍ରୀଚନ୍ଦନ…
ଜାମୁଯୋରି ଗ୍ରାମରେ ଭାଲୁ ଆକ୍ରମଣରେ ଚାଷୀ ଗୁରୁତର
ନାକଟିଦେଉଳ ବ୍ଲକ୍ ଜାମୁଯୋରୀ ଗାଁ ରେ ନିଜ ଜମିକୁ ଯାଇଥିବା ବେଳେ ଜଣେ ଚାଷୀକୁ ଭାଲୁ କାମୁଡିବାରୁ ଗୁରୁତର ଆହତ ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ହସ୍ତଗତ ହୋଇଛି।
ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବନଖଣ୍ଡ ଜାମୁଜୋରୀ ଗ୍ରାମର ଗୋବିନ୍ଦ ଓରାମ(୪୫) ନିଜ…