Sign in
Sign in
Recover your password.
A password will be e-mailed to you.
ଐତିହାସିକ ନୂଆଗଡ ଗୁମ୍ଫାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ସହିତ ପୁନରୁଦ୍ଧାର ଦାବୀ
ଶାସକ ପ୍ରଶାସକ : ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ-ଯାଜପୁର ଜିଲ୍ଲା ବ୍ୟାସନଗର ସହର ଫାୟାର ଷ୍ଟେସନ ଗୋଲାଇ ଛକର ଅନତି ଦୂରରେ ଅବସ୍ଥିତଐତିହାସିକ ନୂଆଗଡ଼ ଗୁମ୍ଫା | ଏହି ଗୁମ୍ଫାରେ ପ୍ରାୟ ବାରଶହ ଖୀଷ୍ଟାବ୍ଦର ଜୈନଧର୍ମର ସାଧୁ ସନ୍ଥମାନେ ରହି ଜୈନ ଧର୍ମର ପ୍ରଚାର ପ୍ରସାର କରୁଥିଲେ | ଆଖ ପାଖ…
ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ଗ୍ୟାସ ଚୁଲା-ସିଲିଣ୍ଡର ଓ ମାସ୍କ ବଣ୍ଟନ
ଟିଟିଲାଗଡ, (ଗୌରବ ଦର୍ଜୀ)- ଆଜି ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଟିଟିଲାଗଡ଼ ବ୍ଲକ ବାନ୍ଧୂପଲା ଗ୍ରାମପଞ୍ଚାୟତ ଅଫିସ ପରିସର ରେ ବାନ୍ଧୂପଲା ପଞ୍ଚାୟତର ବିଭିନ୍ନ ଅଙ୍ଗନୱାଡି କର୍ମୀମାନଙ୍କୁ ଗ୍ୟାସ ଚୁହ୍ଲା ସହ ଗ୍ୟାସ…
ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ଗ୍ୟାସ ଚୁଲା-ସିଲିଣ୍ଡର ଓ ମାସ୍କ ବଣ୍ଟନ
ଟିଟିଲାଗଡ, (ଗୌରବ ଦର୍ଜୀ)- ଆଜି ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଟିଟିଲାଗଡ଼ ବ୍ଲକ ବାନ୍ଧୂପଲା ଗ୍ରାମପଞ୍ଚାୟତ ଅଫିସ ପରିସର ରେ ବାନ୍ଧୂପଲା ପଞ୍ଚାୟତର ବିଭିନ୍ନ ଅଙ୍ଗନୱାଡି କର୍ମୀମାନଙ୍କୁ ଗ୍ୟାସ ଚୁହ୍ଲା ସହ ଗ୍ୟାସ…
ଛାତ ଉପରେ କାଳିଆ ଦର୍ଶନ ମନା
ପୁରୀ/ ଅନିମେଷ ପଟ୍ଟନାୟକ : ଛାତ ଉପରେ ମହାପ୍ରଭୁଙ୍କ ଘୋଷ ଯାତ୍ରା ଦେଖିବାକୁ ରୋକ ଲଗାଇଛି ପୁରୀ ପ୍ରଶାସନ । ଘରେ ରହି ଟିଭି ଜରିଆରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ସରକାର କଟକଣା କରିଛନ୍ତି ।
ବଡ଼ଦାଣ୍ଡର ବଡଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପ୍ରସ୍ତୁତ ହେଉଛି । ରଥ କାମ ଶେଷ ପର୍ଯ୍ୟାୟ…
ଫେକ ଫେସବୁକ ଆଇଡିରେ ଆପତ୍ତିଜନକ ପୋଷ୍ଟ କରି ଜେଲ ଗଲେ ଯୁବକ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଗୋଟିଏ ଗ୍ରାମର ଜଣେ ଯୁବତୀ ଟିକଟକ ରେ ନିଜର ଏକ ଭିଡିଓ ପୋଷ୍ଟ କରିଥିଲେ । ଏହି ଭିଡିଓ ଟି ଦେଖି କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ରଗଡିପଡାର ଜଣେ ସୁଗମ କେସରି ନାୟକ ( ୨୬ ) ନାମକ ଯୁବକ ଭିଡିଓ ଟିକୁ ଲାଇକ କରିବା ପରେ ଯୁବତୀ ଜଣକୁ…
