ସେଞ୍ଚୁରିଅନ୍ ପବ୍ଲିକ ସ୍କୁଲର ଛାତ୍ର ଲଗ୍ନଜିତ୍ ମହାନ୍ତିଙ୍କ ପୁଣି କୃତିତ୍ୱ : ଆଇ୍.ଏ.ଏ.ସି  ଜର୍ମାନୀର ଅନ୍ ଲାଇନ୍…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଅନ୍ ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର ଲଗ୍ନଜିତ୍ ମହାନ୍ତି ଜ୍ୟୋତିବିଜ୍ଞାନ ଓ ମହାକାଶ ବିଜ୍ଞାନ ସମ୍ବନ୍ଧୀୟ ଆନ୍ତର୍ଜାତିକ ସଂସ୍ଥା ଆଇ୍.ଏ.ଏ.ସି (I.A.A.C) ଜର୍ମାନୀର ଅନ୍ ଲାଇନ୍ ପ୍ରତିଯୋଗିତାରେ ଅନ୍ତିମ ପର୍ଯ୍ୟାୟ ଉତ୍ତୀଣ୍ଣ…

କୁଚିଣ୍ଡା ନୂତନ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦାନ କଲେ ଆଦିତ୍ୟ ଗୋୟଲ

କୁଚିଣ୍ଡା -ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ନୂତନ ଉପଜିଲ୍ଲାପାଳ ଭାବରେ ଆଇଏଏସ୍ ଅଫିସର ଆଦିତ୍ୟ ଗୋୟଲ କାର୍ଯ୍ୟରେ ଯୋଗଦାନ କରିଛନ୍ତି l ଶ୍ରୀ ଗୋୟଲ ଉପଜିଲ୍ଲାପାଳ ପବିତ୍ର ବେହେରାଙ୍କ ଠାରୁ ବିଧିବଦ୍ଧ ଭାବେରେ ଦାୟିତ୍ୱ ଗ୍ରହଣ କରିଛନ୍ତି l କୁଚିଣ୍ଡା…

ସେବାର ବିକଳ୍ପ ନାହିଁ:-ରମାକାନ୍ତ

ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ପ୍ରତିଭା ସମ୍ମାନ ଅନୁଷ୍ଠିତ  ସମ୍ବଲପୁର :ମାତା ପିତାଙ୍କ ବିକଳ୍ପ ନଥିବାପରି ପ୍ରକୃତ ଜନ ସେବାର କୌଣସି ବିକଳ୍ପ ନଥାଏ। ଜଣେ ହୃଦୟବାନ ମଣିଷ କେବଲ ସେବାର ମହାନୁଭବତାକୁ ଅନୁଭବ କରିପାରେ ବୋଲି ମଙ୍ଗଳବାର ଅତାବିରା…

ତଣ୍ଡାବିରା ଗ୍ରାମର ହତ୍ୟା ଘଟଣା , ୬ଜଣ ଗିରଫ , ଟାଙ୍ଗିଆ-ଠେଙ୍ଗା ଜବତ

ରେଢ଼ାଖୋଲ,: ରେଢ଼ାଖୋଲ ଥାନା ଅନ୍ତର୍ଗତ ତଣ୍ଡାବିରା ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଗତ ରବିବାର ରାତିରେ ଘଟିଥିବା ହତ୍ୟା ଘଟଣାରେ ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି I ଅଭିଯୁକ୍ତମାନଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି। ଗିରଫ ଅଭିଯୁକ୍ତ ବଳରାମ ଓରଫ…

କଣ୍ଟିଆମ୍ବା ଗ୍ରାମରେ ଅଗ୍ନିକାଣ୍ଡ ,ତିନି ବଖରା ଭସ୍ମୀଭୂତ

ନୂଆଗାଁ/ (ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରାଢ଼ିପି ପଞ୍ଚାୟତ ଅଧିନରେ ଥିବା କଣ୍ଟିଆମ୍ବା  ଗ୍ରାମରେ ଅଗ୍ନିକାଣ୍ଡ ଘଟି ତିନି ବଖରା ଭସ୍ମୀଭୂତ ହୋଇଯାଇଛି।ସୂଚନା ଅନୁଯାୟୀ ଗ୍ରାମର ବିଚିକା ମଳିକ ଏବଂ ମୀନକେତନ ମଳିକ ଙ୍କ ଘରେ ଅକସ୍ମାତ୍ ଅଗ୍ନିକାଣ୍ଡ ଘଟିବା…

