ଭୁବନେଶ୍ୱର ସତ୍ୟନଗର ଚର୍ଚ୍ଚ ଉନ୍ନତି କରଣ  ଓ ନୂତନ ଗୃହ ନିର୍ମାଣ ପାଇଁ ଭୂମି ପୂଜନ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର ୩୪ର ସତ୍ୟନଗର ସ୍ଥିତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରାର୍ଥନା ଗୃହ-ଚର୍ଚ୍ଚ ର ଉନ୍ନତି କରଣ ଏବଂ ନୂତନ ଗୃହ ନିର୍ମାଣର୍ଥେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱତନ୍ତ୍ର ସହାୟତା ବାବଦରେ ୨କୋଟି ଟଙ୍କା…

ପାଞ୍ଚ ଟଙ୍କା ପାଇଁ  ୭୦୦୦ ତଣ୍ଡ ଗଣିଲା ବଜାର ଇଣ୍ଡିଆ

ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ :  ୫  ଟଙ୍କା ପାଇଁ ହଜାର ହଜାର ଟଙ୍କା ଗଣିଲା ବଜାର ଇଣ୍ଡିଆ । କ୍ୟାରି ବ୍ୟାଗ୍ ବାବଦରେ ଜଣେ ଗ୍ରାହକଙ୍କ ଠାରୁ 5 ଟଙ୍କା ନେଇଥିବା ଅଭିଯୋଗରେ ସମ୍ବଲପୁର ସହରସ୍ଥିତ ବଜାର ଇଣ୍ଡିଆକୁ ୭  ହଜାର ଟଙ୍କା ଫାଇନ ଗଣିବାକୁ ପଡିଛି । ମାମଲାର ଶୁଣାଣି କରି ମଲକୁ ଏଭଳି…

ରଣପୁରରେ ବନମହୋତ୍ସବ ଦିବସ : ଘାଟ ନିର୍ମାଣ ସେଵା ସଙ୍ଘ ଦ୍ୱାରା ବୃକ୍ଷରୋପଣ !

ରଣପୁର /ପ୍ରସନ୍ନ କୁମାର ସାମନ୍ତରାୟ : ପରିବେଶ କୁ ସବୁଜ ସୁନ୍ଦର ଏବଂ ଅମ୍ଳଜାନର ଅଭାବ କୁ ଆଖି ଆଗରେ ରଖି ସାରା ବିଶ୍ୱରେ ବନ ମହୋତ୍ସବ ପାଳନ କରାଯାଉଥିବା ବେଳେ ସେହି ପରିପେକ୍ଷୀରେ  ନୟାଗଡ ଜିଲ୍ଲା  ରଣପୁର ବନାଞ୍ଚଳ ଅନ୍ତର୍ଗତ ମଣିନାଗ ପୀଠରେ ଚଳିତ ବର୍ଷ ସ୍ଥାନୀୟ ଘାଟ ନିର୍ମାଣ ସେବା…

ରାଜ୍ୟ ପଂଚାୟତିରାଜ, ପାନୀୟଜଳ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ

ବାରିପଦା(ଦିଲ୍ଲୀପ ମହାନ୍ତି): ରାଜ୍ୟ ପଂଚାୟତିରାଜ, ପାନୀୟଜ.ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ ଅବସରରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯୟାଳୟ ଅସ୍ୱାନ ସମ୍ମିଳନୀ କକ୍ଷରେ ରାଜ୍ୟ ସ୍ତରରୁ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଭିଡିଓ କନଫରେନ୍ସ ବୈଠକରେ ଯୋଗଦେଇ…

ରକ୍ତହୀନତାରେ ପୀଡିତ ତିନି ଛୁଆଙ୍କୁ ସହାୟତାର ହାତ ବଢ଼ାଇଲେ ଯୁବ ସରପଞ୍ଚ ଯଶୋବନ୍ତି 

ବରଗଡ :- ସଚ୍ଚା ଲୋକ ପ୍ରତିନିଧି ହେବାର ନଜିର ସୃଷ୍ଟି କରିଛନ୍ତି  ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଭାଇସାଦରହାର  ସରପଞ୍ଚ କୁମାରୀ ଯଶୋବନ୍ତି ନାୟକ | ରକ୍ତହୀନତା ରୋଗରେ ପୀଡିତ ତିନି ଶିଶୁଙ୍କ ପ୍ରତି ସହାୟତାର ହାତ ବଢାଇବା ସହ ଭବିଷ୍ୟତରେ ଯଥାସାଧ୍ୟ ସରକାରୀ ସହାୟତାର ପ୍ରତିଶ୍ରୁତି…

