Sign in
Sign in
Recover your password.
A password will be e-mailed to you.
ଚମାରକେରା ଉପସ୍ୱାସ୍ଥ୍ୟ କେନ୍ଦ୍ର ପାଲଟିଛି ଭୂତକୋଠି
ପୁରୀ: ସ୍ଵାସ୍ଥ୍ୟକେନ୍ଦ୍ର ନା ଭୂତକୋଠି ? ଗତ ୨ବର୍ଷ ହେଲା କୌଣସି ସ୍ଵାସ୍ଥ୍ୟକର୍ମୀଙ୍କ ପାଦ ପଡିନାହିଁ । ୨୦୧୯ରେ ତିଆରି ହୋଇଥିବା ବାସୁଦେବପୁର ପଞ୍ଚାୟତ ଅଧିନସ୍ଥ ଚମାରକେରା ଉପସ୍ୱାସ୍ଥ୍ୟ କେନ୍ଦ୍ର ଏବେ ଜରାଜୀର୍ଣ୍ଣ । ନଜର ପକାନ୍ତୁ ଏହି ଭିଡିଓ ଉପରେ । ଏହାକୁ ଉପସ୍ୱାସ୍ଥ୍ୟ କେନ୍ଦ୍ର…
ଭଦ୍ରକ ; ପୋଖରୀକୁ ଓଲଟିଲା କଣ୍ଟେନର, ଚାଳକ ଓ ହେଲ୍ପର ଗୁରୁତର !
ଭଦ୍ରକ/ସୀତାକାନ୍ତ ପାଢ଼ୀ; ଭଦ୍ରକ ଜିଲ୍ଲା ଚାନ୍ଦବାଲି ମୁଖ୍ୟରାସ୍ତା ଚାନ୍ଦବାଲି କଲେଜ ଛକ ନିକଟରେ ଏକ କଣ୍ଟେନର ଭାରସ୍ୟମ ହରାଇ ମୁଖ୍ୟ ରାସ୍ତା ନିକଟରେ ଥିବା ଏକ ପୋଖରୀ ମଧ୍ୟ୍ୟକୁ ଓଲଟି ପଡିଛି l ସକାଳ ପ୍ରାୟ ସାଢ଼େ ୪ଟା ବେଳେ ଚାଳକଙ୍କ ଆଖି ଲାଗିଯାଇ ଥିବାରୁ। ଚାଳକ ଭାରସ୍ୟମ ହରାଇ ଥିଲେ,…
୮୦୦ ଲିଟର ଦେଶୀ ମଦ ସହିତ ବୋଲେରୋ ଜବତ , ଜଣେ ଗିରଫ ।
ଭଦ୍ରକ ବ୍ଲକ୍(ସୀତାକାନ୍ତ ପାଢ଼ୀ) : ଜିଲ୍ଲାପାଳ ଡ଼. ଜ୍ଞାନ ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ ଏବଂ ଭଦ୍ରକ ଭାମ୍ୟମାଣ ସ୍କ୍ୱାଡ଼…
ବିବାହର ପୁର୍ବରୁ ଆଦିବାସୀ ଶିଶୁଙ୍କ ମୁହଁରେ ହସ ଫୁଟାଇଲେ ବର ।
ଭଦ୍ରକ ବ୍ଲକ୍(ସୀତାକାନ୍ତ ପାଢ଼ୀ) :; ଦୀର୍ଘ ଦେଢ଼ ବର୍ଷ ହେବ ସାରା ପୃଥିବୀରେ କୋରୋନା ମହାମାରୀ ଯୋଗୁ ଶିକ୍ଷା ବ୍ୟବସ୍ଥା ଭିଶୁଡ଼ି ପଡ଼ିଛି। ସରକାର ଅନଲାଇନ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ଵ ଦେଲେ ମଧ୍ୟ ଅପହଞ୍ଚ ଇଲାକାରେ ଅପଘଞ୍ଚ ଅଂଚଳରେ ସ୍ବପ୍ନ ସଦୃଶ୍ୟ ।ଏହି ପରି ଏକ ଅଞ୍ଚଳ ଅଛି…
ବିଧାୟିକା କୁସୁମ ଟେଟେଙ୍କ ପ୍ରୟାସ ହେଲା ସଫଳ
ବହୁ ପ୍ରତିକ୍ଷୀତ ଇବ ବ୍ୟାରଜ ପାଇଁ ୨୨୧କୋଟି ମଂଜୁର କଲେ ରାଜ୍ୟ ସରକାର
ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ :-ସୁନ୍ଦରଗଡ଼ ବାସୀଙ୍କ ବହୁ ପ୍ରତିକ୍ଷୀତ ଇବ ବ୍ୟାରାଜ ନିର୍ମାଣ ପାଇଁ ରାଜ୍ୟ ସରକାର ୨୨୧ କୋଟି ଟଙ୍କାର ଅଟକଳ ମଞ୍ଜୁରୀ ଦେଇଛନ୍ତି | ଶ୍ରୀମତୀ କୁସୁମ ଟେଟେ ବିଧାୟିକା ହେବା ପର…
ରଥ ନିର୍ମାଣ କିମ୍ବା ରଥ ଟଣା ହେବନାହିଁ
