ଜି.ଆଇ.ଇ.ଟି ବିଶ୍ୱବିଦ୍ୟାଳୟରେ ଇ.ସି.ଇ ବିଭାଗର ଦୁଇଦିନିଆ କର୍ମଶାଳା ଉଦଘାଟିତ

0 2

ଗୁଣପୁରରୁ ସନ୍ତୋଷ କୁମାର ଚୌଧୁରୀ-ସ୍ଥାନୀୟ ଜି .ଆଇ. ଇ. ଟି ବିଶ୍ୱବିଦ୍ୟାଳୟ ଗୁଣୁପୁରର ଇଲୋକୋଟ୍ରୋନିକ୍ସ ଏଣ୍ଡ କମ୍ୟୁନିକେସନ ଇଂଜିନିରଂ ବିଭାଗ ପକ୍ଷରୁ ଫୁଲ କଷ୍ଟମ ଡିଜିଇନ ଫ୍ଲୋ ଏଣ୍ଡ ସେମି କଷ୍ଟମ ଡିଜାଇନ ଫ୍ଲୋ ସମ୍ପର୍କୟ ଦୁଇ ଦିନିଆ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବେଙ୍ଗାଲୁରୁ ସ୍ଥିତ ଏନ୍ତୁପିଲେ ଟେକ୍ନୋଲୋଜିସର ଆପ୍ଲିକେସନ ଇଂଜିନିୟର ସାଗର ଗୌଡା ଯୋଗଦେଇ ଭି ଏଲଏସଆଇ ରେ ଇଡ଼ିଏ ଟୁଲର ଆବଶ୍ୟକତା ସମ୍ପର୍କରେ ବର୍ଣ୍ଣନା କରିଥିଲେ।
ବିଭଗ ର ମୁଖ୍ୟ ଡ଼ଃ ଶୁଭ୍ରଜିତ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ଡ଼ିନ ଏକାଡେ଼ମୀକ ଡ଼ଃ .ଏ.ଭି .ଏନ.ଏଲ, ଶର୍ମା ଟୁଲର ଉପଯୋଗୀତା ଵିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ଡ଼ଃ. ଶଶାଙ୍କ ଶେଖର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଭାଗ ର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଯୋଗଦେଇଥିଲେ।

 

Leave A Reply

Your email address will not be published.