୬ ଲକ୍ଷ ଓଡିଆଙ୍କୁ ଘର ନଦେବାକୁ ବିଜେପିର ଷଡଯନ୍ତ୍ର: ବିଜେଡି

ଭୁବନେଶ୍ୱର : ରାଜ୍ୟର ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ୬ ଲକ୍ଷ ଓଡିଆ ଯେଭଳି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଘର ନପାଇବେ ସେଥିଲାଗି ଷଡଯନ୍ତ୍ର ହେଉଥିବା ଆଜି ବିଜେପି ନେତା ପୃଥୀରାଜ ହରିଚନ୍ଦନଙ୍କ ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ହୋଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ…

ସୂଚନା ପ୍ରଯୁକ୍ତିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ମନ୍ତ୍ରୀ ତୁଷାରକାନ୍ତିଙ୍କ ଗୁରୁତ୍ୱ

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସମୀକ୍ଷା ବୈଠକ ଭୁବନେଶ୍ୱର(ଶାସକ ପ୍ରଶାସକ):ବର୍ତ୍ତମାନ ଯୁଗ ହେଉଛି ଆଇଟିର ଯୁଗା ଯେଉଁ ଦେଶ ଆଇଟି କ୍ଷେତ୍ରରେ ଯେତେ ଆଗୁଆ ସେ ଦେଶ ସେତେ ସମୃଦ୍ଧ ଦେଶ ଭାବେ ସମଗ୍ର ବିଶ୍ୱରେ ପରିଗଣିତା ଆମ ଦେଶ ତଥା ରାଜ୍ୟର ବହୁ ଆଇଟି ଡିଗ୍ରୀଧାରୀ ବିଭିନ୍ନ…

କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ୭୨ତମ ବନ ମହୋତ୍ସବ ସପ୍ତାହ- ୨୦୨୧ “ବୃକ୍ଷ ହିଁ ଜୀବନ”  କାର୍ଯ୍ୟକ୍ରମ…

https://www.youtube.com/watch?v=7LpFX0ZC3WU ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ପାରଳାଖେମୁଣ୍ଡି ସ୍ଥିତ ଏଚଡିଏଫସି: ବ୍ୟାଙ୍କ ଏବଂ ଦେବଗିରି ବନାଞ୍ଚଳ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ୭୨ ତମ ବନ…

ବଂଶଧାରା ଜଳ ବିବାଦ  ଟ୍ରିବୁନାଲଙ୍କ ବିବାଦୀୟ ଆଦେଶ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ 

ଭୁବନେଶ୍ବର : ବଂଶଧାରା ଜଳ ବିବାଦ ଟ୍ରିବୁନାଲଙ୍କ ବିବାଦୀୟ ଆଦେଶ  ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଅଛି।  ସର୍ବୋଚ୍ଚ ନ୍ୟାୟାଳୟ ଚୂଡ଼ାନ୍ତ ରାୟ ପ୍ରଦାନ ନକରିବା ଯାଏଁ  ବଂଶଧାରା ଜଳ ବିବାଦ ଟ୍ରିବୁନାଲଙ୍କ ଦ୍ଵାରା  ପ୍ରଦତ୍ତ ରାୟକୁ ଗେଜେଟରେ ପ୍ରକାଶନ କରିବାପାଇଁ  ଆନ୍ଧ୍ରପ୍ରଦେଶ ପକ୍ଷରୁ…

ବିଜେପିର ଗୁରୁତର ଅଭିଯୋଗ : ତଥ୍ୟ ନଜାଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆବାସ ଯୋଜନା ସଂପର୍କରେ ଓଡିଶାର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ୨ଟି କଥା ଉଲ୍ଲେଖ କରିଛନ୍ତି । ପ୍ରଥମତଃ ଓଡିଶାର ଫନିରେ ପ୍ରଭାବିତ ନହୋଇଥିବା ଅଂଚଳ ମାନଙ୍କ ପାଇଁ ଆଉ ଘରର ଆବଶ୍ୟକତା ଅଛି ଏବଂ ଦ୍ୱିତୀୟରେ ଆବାସ ସ୍ଲଟ ପୋର୍ଟାଲ ଯେଉଁଥିରେ କି ଜିଓ ଟ୍ୟାଗିଂ ସହିତ…