ବିଷାକ୍ତ ସାପ କାମୁଡିବାରୁ ନଅ ବର୍ଷୀୟ ଝିଅର ମୄତ୍ୟୁ ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ପଦ୍ମପୁର ଥାନା ଅନ୍ତର୍ଗତ ବନୁପାଲି ଗ୍ରାମର ସରୋଜ ମିର୍ଦ୍ଧାଙ୍କ ନଅ ବର୍ଷୀୟ ଝିଅ ଶ୍ରାବଣୀ ମିର୍ଦ୍ଧା ନିଜ ଘର ବାରିପଟେ କାଠ ଗୋଟାଉ ଥିବା ବେଳେ କୌଣସି ଏକ ବିଷାକ୍ତ ସାପ କାମୁଡି ଦେବାରୁ ଚେତାଶୂନ୍ୟ ହୋଇ ପଡିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ…

ବଜ୍ରପାତ ରେ କପାଚାଷୀ ମୃତ

ବରଗଡ :-ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ବିଲାସପୁର ଗ୍ରାମର ହଳଧର ବାଗ (୩୦) ନିଜ କ୍ଷେତରେ କପା ଚାଷ କରିଥିଲେ  । ଆଜି ଅନ୍ୟ ଚାଷୀମାନଂକ ସହ କ୍ଷେତକୁ ଯାଇଥିଲେ  ନିଜ ଫସଲର ଦେଖାଶୁଣା କରିବା ପାଇଁ । ଆଜି ସନ୍ଧ୍ୟା ସମୟରେ ପ୍ରବଳ ବର୍ଷା ହେବା ସହିତ  ବିଜୁଳି ମାରିବାରୁ ହଳଧର ବିଲ ପାଖରେ ଥିବା…

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଭେଟିଲେ ସ୍ୱାସ୍ଥ୍ୟକର୍ମୀ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକରେ ରହିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ୩୯ଟି ପଞ୍ଚାୟତବାସୀ ନିର୍ଭର କରନ୍ତି । କର୍ମଚାରୀମାନେ ରୋଗୀଙ୍କୁ ରାତି ଦିନ ସେବା ଯୋଗାଇଥାନ୍ତି। ହେଲେ କର୍ମଚାରୀ ମାନଙ୍କ ପାଇଁ ଦୀର୍ଘ ବର୍ଷ ପୁରିଥିଲେ ମଧ୍ୟ…

ସାମ୍ବାଦିକ ସଂଘର ଜରୁରୀ ବୈଠକ : ନୂତନ ସାମ୍ବାଦିକଙ୍କ ଯୋଗଦାନ 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ନୀଳକଣ୍ଠେଶ୍ଵର ଶିବ ମନ୍ଦିର ପରିସରରେ ମୋହନା ସାମ୍ବାଦିକ ସଂଘର ଜରୁରୀକାଳିନ ବୈଠକ କୋଡ଼ିଡ୍ କଟକଣା ନିୟମ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି।  ସଂଘର ସଭାପତି ପଞ୍ଚାନନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ  ସଂଘର ସମସ୍ତ…

ସମ୍ବଲପୁର ଜିଲ୍ଲା ମାଓ ମୁକ୍ତ ଘୋଷଣା ପରେ କୋଟି କୋଟି ଟଙ୍କାର ରାଜସ୍ଵ ସଂପତି  ଖାଉଛି ଖତ ,ମେଘପାଲ ପାଣ୍ଠି ପାଇଁ…

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ - ସମ୍ବଲପୁର ଜିଲ୍ଲା ମାଓମୁକ୍ତ ଘୋଷଣା ପରେ କୋଟି କୋଟି ଟଙ୍କା ରାଜସ୍ବ କ୍ଷତି ହେଉଛି । ସମ୍ବଲପୁର ଜିଲ୍ଲା ର ମାଓ ଉପଦ୍ରୁତ ପଞ୍ଚାୟତ ମେଘପାଲରେ ଖତ ଖାଉଛି କୋଟି କୋଟି ଟଙ୍କାର ସରକାରୀ ସଂପତ୍ତି । ତେଣେ ମେଘପାଲ ଅଞ୍ଚଳରେ ଏକ ପୋଲିସ ପାଣ୍ଠି ପ୍ରତିଷ୍ଠା…

