ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଲେ ସିଧୁ

0 2

Babushahi.com
ଚଣ୍ଡିଗଡ :  ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଲେ ନବଜ୍ୟୋତ ସିଂ ସିଧୁ | ସେ ଆଜି ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଦେଇଛନ୍ତି |ପଦବୀରୁ ଇସ୍ତଫା ଦେଇଥିଲେ ବି ସେ ଦଳପାଇଁ କାର୍ଯ୍ୟ ଜାରି ରଖିବେ ବୋଲି ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି |

Leave A Reply

Your email address will not be published.