ବଲାଙ୍ଗୀର / ନିରୋଜ ମିଶ୍ର : କରୋନା କଟକଣାକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥ ନିର୍ମାଣ କିମ୍ବା ରଥ ଟଣା ହେବନାହିଁ । ଏ ସଂକ୍ରାନ୍ତରେ ବଲାଙ୍ଗିର ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ ଘୋଷଣା କରିଛନ୍ତି । ବଲାଙ୍ଗିର ଉପଖଣ୍ଡ ସ୍ଥିତ…
ବିଶାଳ ଯୁବଶକ୍ତିକୁ ସମବାୟ ଆଦର୍ଶରେ ଅନୁପ୍ରାଣିତ କରି ପୁନର୍ଗଠନ କାର୍ଯ୍ୟରେ ସାମିଲ କରାଯାଉ: ସମବାୟ ମନ୍ତ୍ରୀ ଶ୍ରୀ…
ଅନ୍ତର୍ଜାତୀୟ ସମବାୟ ଦିବସ ପାଳନ ଅବସରରେ ଜାତୀୟସ୍ତରୀୟ ଓ୍ୱବିନାର
କୋଭିଡ୍ ମହାମାରୀ ସତ୍ତ୍ୱେ ସମବାୟ ବିଭାଗ ଚାଷୀଙ୍କ ହିତରେ କାର୍ଯ୍ୟକ୍ରମ ଜାରି ରଖିଛି
ଭୁବନେଶ୍ୱର(ଶାସକ ପ୍ରଶାସକ)-କରୋନା ପ୍ରଭାବିତ ଅର୍ଥନୀତିକୁ ସଜାଡ଼ିବାକୁ ହେଲେ ସବୁବର୍ଗର ଲୋକଙ୍କ ସମ୍ମିଳିତ ପ୍ରୟାସ…
ଓଡିଶା ସରକାର ବଂଶଧାରା ଟ୍ରିବ୍ୟୁନାଲ ରାୟ ବିରୁଦ୍ଧରେ ତୁରନ୍ତ ସୁପ୍ରିମକୋର୍ଟରେ ପିଟିସନ ଦାଏର କରନ୍ତୁ : ଭୃଗୁ…
https://www.youtube.com/watch?v=loGG84DJL4U&t=124s
ରାଜ୍ୟ ବିଜେପିର ସାମ୍ବାଦିକ ସମ୍ମିଳନୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜୁନ୍ ୨୧ ତାରିଖ ଦିନ ପ୍ରକାଶ ପାଇଥିବା ବଂଶଧାରା ଟ୍ରିବ୍ୟୁନାଲ ରାୟ ସମ୍ପୂର୍ଣ୍ଣ ଓଡିଶା ବିରୋଧୀ ଓ ଏକ ପାଖିଆ ଆନ୍ଧ୍ର ସପକ୍ଷ ।…
ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଅତ୍ୟାଧୁନିକ ଚକ୍ଷୁ ଯତ୍ନ କେନ୍ଦ୍ର ସ୍ଥାପିତ
ଭୁବନେଶ୍ୱର: ସମ୍ବଲପୁର ଜିଲାରେ ଚକ୍ଷୁ ଯତ୍ନ ସୁବିଧାକୁ ଅଧିକ ସୁଦୃଢ କରିବା ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍ କମ୍ପାନୀ ଆଦିତ୍ୟ ଆଲୁମିନିୟମ ରେଙ୍ଗାଲିରେ ଏକ ଆଧୁନିକ ଚକ୍ଷୁ ଯତ୍ନ କେନ୍ଦ୍ର ସ୍ଥାପନ କରିଛି । କ୍ଷୋଭର ବିଷୟ ଯେ, ପଛୁଆ ଜନସାଧାରଣଙ୍କ ମଧ୍ୟରେ ଚକ୍ଷୁ ଯତ୍ନ କେବେହେଲେ…
ଗ୍ରୀନ୍ ୱାଲଡ଼୍ ଟ୍ରଷ୍ଟର ମିଶନ ଗ୍ରୀନ୍-୨୧ : ଲବଣଗିରି ପାହାଡ଼ରେ ୨ଶହ ଚାରା ରୋପଣ
ଭୁବନେଶ୍ୱର: ଭୁବନେଶ୍ୱର ଓ ଏହାର ଆଖପାଖରେ ସବୁଜିମା ସୃଷ୍ଟିର ସଂକଳ୍ପ ନେଇ ନିରବଛିନ୍ନ ଭାବେ କାର୍ଯ୍ୟ କରିଆସୁଥିବା ଗ୍ରୀନ୍ ୱାଲ୍ଡ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି ମିଶନ ଗ୍ରୀନ୍-୨୧ । କେବଳ ଗଛ ଲଗାଇବା ନୁହେଁ, ଗଛକୁ ଲଗାଇ ତାକୁ ଲାଳନପାଳନ କରି ବଡ କରିବାରେ ବିଶ୍ୱାସ ରଖି ଏହି…