ଭିଜିଲାନ୍ସ ଜାଲରେ ପଡିଛନ୍ତି ଜିଲ୍ଲା କୃଷି ଅଧିକାରୀ On Sep 28, 2021 8 Share ଭିଜିଲାନ୍ସ ଜାଲରେ ପଡିଛନ୍ତି ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ । ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ କାବୁ କରିଛି ବଲାଙ୍ଗିର ଭିଜିଲାନ୍ସ । ପିଓଏସ ମେସିନ ପାଇଁ ପଣ୍ଡକିଟାଲର ଦର୍ଯ୍ୟୋଧନ ବାରିକଙ୍କ ଠାରୁ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସର ପଞ୍ଝାରେ ପଡିଥିବା ସୂଚନା ମିଳିଛି । 8 Share FacebookTwitterGoogle+ReddItWhatsAppPinterestEmail