Sign in
Sign in
Recover your password.
A password will be e-mailed to you.
40ହେକ୍ଟର ଜାଗାରେ ବୃକ୍ଷ ରୋପଣ କରାଯାଇ ନୂତନ ଜଙ୍ଗଲ ସୃଷ୍ଟି କରାଯିବ l
ଜିଲ୍ଲାସ୍ଥରୀୟ 72ତମ ବନ ମହୋତ୍ସବ ପାଳିତ ।
ରାୟଗଡ/ ସରୋଜ ସାହୁ,:- କୋଲନରା ବ୍ଲକ ଅନ୍ତର୍ଗତ ଟାଟାଗୁଡା ଏବଂ କମ୍ପା ସୁରି ଲଣ୍ଡା ପାହାଡ଼ ଠାରେ 72ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇ ଯାଇଛି । ଜିଲ୍ଲା ଜଙ୍ଗଲ ଓ ପରିବେଶ ନିୟନ୍ତ୍ରଣ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
“ରାଜସ୍ୱ ରଥ” ମାଧ୍ୟମରେ ଜମିପଟ୍ଟା ବଣ୍ଟନ ଜମନକିରା ତହସିଲଦାର
ଜମନକିରା : (ସୁଢ଼ଲଦେବ ସୁନାନୀ) : ରାଜ୍ୟରେ ଲକଡ଼ାଉନ ରହିଥିବା ହେତୁ ଗରିବ ତଥା ଭୂମିହୀନ ଲୋକମାନେ ତହସିଲ କାର୍ଯ୍ୟାଳୟକୁ ପହଞ୍ଚି ପାରୁନାହାନ୍ତି | ଏହି ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ପ୍ରବର୍ତ୍ତିତ ହୋଇଛି ରାଜସ୍ୱ ରଥ | ଲୋକଙ୍କ ହାତ ପାଆନ୍ତାରେ…
ଖେତପଡ଼ା ଠାରେ ୭୨ ତମ ବନମହୋତ୍ସବ ସପ୍ତାହ ପାଳିତ
ନୂଆଗାଁ/ ସୁବ୍ରତ ପରିଡା: ନୟାଗଡ ବନାଞ୍ଚଳ ଅଧିନରେ ଥିବା ଖେତପଡ଼ା ଠାରେ ୭୨ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଏ ସି ଏଫ୍ ଓ ଅରବିନ୍ଦ ମହାନ୍ତି,ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ , ବନାଞ୍ଚଳ ଅଧିକାରୀ…
ବନ୍ଧାହେଲେ ବନପାଳ
ଦୁଷ୍କର୍ମ ଅଭିଯୋଗ ପରେ ସଦର ବନପାଳଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ପୋଲିସ ।
ମାଲକାନଗିରି : ଜିଲ୍ଲା ସଦର ମହକୁମାର ଜଣେ ବନପାଳ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବନପାଳ ମୁରଲିଧର ଅନୁଗୁଳିଆ ଓରକେଲ ଥାନା ଅନ୍ତର୍ଗତ ଏକ ଗ୍ରାମର…
“ଅମର ସେବା ଦିବସ” ଅବସରରେ “ସେବା” ପକ୍ଷରୁ ରକ୍ତଦାନ ଶିବିର
ସମ୍ବଲପୁର /ରମାକାନ୍ତ ବିଶ୍ବାଳ : ରବିବାର "ଅମର ସେବା ଦିବସ" ପାଳନ ଅବସରରେ ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ "ସେବା" ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ "ସେବା" ଅନୁଷ୍ଠାନ ର ସମସ୍ତ…
ବିଗତ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଇସ୍ପାତନିବାସ କାହା ସ୍ୱାର୍ଥରେ !!!
