Sign in
Sign in
Recover your password.
A password will be e-mailed to you.
ହାତୀ ମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ବନୋମହୋତ୍ସବ
ନୂଆଗାଁ/ (ସୁବ୍ରତ ପରିଡ଼ା) : ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନରେ ଥିବା ମହିତମା ସେକ୍ସନ ଅଧିନରେ ଥିବା ହାତୀ ମୁଣ୍ଡା ସଂରକ୍ଷିତ ଜଙ୍ଗଲ କମ୍ପାଟ ମେଣ୍ଟ - ୧୪ ରେ ବନୋମହୋତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ମହିପୁର ବନାଞ୍ଚଳ ଅଧିକାରୀ ଅଭୟ ରଥ, ମହିତମା ବନପାଳ ରାକେଶ କୁମାର…
ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ।
ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା)ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଙ୍ଘ, ବୁଗୁଡା ଶାଖା ପକ୍ଷରୁ ଏମ.କୃଷ୍ଣ ମୋହନ ପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବୁଗୁଡା ମାଳିଝୋଳା ଠାକୁରାଣୀ ମନ୍ଦିର ପରିସରରେ ଜୁଲାଇ ୪ ତାରିଖ ଦିନ ବୁଗୁଡା ବ୍ଲକ ସରକାରୀ…
ସମ୍ବଲପୁର ଜିଲ୍ଲା କଂଗ୍ରେସର ନିଷ୍ପତ୍ତି: ଜୁଲାଇ ୭ରୁ କରିବ ବିକ୍ଷୋଭ ପ୍ରଦର୍ଶନ
ସମ୍ବଲପୁର /ରମାକାନ୍ତ ବିଶ୍ବାଳ : ଆସନ୍ତା ଜୁଲାଇ ୭ ତାରିଖରୁ ୧୭ ତାରିଖ ପର୍ଯ୍ଯନ୍ତ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲା ମୁଖ୍ୟାଳୟ ସମେତ ସବୁ ବ୍ଳକ ମୁଖ୍ୟାଳୟ ଠାରେ ବିକ୍ଷୋଭ ପଦର୍ଶନ କରାଯିବ । ଏଥିପାଇଁ ସମ୍ବଲପୁର ଠାରେ ଅନୁଷ୍ଠିତ ଜିଲ୍ଲା କଂଗ୍ରେସ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ…
ଜିଲ୍ଲା ସହରାଞ୍ଚଳ ବିକାଶ ନିମନ୍ତେ ସମୀକ୍ଷା ଓ ଯୋଜନା ବୈଠକ ଅନୁଷ୍ଠିତ l
ରାୟଗଡ/ସରୋଜ ସାହୁ -ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରତିବାଦ୍ଧତା ଅନୁଯାୟୀ ରାୟଗଡ ଜିଲ୍ଲାର ତିନୋଟି ପୌରାଞ୍ଚଳ ଯଥା ରାୟଗଡ, ଗୁଣପୁର ଓ ଗୁଡାରି ପୌରାଞ୍ଚଳର ନାଗରିକ ମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ଭିତିଭୂମି ସୃଷ୍ଟି କରିବା ଯଥା ମୁକ୍ତ ଆକାଶ ଜିମାନସିଅମ, ଯୋଗୀଙ୍ଗ ଟ୍ରlକ,…
କୃଷି ବିଭାଗ ପକ୍ଷରୁ ଡିବିିଟି ପ୍ରଦାନ ନିମନ୍ତେ ନୂତନ ଏସ୍ଓପି ଜାରି
ପ୍ରଦର୍ଶନ କାର୍ଯ୍ୟକ୍ରମରେ ଚାଷୀଙ୍କୁ କୃଷି ସାମଗ୍ରୀ ବଦଳରେ ଡିବିଟି ମାଧ୍ୟମରେ ଅର୍ଥ ସହାୟତା ଦିଆଯିବ
ଭୁବନେଶ୍ୱର: ହିତାଧିକାରୀ ଚାଷୀମାନଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭିନ୍ନ ପ୍ରଦର୍ଶନ ଯୋଜନାରେ ଅଣୁସାର, କୀଟନାଶକ ଔଷଧ, ତୃଣନାଶକ ପଦାର୍ଥ ଆଦି ପ୍ରଦାନ କରାନଯାଇ…
ଓଡ଼ିଶାର ଜଳ ପରେ ଏବେ ଜାଗା ଉପରେ ଛତିଶଗଡ଼ର ନଜର !