ଟିଟିଲାଗଡ ତହସିଲଦାରଙ୍କୁ ପୌର ପରିଷଦ ନିର୍ବାହୀ ଅଧିକାରୀ ଅତିରିକ୍ତ ଦାୟିତ୍ଵ ।
ଟିଟିଲାଗଡ, (ଗୌରବ ଦର୍ଜୀ)-ଟିଟିଲାଗଡ଼ର ତହସିଲଦାର ପ୍ରେମଲାଲ ହିଆଳଙ୍କୁ ଟିଟିଲାଗଡ ପୌର ପରିଷଦ ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ଵ ଦେଇଛନ୍ତି ବଲାଙ୍ଗୀର ଜିଲ୍ଲାପାଳ। ବଲାଙ୍ଗୀର ଜିଲ୍ଲା ନଗର ଉନ୍ନୟନ ବିଭାଗର ଜୁଲାଇ ତିନି ତାରିଖ ର ଆଦେଶ କ୍ରମାଙ୍କ ୮୩୪ ରେ ବଲାଙ୍ଗୀର…
ଆଗାମୀ ଲଢେଇ ପାଇଁ ଭର୍ଚୁଆଲ ବୈଠକ
ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଓଡିଶା ପ୍ରଭାରୀ ଡା. ଚେଲା କୁମାର,ପିସିସି ସଭାପତି ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହ ଭର୍ଚୁଆଲ ବୈଠକ
ଭୁବନେଶ୍ୱର(ଶାସକ ପ୍ରଶାସକ) - ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନା ମହାମାରୀକୁ ପରିଚାଳନା କରିବାରେ ବିଫଳ ହୋଇଥିବା ବେଳେ ଗତ ଦୁଇବର୍ଷ ଧରି କରୋନା…
ଉତ୍ତମ ପୁନର୍ଗଠନ ପାଇଁ ସହଭାଗିତା ଗୁରୁତ୍ୱପୂର୍ଣ୍ଣ : ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ
୯୯ତମ ଅନ୍ତର୍ଜାତୀୟ ସମବାୟ ଦିବସ ପାଳିତ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଉତ୍ତମ ପୁନର୍ଗଠନ ପାଇଁ ସମବାୟ ମାଧ୍ୟମରେ ସହଭାଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତିା
ଆଜି ଓଡ଼ିଶା ରାଜ୍ୟ…
ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ମହାଜନ ମନୋଜ ସତ୍ୟବାନ।
ଟିଟିଲାଗଡ, (ଗୌରବ ଦର୍ଜୀ)-ଆଜି ଟିଟିଲାଗଡ଼ର ବିଦାୟୀ ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ନିଜ କାର୍ଯ୍ୟଭାର ନୂତନ ଉପଜିଲ୍ଲାପାଳ ମହାଜନ ମନୋଜ ସତ୍ୟବାନଙ୍କୁ ହସ୍ତାନ୍ତର କରିଛନ୍ତି। ଶ୍ରୀ ମହାଜନ ଟିଟିଲାଗଡ ର ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରି ଖୁସି ପ୍ରକାଶ କରିଛନ୍ତି। ଟିଟିଲାଗଡ…
ପୌର ପରିଷଦର ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ।
ଟିଟିଲାଗଡ, ( ଗୌରବ ଦର୍ଜୀ)-ଆଜି ଟିଟିଲାଗଡ ବିଧାୟିକା ତଥା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ପୌର ପରିଷଦ ଦ୍ଵାରା ନିର୍ମାଣ ହୋଇଥିବା ଓ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ପ୍ରାୟ ସାତଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତ…