Sign in
Sign in
Recover your password.
A password will be e-mailed to you.
ଯୋଜନାବଦ୍ଧ ପଦକ୍ଷେପ ଦ୍ୱାରା ସାମଗ୍ରିକ ବିକାଶ ସମ୍ଭବପର: ମନ୍ତ୍ରୀ ତୁଷାରକାନ୍ତି
କୋଭିଡ୍ ପରବର୍ତ୍ତୀ ପୁନର୍ଗଠନ ଓ ପୁନରୁତଥାନ ନେଇ ସିଆଇଆଇ ପକ୍ଷରୁ କର୍ମଶାଳା
ଭୁବନେଶ୍ୱର(ଶାସକ ପ୍ରଶାସକ) :ସିଆଇଆଇ ପକ୍ଷରୁ ବିଶ୍ୱ ମହାମାରୀ ପରବର୍ତ୍ତୀ ସମୟରେ ପୁନର୍ଗଠନ ଏବଂ ପୁନରୁତଥାନ ସଂପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛିା ଏହି କର୍ମଶାଳାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ…
ନିମୋକୋକାଲ କଂଜୁଗେଟ୍ ଭ୍ୟାକ୍ସିନ ଟୀକାକରଣର ଜିଲ୍ଳାସ୍ତରୀୟ ଶୁଭାରମ୍ଭ
ରାୟଗଡ/ସରୋଜ କୁମାର ସାହୁ : ନିମୋକୋକାଲ କଂଜୁଗେଟ୍ ଭ୍ୟାକ୍ସିନ୍ (ପି.ସି.ଭି)ଟୀକକରଣର ଜିଲ୍ଳାସ୍ତରୀୟ କାର୍ଯ୍ୟକ୍ରମକୁ ଆଜି ରାୟଗଡ ଜିଲ୍ଳପାଳ ସରୋଜ କୁମାର ମିଶ୍ର ଫିତା କାଟି ଏହାର ଶୁଭାରମ୍ଭ କରିଛନ୍ତି । ସ୍ଥାନୀୟ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ଟୀକାକରଣ କାର୍ଯ୍ୟକ୍ରମରେ…
ପଂଚାୟତ ୱାରି କାଳିଆ ହିତାଧିକାରୀ ଏବଂ ଭୂମିହୀନ ଚାଷୀଙ୍କ ତାଲିକାକୁ ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର: ଗୋଲକ
କାଳିଆ ଯୋଜନାରେ ୧୮ ଲକ୍ଷ ଭୂମିହୀନ କୃଷକ ପରିବାରଙ୍କୁ ୩୧୮ କୋଟି ଟଙ୍କାର କୋଭିଡ ସହାୟତା ଦେବା ପ୍ରସଙ୍ଗ
ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାରେ ୧୮ ଲକ୍ଷ ଭୂମିହୀନ କୃଷକ ପରିବାରଙ୍କୁ ୩୧୮ କୋଟି ଟଙ୍କାର କୋଭିଡ ସହାୟତା ଦେବେ ବୋଲି ଆଜି ବିଭିନ୍ନ ଛାପା ଗଣମାଧ୍ୟମରେ ପ୍ରଥମ ପୃଷ୍ଠା …
ପ୍ରଭୁଙ୍କ ସେବାରେ : ଶ୍ରୀଜୀଉଙ୍କ ସେବକଙ୍କ ବ୍ୟବହାର ପାଇଁ ସାନିଟାଇଜର ଓ ମାସ୍କ ଯୋଗାଇଦେଲା ପିପିଏଲ
ଭୁବନେଶ୍ୱର/ପୁରୀ(ଶାସକ ପ୍ରଶାସକ ):ମହାମାରୀ କରୋନା ଯୋଗୁ ଚଳିତ ବର୍ଷର ପବିତ୍ର ରଥଯାତ୍ରା ବିନା ଭକ୍ତରେ କଠୋର କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ ଅନୁଷ୍ଠିତ ହେବାକୁ ଯାଉଛି। କଠୋର କୋଭିଡ କଟକଣା ଭିତରେ ପ୍ରାୟ ମାସବ୍ୟାପୀ ବିଧିପାଳନ ଓ ପ୍ରଭୁଙ୍କର ସମସ୍ତ ରୀତିନୀତି ସେବାୟତଙ୍କ ଦ୍ୱାରା…
ଅଘଟଣ : ଗୋଟିଏ ଦିନରେ ପାଣିରେ ବୁଡି ୪ ଶିଶୁ ମୃତ୍ୟୁ
ସମ୍ବଲପୁର/ ରମାକାନ୍ତ ବିଶ୍ବାଳ-ମଙ୍ଗଳବାର ଦୁଇଟି ପୃଥକ ପୃଥକ ଅଘଟଣରେ ୪ ଜଣ ଶିଶୁଙ୍କ ର ପାଣିରେ ବୁଡି ମୃତ୍ୟୁ ହୋଇଥିବା ଦୁଃଖଦ ଖବର ମିଲିଛି।ପ୍ରଥମ ଘଟଣା ସମ୍ବଲପୁର ରେଢ଼ାଖୋଲ ଚାରମାଳ ଥାନା ଅନ୍ତର୍ଗତ ଚାରମାଳ ଚୁଡାପୁଡୁଗ ଗ୍ରାମର ଦୁଃଖବନ୍ଧୁ ଖଡିଆଙ୍କ ଦୁଇ ଶିଶୁ ପୁତ୍ର ଅଜିତ (୪) ଓ ଅମିତ…
ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ସଚେତନତା ବାର୍ତ୍ତା।
ଭଦ୍ରକ ବ୍ଲକ୍,(ସୀତାକାନ୍ତ ପାଢ଼ୀ):- ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଆଜି ଭଦ୍ରକ ଜିଲ୍ଲା ଚରମ୍ପା ଧାମରା ଓଭର୍ ବ୍ରିଜ ନିକଟରେ କୋରୋନା କଟକଣା ନିୟମ କୁ ମାନି ଏକ ବ୍ୟାପକ ଧରଣ ର ଖାଦ୍ୟ ଓ ମାକ୍ସ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଅନେକ ଡ୍ରାଇଭର ଯୋଗଦେଇ…
ପୋଡାପାଡ଼ି କମନ ସର୍ଭିସ ସେଣ୍ଟର ପକ୍ଷରୁ ଅଙ୍ଗନବାଡି କର୍ମୀଙ୍କୁ “ପୋଷଣ ଟ୍ରାକ” ତାଲିମ
କାଶୀପୁରରୁ ବୈକୁଣ୍ଠ ଦୁରିଆ-କାଶୀପୁର ବ୍ଲକ ପୋଡାପାଡ଼ି ଅନ୍ତର୍ଗତ ସୋରିଷପଦର ଅଙ୍ଗନବାଡି କେନ୍ଦ୍ରଠାରେ ଅଙ୍ଗନବାଡି କର୍ମୀମାନଙ୍କୁ "ପୋଷଣ ଟ୍ରାକ" ସମ୍ପର୍କରେ ତାଲିମ ଦିଆଯାଇଛି | ଏହି ତାଲିମ କାର୍ଯ୍ୟକ୍ରମରେ ପୋଡାପାଡ଼ି, ବାଙ୍କାମ୍ବ ଓ ନାକଟିଗୁଡା ପଂଚାୟତର ଅଙ୍ଗନବାଡି କର୍ମୀମାନଂକୁ…
୧୬ ଜୁଲାଇ ପର୍ଯ୍ୟନ୍ତ ବଢ଼ିଲା ଆଂଶିକ ଲକ ଡାଉନ ର ଅବଧି
ମଲ, ସ୍ପା ଓ ପାର୍ଲର ଛାଡି ଆଉ ସମସ୍ତ ଦୋକାନ ଖୋଲିବ
ରାଜ୍ୟରେ ଆଂଶିକ ଲକଡାଉନ ଅବଧି ବଢ଼ିଲା ଜୁଲାଇ ୧୬ ସକାଳ ୬ ଯାଏ | କାଟାଗୋରି "ଏ"ରେ ୨୦ ଜିଲ୍ଲା ଓ କାଟାଗୋରି ବି ରେ ୧୦ ଜିଲ୍ଲା | ତେବେ କାଟାଗୋରୀ ଏ ରେ ପୂର୍ବରୁ ଥିବା ୧୭ ଜିଲ୍ଲାରେ ସାମିଲ ହୋଇଛି ୩ ଜିଲ୍ଲା। ସେହି ୩ଟି…
ଖୋର୍ଦ୍ଧା ରୋଡ୍ ଏବଂ ଉଦନା (ସୁରଟ) ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍
ଭୁବନେଶ୍ୱର/ ଶାସକ ପ୍ରଶାସକ : ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ପଶ୍ଚିମ ଭାରତକୁ ଯାତାୟାତ କରୁଥିବା ନିୟମିତ ଟ୍ରେନ୍ ଗୁଡ଼ିକରେ ମାତ୍ରାଧିକ ପ୍ରତିକ୍ଷ୍ୟା ତାଲିକାକୁ ଏଡାଇବା ପାଇଁ ରେଳ ମନ୍ତ୍ରଣାଳୟ ଗୁଜୁରାଟର ସୁରଟ ନିକଟସ୍ଥ ଉଦନା ଷ୍ଟେସନ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ…
ଦୁର୍ଗମ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ପ୍ରଥମ ଡୋଜ୍ ଟୀକାକରଣ କାର୍ଯ୍ୟକ୍ରମ : ମଙ୍ଗଳବାର ଦିନ ୨୪ ଟି…
https://www.youtube.com/watch?v=E9SLlQasv9s
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକ ଅନ୍ତର୍ଗତ ଦୁର୍ଗମ ଭରା ଅଞ୍ଚଳ ପରିଡା ପଞ୍ଚାୟତର ପରିଡା ଗ୍ରାମ ସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱତନ୍ତ୍ର ଭାବେ ଉତ୍ସାହ ,…