ଏକ କିମି ଭିତରକୁ ପଶି ଓଡ଼ିଶାର ରାଜସ୍ୱ ଗ୍ରାମ ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ କଲା ଛତିଶଗଡ଼ ; ପ୍ରଶାସନ ପାଖରେ ଖବର ନାହିଁ।
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ମଟାପାକା ଗ୍ରାମ ପଂଚାୟତ ଆକରପାଲି ଗ୍ରାମକୁ କବ୍ଜା କରିଛି ଛତିଶଗଡ଼। ଟିଟିବିରି ମାଟାପାକା ମୁଖ୍ୟ ରାସ୍ତା…
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଛି ୧୦୦୦ କୋଟି ଟଙ୍କାର ଦୁର୍ନୀତି:ସମୀର ମହାନ୍ତି
ଆସନ୍ତା ଜୁଲାଇ ୭,୮,୯ ତିନି ଦିନ ଧରି ରାଜ୍ୟର ସମସ୍ତ ବ୍ଲକ ସାମ୍ନାରେ ପ୍ରତିବାଦ କରିବ ବିଜେପି
ଭୁବନେଶ୍ୱର :୨୦୨୨ ସୁଦ୍ଧା ତଥା ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ…
ଓଡିଶାର ଗୃହନିର୍ମାଣ ସଫଳତାକୁ ବଦନାମ ପାଇଁ ବିଜେପିର ଉଦ୍ୟମ: ବିଜେଡି
ଭୁବନେଶ୍ୱର: ଓଡିଶାରେ ହତାଶ ହୋଇପଡିଥିବା ନିଜର ଦଳର କର୍ମୀମାନଙ୍କ ମନୋବଳ ବଢାଇବା ରାଜ୍ୟ ବିଜେପି ସଭାପତିଙ୍କ ପାଇଁ କେତେ କଷ୍ଟକର ତାହା ଆମେ ଜାଣିଛୁ । ଆଜି ତାଙ୍କର ସାମ୍ବାଦିକ ସମ୍ମିଳନୀ ହେଉଛି ଏଭଳି ହତୋତ୍ସାହିତ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଆଉ ଗୋଟିଏ ଦୁର୍ବଳ ପ୍ରୟାସ,…
ମ୍ୟାଟ୍ରିକ ପରୀକ୍ଷା ମାର୍କକୁ ନେଇ ମାନସିକ ଭରସାମ୍ୟ ହରାଇ ଛାତ୍ରୀ ଙ୍କ ଆତ୍ମହତ୍ୟା !
ଟିଟିଲାଗଡ଼, ( ଗୌରବ ଦର୍ଜୀ)-ଟିଟିଲାଗଡ଼ ଥାନା ଅଧିନସ୍ଥ ଟିକ୍ରାପଡା ଗାଁ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ର ଜଗଦିଶ ବିଭାର ଙ୍କ ଝିଅ ଦୁସିଲା ବିଭାର ଚଳିତ ଦଶମ ଶ୍ରେଣୀରେ କମ ମାର୍କ ପାଇଥିବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି। ଆଜି ସେ…
ଦିଗଙ୍ଗତ ସାମ୍ବାଦିକଙ୍କ ପରିବାରକୁ ଘୋଷିତ ଆର୍ଥିକ ଅନୁକମ୍ପା ରାଶି ପ୍ରଦାନ ପାଇଁ ଓ଼ଜେୟୁ ର ଦାବି I
ସମ୍ବଲପୁର /ରମାକାନ୍ତ ବିଶ୍ବାଳ-ସମ୍ବଲପୁର ଜିଲ୍ଲାରେ ଗତ ୬ ମାସ ମଧ୍ୟରେ ୫ ଜଣ ସମ୍ମୁଖ କରୋନା ଯୋଦ୍ଧା ସାମ୍ବାଦିକ ଙ୍କ ଦେହାନ୍ତ ଘଟିଛି I ମୃତ୍ୟୁବରଣ କରିଥିବା ଏହି ସାମ୍ବାଦିକ ମାନଙ୍କ ପରିବାର ଏବେ ଦୁଃଖ ତଥା ଦୁର୍ଦ୍ଦିନରେ କାଳତିପାତ କରୁଛନ୍ତି। ତେବେ ଜିଲ୍ଲାରେ ମୃତ୍ୟୁବରଣ କରିଥିବା…