ସେଲ ଅଧୀନରେ ଥିବା ଅନେକ ଗେଷ୍ଟ ହାଉସ ଜଣେ ସ୍ୱତନ୍ତ୍ର ଠିକାଦାରକୁ ଟେକିଦେବା ପଛରେ ସେଲ କତ୍ତୃପକ୍ଷଙ୍କ କି ସ୍ୱାର୍ଥ ରହିଛି
ରାଉରକେଲା/ ଶାସକ ପ୍ରଶାସକ:- ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ମହାନଗର ନିଗମ ଅଧୀନରେ ରହିଥିବା ଷ୍ଟିଲପ୍ଲାଣ୍ଟ ନିଜର ସେଲ କର୍ମଚାରୀ ମାନଙ୍କ ପାଇଁ ବିଭିନ୍ନ…
କାଶୀପୁର ବ୍ଲକରେ ସ୍ୱଚ୍ଛ ଭାରତ ମିଶନରେ ଅସ୍ଵଛତା
ତିଆରି ହୋଇଥିବା ଶୌଚାଳୟରୁ ଏବେ ଦୁର୍ନୀତିର ଗନ୍ଧ ଭଣଭଣ
ଏଇ ପାଇଖାନାକୁ ଦେଖିଲେ ବାହ୍ୟ ମଳମୁକ୍ତ ଗାଁ କଦମଚରାର ଲୋକ କୋଉ ପାଇଖାନାକୁ ଯାଉଥିବେ ତାହା ଜଳଜଳ |
କାଶୀପୁରରୁ ବୈକୁଣ୍ଠ ଦୁରିଆ: -ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ପଞ୍ଚାୟତର ତିଆରି ହୋଇଥିବା ଶୌଚାଳୟର ଦୁର୍ନୀତିର…
ଚିନ୍ତାରେ ଡଙ୍ଗରିଆ କନ୍ଧ, ଉଜୁଡି ଯାଉଛି ରୋଜଗାର।
କଲ୍ୟାସିଂହପୁର//ପ୍ରଦୀପ ଦଳାଇ: ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପର୍ବତରେ ବସବାସ କରୁଥିବା ଜନ ଜାତି ଡଙ୍ଗରିଆ କନ୍ଧମାନେ ସପୁରି,ପଣସ ,କଦଳି, ଝାଡ଼ୁ, ହଳଦି , ଅଦା,ଆମ୍ବ , ଭଳି ଜଙ୍ଗଲ ଜିନିଷରେ ତାଙ୍କ ପେଟ ପୋଷିବା ପାଇଁ ୧୦ ରୁ ୨୦ କିଲୋମିଟର ଚାଲି ଚାଲି …
ପିଇବା ପାଣି ଭିତ୍ତିପ୍ରସ୍ତର ଦେଲେ ନରସିଂହ
ଗାଁ ରାସ୍ତା ଓ ପଞ୍ଜିକୃତ ଶ୍ରମିକଙ୍କ ପାଇଁ ବାସଗୃହ ଉପରେ ଦେଲେ ଗୁରୁତ୍ୱ
ବଲାଙ୍ଗିର/ ନିରୋଜ ମିଶ୍ର - ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ନିର୍ବାଚନ ପ୍ରତିଶୃତି ମୁତାବକ ପ୍ରତ୍ୟେକ ଗାଁର ଘରକୁ ଘର ପିଇବା ପାଣି ଓ ରାସ୍ତା ନିର୍ମାଣ ଦିଗରେ ବଲାଙ୍ଗିର ସଦର ବ୍ଲକ ସ୍ଥିତ ଆଡେନଡୁଙ୍ଗୁରି…
ଠିକାଦାର-ଅଧିକାରୀ ମଧୁର ବୁଝାମଣା: ଯୋଜନା ବାଟବଣା !
ସୋଲାର ପ୍ରୋଜେକ୍ଟ : ଲୋକଙ୍କ ଜିନିଷ ଲୋକଙ୍କ କାମରେ ଲାଗୁନି , ଚେଇଁ ଶୋଇଛନ୍ତି ବିଭାଗୀୟ ଅଧିକାରୀ !!
ନୂଆଗାଁ/ସୁବ୍ରତ ପରିଡ଼ା: ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ଙ୍କ ବିକାଶ ତଥା ବିଛିନ୍ନ ଅଂଚଳ ତଥା କମ ଜନସାଧାରଣ ବସବାସ କରୁଥିବା ଲୋକଙ୍କ ପାଇଁ ମୌଳିକ ସୁବିଧା ପାନୀୟ ଜଳ ସୋଲାର…