ପଦ୍ମପୁର ଶିକ୍ଷକ ସଂଘ ତରଫରୁ ବିଇଓଙ୍କୁ ବିଦାୟ ସମ୍ବର୍ଦ୍ଧନା।

ପଦ୍ମପୁର-ପଦ୍ମପୁର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀ ସଦାନନ୍ଦ ପୁରୋହିତଙ୍କ ସଭାପତିତ୍ୱ ରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ନିକଟରେ ଅବସର ଗ୍ରହଣ କରିଥିବା ରାଜବୋଡାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ତ୍ରିବିକ୍ରମ ପାଣିଗ୍ରାହୀଙ୍କୁ କନସିଂହା ଉଚ୍ଚ ବିଦ୍ୟାଳୟ…

ପଦ୍ମପୁର ଅଞ୍ଚଳର ଠିକାଦାରମାନଙ୍କ ସଙ୍ଘ ଗଠିତ : କର୍ମକର୍ତ୍ତା ମନୋନୀତ 

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଅଞ୍ଚଳର ଠିକାଦାରମାନଙ୍କ ଏକ ସଙ୍ଘ ଗଠିତ ହେବା ସହ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଙ୍ଘର ବିଭିନ୍ନ ପଦାଧିକାରୀ ଯଥା ଧରମ ପାଢ଼ୀ ସଭାପତି, ହରି ପଟ୍ଟନାୟକ ଉପସଭାପତି, ଭରତ ପଣ୍ଡା ସମ୍ପାଦକ, ରାକେଶ ସାମନ୍ତରାୟ ଯୁଗ୍ମ ସମ୍ପାଦକ ଓ ସରଲ…

ଜିଲ୍ଲା ବିଜୁ ମହିଳା ଜନତା ଦଳ ତରଫରୁ ବୃକ୍ଷରୋପଣ

ବରଗଡ :-  ବୃକ୍ଷ ଓ ଜଙ୍ଗଲ ମାନବ ସମାଜ ପାଇଁ ଅତି ଆବଶ୍ୟକ । କ୍ରମାଗତ ଭାବରେ ଭୂପୃଷ୍ଠରୁ ପ୍ରତ୍ୟେକ ଦିନ ଅଗଣିତ ବୃକ୍ଷ କାଟି ଦିଆ ଯାଉଛି । ଯାହାଫଳରେ ଗ୍ଲୋବାଲ ୱାରମିଙ୍ଗ ଭଳି ପରିସ୍ଥିତି ସୃଷ୍ଟି ହେବା ସହିତ ଧାର ପୃଷ୍ଠରୁ ଅନେକ  ଜୀବଜନ୍ତୁ ଲୋପ ପାଇ ଗଲେଣି । ଧାର ପୃଷ୍ଠାକୁ ପୁନର୍ବାର…

ବଜ୍ରପାତ ରେ ଚାରି ବଳଦ ମୃତ

ବରଗଡ ;- ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଶାଖାଡୁଙ୍ଗୁରି ଗ୍ରାମରେ ଆଜି ସନ୍ଧ୍ୟା ସମୟରେ ବଜ୍ରପାତ ରେ ଚାରିଗୋଟି ବଳଦର ମୃତ୍ୟୁ ହୋଇଯାଇଥିବା ଜଣା ପଡ଼ିଛି । ହସ୍ତଗତ ହୋଇଥିବା ସୂଚନା ମୁତାବକ ସେହି ଗ୍ରାମର କ୍ଷୀର ସାଗର ବାଗ ଙ୍କର ଗୋଟିଏ ଓ ଜଗଦୀଶ ବାଗ ଙ୍କର ତିନିଗୋଟି ବଳଦ…

ଗୌରବର କଥା : ଟୋକିଓ ଅଲିମ୍ପିକରେ କିଟ୍‍ରୁ ୩ ଖେଳାଳି

ଭୁବନେଶ୍ୱର :  ଚଳିତବର୍ଷ ଟୋକିଓ ଅଲିମ୍ପିକ୍‍ସରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଡାକ୍ତରଙ୍କୁ ମିଶାଇ ମୋଟ ୪ଜଣ ପ୍ରତିନିଧି ଅଂଶଗ୍ରହଣର ସୁଯୋଗ ପାଇଛନ୍ତି। ସମଗ୍ର ଭାରତରେ କିଟ୍‍ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସୌଭାଗ୍ୟର ଅଧିକାରୀ ହୋଇପାରିଛି। ଗୋଟିଏ…