ଭୁବନେଶ୍ୱର ମଧ୍ୟ ବିଧାୟକଙ୍କ ଦ୍ୱାରା ସାମୁହିକ ଶୌଚାଳୟ ପାଇଁ ଭୂମି ପୂଜନ ଓ ବୃକ୍ଷ ରୋପଣ

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ୱାର୍ଡ ନଂ 46 ୟୁନିଟ - 6 କ୍ୟାପିଟାଲ ହସ୍ପିଟାଲ ପଛପଟେ ହରିଜନ ସାହି ବସ୍ତିରେ ସାମୁହିକ ଶୌଚାଳୟ ନୂତନ ନିର୍ମାଣ ପାଇଁ ଭୂମି ପୂଜନ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଦ୍ୱାରା ସମ୍ପନ୍ନ ହୋଇଛି | ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଯନ୍ତ୍ରୀ ଏବଂ…

ଆବାସ ଯୋଜନା ଉପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ସାରା ରାଜ୍ୟ ପାଇଁ ଆବାସ ପ୍ଲସ୍ ଆପ୍ ମାସେ କାର୍ଯ୍ୟକ୍ଷମ କରିବାକୁ କଲେ ଦାବି  ଫନି ପ୍ରଭାବିତ ହୋଇ ନଥିବା ଜିଲ୍ଲାର ୬ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବାକୁ କଲେ ଅନୁରୋଧ  ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗରେ ଲେଖିଛନ୍ତି…

ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ୭୨ତମ ବନ ମହୋତ୍ସବ ପାଳିତ ।

କଲ୍ୟାସିଂହପୁର/ପ୍ରଦୀପ ଦଳାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକରେ ଥିବା ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ୭୨ତମ ବନ ମହୋତ୍ସବ  ସପ୍ତାହ ପାଳିତ ହୋଇଯାଇଛି । ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କଲ୍ୟାଣସିଂପୁର  ସିଆରପିଏଫ କ୍ୟାମ୍ପର…

ଲୋକଙ୍କୁ କେତେ ଆଉ ଶୋଷଣ କଲେ ସନ୍ତୁଷ୍ଟ ବିଜେପି? 

ମହଙ୍ଗାମାଡର ଜବାବ ଦେବେ ଲୋକେ-ନିରଞ୍ଜନ ଭୁବନେଶ୍ୱର:  କରୋନା ଏବଂ ତଦ୍ଜନିତ ତାଲାବନ୍ଦ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଚୁରମାର କରିସାରିଲାଣି । ଆର୍ଥିକ ଅନାଟନ ଲୋକଙ୍କୁ ମହାମାରୀଠୁ ଅଧିକ କଷ୍ଟ ଦେଲାଣି । ଏହି ସମୟରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ବାରମ୍ବାର ଦରବୃଦ୍ଧି…

ବାଘମୁଣ୍ଡ-ଗେର୍ଡା ରାସ୍ତା ଅଚଳ: ପ୍ରଶାସନ ନିଦା ବ୍ରିଷ୍ଣୁ 

ପ୍ରଶାସନିକ ଅବହେଳା ଓ ରାଜନୈତିକ ଉଦାସୀନତା ପାଇଁ  ଅଭିଶାପ ପାଲଟିଛି ରାସ୍ତା   ପାଟଣାଗଡ଼(ଯତୀନ୍ଦ୍ର ନନ୍ଦ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ପାଟଣାଗଡ଼ ବ୍ଲକ ଗେର୍ଡା ଗ୍ରାମ ପଞ୍ଚାୟତରୁ 'ବାଘମୁଣ୍ଡ' ଯିବାର ରାସ୍ତାଟି ଆଜିକୁ ଦୀର୍ଘଦିନ ହେବ ଜରାଜୀର୍ଣ୍ଣ ତଥା ଅଚଳ ଅବସ୍ଥାରେ…

