Sign in
Sign in
Recover your password.
A password will be e-mailed to you.
ଛଟେଇ କମ୍ପ୍ୟୁଟର ଶିକ୍ଷକ ଙ୍କୁ ପୁନଃ ନିଯୁକ୍ତି ପାଇଁ ଆଇ.ସି.ଟି ବିଦ୍ୟାଳୟ ସଂଯୋଜକ ସଂଘ ର ଦାବି
ସମ୍ବଲପୁର /ରମାକାନ୍ତ ବିଶ୍ବାଳ : ସମଲପୁର ଜିଲ୍ଲାର ୧୦୫ ସରକାରୀ ବିଦ୍ୟାଳୟ ରେ ୧୦୫ କଣ କମ୍ପ୍ୟୁଟର ଶିକ୍ଷକ ତଥା ରାଜ୍ୟରେ ୪୦୦୦ କମ୍ପ୍ୟୁଟର ଶିକ୍ଷକ ଛଟେଇ ହୋଇ ଘରେ ବସିଛନ୍ତି । ଓଡ଼ିଶାର ସମସ୍ତ ହାଇସ୍କୁଲ ର ଛାତ୍ରଛାତ୍ରୀ କମ୍ପ୍ୟୁଟର ଶିକ୍ଷା ତଥା ଅନଲାଇନ ଶିକ୍ଷା ରୁ ଏବେ ସମ୍ପୂର୍ଣ…
୭୨ତମ ବନ ମହୋତ୍ସବ ପାଳିତ : ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦାନ କରି ବୃକ୍ଷ ରୋପଣ କଲେ |
ରାୟଗଡ/ ସରୋଜ ସାହୁ - ରାମନାଗୁଡା ବ୍ଲକ ଅନ୍ତର୍ଗତ ରୋବାଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ରୋବାଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ 72ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ…
ଓଡିଶାର ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ କୋଭିଡକୁ ପରାସ୍ତ କରିବା ପାଇଁ କୋଭିଡ୍ ସୁରକ୍ଷିତ ଆଚରଣ ସହ ଟୀକାକରଣ ଏକମାତ୍ର…
ସୁରକ୍ଷିତ ଆଚରଣ ଓ ଟୀକାକରଣର ପ୍ରଚାରପ୍ରସାର ପାଇଁ ୟୁନିସେଫ୍ ଓଡିଶା ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମିଳିତ ଭାବେ ଗଣମାଧ୍ୟମ ସହିତ ହାତମିଶାଇଲେ
ମାଲକାନାଗିରି/ କୋରାପୁଟ/ ରାୟଗଡା(ସରୋଜ କୁମାର ସାହୁ) : ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ସହେଯାଗରେ ୟୁନିସେଫ୍ ଓଡିଶା…
ଦୁର୍ଘଟଣାରେ ଆହତ ବ୍ୟକ୍ତି ଙ୍କୁ ସହାୟତାର ହାତ ବଢାଇଲେ ମନ୍ତ୍ରୀ ଓ ବିଧାୟକ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତର ଖପୁରିଡିହି ଗ୍ରାମର ଭାନୁ ମାଝି ଙ୍କର ଗତ କିଛିଦିନ ତଳେ ଏକ ସଡକ ଦୁର୍ଘଟଣାରେ ଗୋଡ଼ ଭାଙ୍ଗି ଯାଇଥିଲା । ଗୋଡ଼ ଭାଙ୍ଗିଯିବା ଦ୍ୱାରା ଭାନୁ ଏକ ପ୍ରକାର ଅକ୍ଷମ ହୋଇ ଯାଇଥିଲେ । ଗରିବ ପରିବାରର ହୋଇଥିବା କାରଣରୁ…
ଅଣଦେଖା କରୁଛି ପ୍ରଶାସନ, ଚୁଁଆ ନାଳ ପାଣି ଭରସାରେ ଖଶିଗୁଡା ଗାଁ ।
କଲ୍ୟାସିଂହପୁର/ପ୍ରଦୀପ ଦଳାଇ: ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତ ଅଧିନସ୍ତ ଖଶିଗୁଡା ଗାଁ । ୩୦ ପରିବାର ବସବାସ କରୁଥିବା ଏଇ ଗାଁ ରେ ଲୋକେ ଯେମିତି ପ୍ରଶାସନର ସାବତ ସନ୍ତାନ ପରି ରହିଛନ୍ତି । ନିଜ ମୌଳିକ ସୁବିଧା ଅଧିକାର ରୁ ବଞ୍ଚିତ ହୋଇ ରହିବାକୁ…