 ଜିଲ୍ଲାପାଳଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ଚିନିକଳର କର୍ମଚାରୀ ୟୁନିୟନ କର୍ମକର୍ତ୍ତା 

ଝାରବନ୍ଧ-ମନୋହର ଦାଶ: ବରଗଡ଼ ସମବାୟ ଚିନି କଳ କର୍ମଚାରୀ ୟୁନିୟନର ସଭାପତି ଶ୍ରୀ ପ୍ରଦୀପ ଦେବତା ଏବଂ ସମ୍ପାଦକ ଶ୍ରୀ ସୁବ୍ରତ କୁମାର ସାହୁ ଏବଂ ଚିନି କଳର କର୍ମଚାରୀ ମାନେ ବରଗଡ଼ ଜିଲ୍ଲାର ନୁତନ ଜିଲ୍ଲାପାଳ ଶ୍ରୀମତୀ ମନିଷା ବାନାର୍ଜୀଙ୍କୁ ସୌଜନ୍ୟ ମୁଳକ ସାକ୍ଷାତକାର କରି ପୁଷ୍ପ ଗୁଚ୍ଛ…

ବଂଶଧାରା ଟ୍ରିବ୍ୟୁନାଲ  ରାୟ ଓଡିଶା ବିପକ୍ଷରେ ଯିବା ପରେ  ପ୍ରଭାବିତ ଅଞ୍ଚଳକୁ ରାଜ୍ୟ ବିଜେପିର ଉଚ୍ଚସ୍ତରୀୟ ଟିମ୍ ର…

https://www.youtube.com/watch?v=faK6KaRBu1M  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବଂଶଧାରା ଟ୍ରିବ୍ୟୁନାଲ ରାୟ ଓଡିଶା ବିପକ୍ଷରେ ଯିବା ପରେ ଶୁକ୍ରବାର ଦିନ ପାରଳାଖେମୁଣ୍ଡି ବିଧାୟକ ତଥା ଗଜପତି ଜିଲ୍ଲା ବିଜେପି ସଭାପତି କେ. ନାରାୟଣ ରାଓ ଙ୍କ ନେତୃତ୍ୱରେ କ୍ଷତିଗ୍ରସ୍ତ…

ପୂର୍ବ ଶତ୍ରୁତାକୁ ନେଇ ଖଣ୍ଡାରେ ଆକ୍ରମଣ, ୬ ଆହତ

ବାରିପଦା(ଦିଲ୍ଲୀପ ମହାନ୍ତି )- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି   ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନଂ-୨୭ ଭିଆଇପି କଲୋନୀ ଅଞ୍ଚଳରେ ସଂଗଠିତ ଗଣ୍ଡଗୋଳରେ ଛଅ ଜଣ ଆହତ ହୋଇଥିବା ବେଳେ ପୁଲିସ ଗୁରୁତର ଦୁଇଜଣଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାର ଜଣାପଡିଛି ।  ତେବେ ପ୍ରାୟ…

ଜାରି ରହିଛି ସମନ୍ୱିତ ଶିଶୁ ବିକାଶ ସମୀକ୍ଷା : କଲ୍ୟାଣସିଂପୁରରେ ଗସ୍ତରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ

ରାୟଗଡ଼ା/ସରୋଜ ସାହୁ-କଲ୍ୟାଣସିଂପୁର/ପ୍ରଦୀପ ଦଳାଇ  ଡେପ୍ୟୁଟି କଲେକ୍ଟର୍ ତଥା ଭାରପ୍ରାପ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁଶ୍ରୀ ପ୍ରଭାତି ଝୋଡ଼ିଆଙ୍କୁ ସାମୟିକ ଭାବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଦାୟିତ୍ୱ ଦିଆଯିବା ପରଠାରୁ ତାଙ୍କର ବିଭିନ୍ନ ସମନ୍ୱିତ ବିକାଶ ପ୍ରକଳ୍ପ ଗସ୍ତ…

ବରିଷ୍ଠ ବିଜେପି ନେତା ସ୍ୱର୍ଗତଃ ସୁବାଷ ଚନ୍ଦ୍ର ଗନ୍ତାୟତଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭା

ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପାର୍ଟୀର ବରିଷ୍ଠ  ନେତା ସ୍ୱର୍ଗତଃ ସୁବାଷ ଚନ୍ଦ୍ର ଗନ୍ତାୟତଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ  ହୋଇଯାଇଛି । ଗତ ଜୁନ୍ ମାସ ୨୦ ତାରିଖରେ ସ୍ୱର୍ଗତଃ ଗନ୍ତାୟତଙ୍କ ଦୂରାରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ…