ଆଦର୍ଶ ସାଂସ୍କୃତିକ ସଂଘର ବୃକ୍ଷରୋପଣ ମହୋତ୍ସବ।

ଟିଟିଲାଗଡ, ( ଗୌରବ ଦର୍ଜୀ)-ଆଜି ଟିଟିଲାଗଡ଼ ଉପଖଣ୍ଡ ନରେନ୍ ଗ୍ରାମ ର ଆଦିଶକ୍ତି ଦୁର୍ଗା ମନ୍ଦିର ପ୍ରାଙ୍ଗଣ ରେ ଆଦର୍ଶ ସାଂସ୍କୃତିକ ସଂଘ ତରଫରୁ ବୃକ୍ଷରୋପଣ ମହୋତ୍ସବ ପାଳନ ହୋଇଯାଇଛି। ବଲାଙ୍ଗୀର ନେହେରୁ ଯୁବକ ସଂଘ ର ନିର୍ଦ୍ଦେଶ ରେ ଟିଟିଲାଗଡ ବ୍ଲକ ଭଲେଣ୍ଟିଆର୍ ସରୋଜ ପୁଝାରୀ ଓ କିରଣ…

ଭୁବନେଶ୍ୱର ଏମସ୍ ପରିସରରେ ଅଗ୍ନିଶମ ସେବା କେନ୍ଦ୍ର କୁ ମୁଖ୍ୟମନ୍ତ୍ରୀଙ୍କ ମଞୁରୀ ।

ଭୁବନେଶ୍ୱର(ଶାସକ ପ୍ରଶାସକ) :ଭୁବନେଶ୍ୱର ଏମସ୍ ପରିସରରେ ଏକ ଅଗ୍ନିଶମ ସେବା କେନ୍ଦ୍ର ଖୋଲାଯିବା ପ୍ରସ୍ତାବ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞୁର କରିଛନ୍ତି ।। ଏହି କେନ୍ଦ୍ର ରେ ଜଣେ ଷ୍ଟେସନ ଅଫିସରଙ୍କ ସମେତ ଦଶ ଜଣ କର୍ମଚାରୀ ରହିବେ । ଏଥିପାଇଁ ରାଜ୍ୟ ସରକାର ଦଶଟି ନୂତନ ପଦବୀ…

ପାଇପ ଫାଟି ପାନୀୟ ଜଳ ଅପଚୟ

କଲ୍ୟାଣସିଂହପୁର//ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଚାଲୁଥିବା ମୁଖ୍ୟ ରାସ୍ତା କାର୍ଯ୍ୟରେ ବାରମ୍ବାର ମୁଖ୍ୟ ପାଇପ ଫାଟି ପାନୀୟ ଜଳ ଅପଚୟ ହେଉଥିବା ଦେଖିବାକୁ ମିଳିଛି । ପୂର୍ତ୍ତି ବିଭାଗ ପକ୍ଷରୁ ଚାଲୁଥିବା ରାଜ୍ୟ ରାଜପଥ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ…

ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ୭୨ ତମ ବନ ମହୋତ୍ସବ ସପ୍ତାହ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ୭୨ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମିଳିତ ସହଯୋଗରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ…

ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ବର୍ଷିୟାନ ଶିକ୍ଷକ ବିଶ୍ୱନାଥ ରଥଙ୍କ ଦେହାନ୍ତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଣେ ଛାତ୍ର ବଚ୍ଛଳ, ବିଜ୍ଞ,ଦକ୍ଷ ,ମେଲାପି,କର୍ମଠ,ଶିକ୍ଷକ ବିଶ୍ୱନାଥ ରଥଙ୍କ ବ୍ରହ୍ମପୁର ସ୍ଥିତ ନିଜ ବାସଭବନରେ ବାର୍ଦ୍ଧକ୍ୟ ଜନିତ ଅବସ୍ଥା ଯୋଗୁଁ ୮୯ବର୍ଷ ବୟସରେ ପରଲୋକ ହୋଇଛନ୍ତି।  ମହେନ୍ଦ୍ରଗିରି ସରକାରୀ ପୌର ଉଚ୍ଚ ବିଦ୍ୟାଳୟର ପ୍ରଧାନ…