ଧର୍ମେନ୍ଦ୍ର ବାବୁ, କେବେ ସୁଦ୍ଧା ସିଲିଣ୍ଡର ହଜାରେ ଟପିବ
କେନ୍ଦ୍ରମନ୍ତ୍ରୀଙ୍କୁ କଂଗ୍ରେସ ନେତା ପଞ୍ଚାନନଙ୍କ ପ୍ରଶ୍ନ : ‘ପେଟ୍ରୋଲ, ଡିଜେଲ ଶହେ ଟପିଲା, ସିଲିଣ୍ଡର ହଜାରେ କେବେ ଟପିବ ? '
ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜିର ପ୍ରେସବାର୍ତ୍ତାରେ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଙ୍କ…
ଓଡିଶାର ସହରାଞ୍ଚଳରେ “ବର୍ଷାଜଳକୁ ଧରି ରଖିବା” ଅଭିଯାନ ଉତ୍ସାହଜନକ
ବର୍ଷା ଜଳକୁ ଧରି ରଖିବାର ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବଳିଷ୍ଠ ପଦକ୍ଷେପ
ରାଜ୍ୟର ଫ୍ଲାଗସିପ୍ ସ୍କିମ୍ ‘ମୁକ୍ତା’ ଯୋଜନାରେ ୭୫ ଦିନରେ ଓଡିଶାରେ ରେକର୍ଡ ସଂଖ୍ୟକ ୧୦,୦୦୦ ବର୍ଷା ଜଳ ଅମଳ ସଂରଚନା (ଆରଡବ୍ଲୁ୍ୟଏଚ୍ଏସ) ପ୍ରତିଷ୍ଠା ହୋଇପାରିଛି ।
“ବର୍ଷାଜଳକୁ ଧରି…
ଭାରପ୍ରାପ୍ତ ବ୍ଳକ ଶିକ୍ଷା ଅଧିକାରୀ ଭାବରେ ଦାୟିତ୍ୱ ନେଲେ ବିପିନ ବିହାରୀ ମିଶ୍ର ।
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ବ୍ଳକ ଶିକ୍ଷା ଅଧିକାରୀ ତ୍ରୀବିକ୍ରମ ପାଣିଗ୍ରାହୀଙ୍କ ଅବସର ଗ୍ରହଣ ପରେ ଜୁଲାଇ ପହିଲାରୁ ଭାରପ୍ରାପ୍ତ ବ୍ଳକ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିପିନ ବିହାରୀ ମିଶ୍ର । ଶ୍ରୀ ମିଶ୍ର ଭାରପ୍ରାପ୍ତ ବ୍ଳକ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ…
ଏଠି ସଂଜ ନଇଁଲେ ମାହୋଲ ଗରମ, ହେଲେ ପୋଲିସ ଓ ପ୍ରଶାସନ କେଜାଣି କାହିଁକି ଟିକେ ନରମ !!
ବେଳହୁଁ ସାବଧାନ ଯୁବପିଢ଼ି କୁପଥରେ, ଥାନା କର୍ତ୍ତୃପକ୍ଷ ଟିକେ ନଜର ପକାନ୍ତେନି !!!
ପାଟଣାଗଡ଼( ଯତୀନ୍ଦ୍ର ନନ୍ଦ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ସଦର ମହକୁମାରେ ବର୍ତ୍ତମାନ କରୋନା ମହାମାରୀର ତାଣ୍ଡବ ଲୀଳାର ପ୍ରଭାବ ଶେଷ ନହେଉଣୁ 'ସ୍ଥାନୀୟ ପୋଲିସ ପ୍ରଶାସନ ପାଇଁ ' ବୋଝ ଉପରେ…
ବିକାଶର ସୂତ୍ର – ଅ-ଆ-ଇ-ଉ
ପଞ୍ଚାନନ କାନୁନଗୋ
ମହାମାରୀ କରୋନାର ଏକ ଅତ୍ୟାଧୁନିକ ଆଲୋଚନା ଉତ୍ସଟି ଇଂରେଜୀରେ ୱେବ୍ନାର ଯାହା ଏକ ସେମିନାରର ରୂପାନ୍ତର ବୋଲି ଧରାଯାଉଛି । ଏକ ସମୟରେ ଘରେ ବସି ଜୁମ୍ ସଜାଡ଼ି ଲିଙ୍କ ବ୍ୟବହାରରେ ଦେଶର ବିଭିନ୍ନ ପ୍ରାନ୍ତରେ ଥାଇ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ କରି ହେଉଛି । ସଂଯୋଜକ ବା…