ଏମାନଙ୍କୁ ଅପ୍ରମିତ ସଶ୍ରଦ୍ଧ ସଲାମ 

 ଦୁଇ ନର୍ସଙ୍କ କାର୍ଯ୍ୟକୁ ନେଇ ସବୁଠି ଚର୍ଚ୍ଚା।  ବଲାଙ୍ଗିର / ନିରୋଜ ମିଶ୍ର :  ସାରା ଦେଶରେ କରୋନାର ଦ୍ୱିତୀୟ ଲହରର କୋପ ଜାରି ରହିଛି । କରୋନା କେବେ କମୁଛି ତ ପୁଣି କେବେ ବଢୁଛି। ତଥାପି ଏହା ବିରୋଧରେ ଲଢ଼େଇ ଜାରି ରହିଛି । ଆଉ ଏହି ଯୁଦ୍ଧରେ ଆଗଧାଡ଼ିର କୋଭିଡ୍ ଯୋଦ୍ଧା ସାଜିଛନ୍ତି…

ଆର୍ଥିକ ଅସୁବିଧାରେ ଥିବା ଜାତୀୟ ତଥା ଆନ୍ତର୍ଜାତୀୟ ପଦକ ବିଜେତା କ୍ରୀଡ଼ାବିତଙ୍କ ପାଇଁ ସୁଖବର 

ନୂଆଦିଲ୍ଲୀ :  ଜାତୀୟ ତଥା ଆନ୍ତର୍ଜାତୀୟ କ୍ରୀଡ଼ାରେ ପଦକ ହାସଲ କରି ଦୁଃସ୍ଥିତି ଭିତରେ ଜୀବନ ଅତିବାହିତ କରୁଥିବା କ୍ରୀଡ଼ାବିତଙ୍କ ପାଇଁ ଆଶ୍ବସ୍ତିର ଖବର | ସେମାନେ ଆର୍ଥିକ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିପାରିବେ | ଏ ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ର କ୍ରୀଡା…

ଅସହାୟ ଶୁଭସ୍ମିତା-ସ୍ବାମୀଙ୍କ ଚିକିତ୍ସା ଲାଗି ଅର୍ଥ ସାଜିଛି ବାଧକ

ତିର୍ତ୍ତୋଲ/ ବାହାଘର ପରେ ସୁଖରେ ଘରସଂସାର କରିବା ଆଶା ମଉଳିଗଲା।ସ୍ବାମୀ ସାରଦା ପ୍ରସନ୍ନ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ହଠାତ ଦୁର୍ଘଟଣାର ଶିକାର ହେଲେ।ଉପଯୁକ୍ତ  ଚିକିତ୍ସା ଲାଗି ଅର୍ଥ ସାଜିଲା ବାଧକ ତେଣୁ ପକ୍ଷାଘାତର ଶିକାର ହୋଇ ଦୀର୍ଘ ତିନିବର୍ଷ ହେବ ଶଯ୍ୟାଶାୟୀ। ଶାଶୁ…

କକାକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ପୁତୁରା

ମୁଖ୍ୟ ଅଭିଯୁକ୍ତ ଫେରାର , ହତ୍ୟାରେ ସଂପୃକ୍ତ ଅନ୍ୟ ସଦସ୍ୟଙ୍କୁ ଥାନାରେ ଅଟକ  ରେଢ଼ାଖୋଲ (ଶାସକ ପ୍ରଶାସକ): ଗାଁ ଦାଣ୍ଡରେ କକାକୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆ ଓ ଠେଙ୍ଗାରେ ହାଣିଲା ପୁତୁରା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଘଟଣା ଘଟିଛି ରେଢ଼ାଖୋଲ ଥାନା ଅନ୍ତର୍ଗତ ତଣ୍ଡାବିରା ଗାଁରେ। ଜମି…

ପୋଲିସ ଡିଜିଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା, ୮୦ ପ୍ଲାଟୁନ ପୋଲିସ ନିୟୋଜିତ ହୋଇପାରନ୍ତି

https://www.youtube.com/watch?v=-3gImUfYCcE ପୁରୀ/ଅନିମେଷ ପଟ୍ଟନାୟକ : ରଥଯାତ୍ରାରେ ମୁତୟନ ହେବେ ୮୦ ପ୍ଲାଟୁନ ପୋଲିସ ଫୋର୍ସ । ସହରକୁ ୧୨ଟି ଜୋନ ସହିତ ବଡ଼ଦାଣ୍ଡକୁ ୪ଟି ଜୋନରେ ବିଭକ୍ତ କରାଯିବ । ସହରର ତିନୋଟି ପ୍ରବେଶ ପଥକୁ ସିଲ୍ କରାଯିବ । ରବିବାର ପୋଲିସ ଡିଜି ଅଭୟଙ୍କ…