କୋଭିଡ୍ କାଳରେ ଅନାଥ ହୋଇଥିବା ପିଲାଙ୍କୁ ଭେଟିଲେ ଜିଲ୍ଲାପାଳ

https://www.youtube.com/watch?v=X6PvBPxyvPU&t=4s ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା କୋଭିଡ୍ ସମୟ କାଳରେ ଗୋଷାଣୀ ପଞ୍ଚାୟତ ସମିତିର ଗୁରାଣ୍ଡି ଗ୍ରାମ ଏବଂ ସାନକୁତୁରୁ ଗ୍ରାମର ଦୁଇ ଗୋଟି ପରିବାରର ଚାରିଗୋଟି ଅନାଥ…

ଗୋମାଂସ ଚାଲାଣ ବିରୁଦ୍ଧରେ ବିକ୍ଷୋଭ।

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ -ସମ୍ବଲପୁର ସହରରେ ଦିନକୁ ଦିନ ବଢୁଥିବା ଅବାଧ ଗୋମାଂସ ଚାଲାଣ ବିରୁଦ୍ଧରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛି ବିଜେପି  । ସହରର ମୋତିଝରଣ ,ସୁନାପାଲି ଆଦି ଅଞ୍ଚଳରେ ପ୍ରତି ଦିନ ଗୋହତ୍ୟା କରାଯିବା ସହ ପାଖ ପଡ଼ୋଶୀ ଜିଲ୍ଲା ଗୁଡିକୁ ଅବାଧରେ…

ମୟୂରଭଞ୍ଜରେ ୧୯ ଲକ୍ଷ ବୃକ୍ଷ ରୋପଣ ନିମନ୍ତେ ଲକ୍ଷ୍ୟ

ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ ଆରମ୍ଭ, ୩୦ ଲକ୍ଷ ଚାରା ମାଗଣାରେ ଯୋଗାଇ ଦିଆଯିବ ବାରିପଦା(ଦିଲ୍ଲୀପ ମହାନ୍ତି )- ଚଳିତ ବର୍ଷ ବନ ବିଭାଗ ପକ୍ଷରୁ ୭୨ତମ ବନ ମହୋତ୍ସବ ପାଳନ କରାଯାଉଛି । ଵୃକ୍ଷ ରୋପଣର ଗୁରୁତ୍ଵ ଓ ପରିବେଶ ଉପରେ ଏହାର ପ୍ରଭାବ ଉପରେ ବ୍ୟାପକ ଜନ ସଚେତନତା ପାଇଁ ପ୍ରତି ବର୍ଷ…

ରାଜ୍ୟର କର୍ପୋରେଟ୍ ଅନୁଷ୍ଠାନ  ଓ ଘରୋଇ ହସ୍ପିଟାଲର ପ୍ରତିନିଧିଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଟିକାକରଣ ସମୀକ୍ଷା

ଜୁଲାଇ ମାସରେ ଓଡିଶାର ପିଏସୟୁ ଗୁଡିକ ନିଜ ଖର୍ଚ୍ଚରେ ୧୦ ଲକ୍ଷ ମାଗଣା ଟିକା ଦେବାର ଖସଡା ପ୍ରସ୍ତୁତ କରନ୍ତୁ - ଧର୍ମେନ୍ଦ୍ର  ନୂଆଦିଲ୍ଲୀ/ଭୁବନେଶ୍ୱର – ଚଳିତ ଜୁଲାଇ ମାସରେ ଓଡିଶାର କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଗୁଡିକ ନିଜ ଖର୍ଚ୍ଚରେ ୧୦ ଲକ୍ଷ ଲୋକଙ୍କୁ ମାଗଣା ଟିକା ଦେବାର…

ରାୟଗଡ ଜିଲ୍ଲା ଅଗ୍ନିଶମ କେନ୍ଦ୍ର ପରିସରରେ ୭୨ତମ ବନ ମହୋତ୍ସବ ପାଳିତ

ରାୟଗଡରୁ ସରୋଜ କୁମାର ସାହୁ:  ରାୟଗଡ ଜିଲ୍ଲା ଅଗ୍ନିଶମ ବିଭାଗ ଓ ବନ ବିଭାଗର ମିଳିତ ଭାବେ ରାୟଗଡ ଅଗ୍ନିଶମ ସେବା କେନ୍ଦ୍ର ପରିସରରେ ୭୨ତମ ବନ ମହୋତ୍ସବ ପାଳନ ହୋଇଯାଇଛି । ଉକ୍ତ ବନ ମହୋତ୍ସବରେ ରାୟଗଡ ଉପ-ଅଗ୍ନିଶମ ଅଧିକାରୀ ଶ୍ରୀ ସାଗରାମ ହାଂସଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ଚାରା…